Latest Odisha News

BREAKING NEWS

Yearly Archives

2025

କଲବଲ କରୁଛି ଘନ କହୁଡ଼ି: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଘନକୁହୁଡିରୁ ଏବେ ନାହିଁ ନିସ୍ତାର । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୧୨ଟି ଜିଲ୍ଲାକୁ ୟେଲୋ…

ନାଇଜେରିଆରେ ବଡ଼ଧରଣର ବିସ୍ଫୋରଣ, ୧୮ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ନାଇଜେରିଆରେ ବଡ଼ଧରଣର ବିସ୍ଫୋରଣ । ଏକ ପେଟ୍ରୋଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ତେବେ ଭାରସାମ୍ୟ ହରାଇ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କର୍ । ଗୋଟିଏ…

ଏହି ଦୁର୍ଗରେ ଲୁଚି ରହିଛି ପୁଳାଏ ପୁଳାଏ ସୁନାରୂପା

ରାଜସ୍ଥାନ: ଭାରତର ଇତିହାସ ଯେତିକି ସମୃଦ୍ଧ ଏବଂ ପୁରୁଣା, ଏହାର କାହାଣୀ ଏବଂ ରହସ୍ୟ ମଧ୍ୟ ଚକିତ କଲା ଭଳି ରହିଛି ।  ରାଜସ୍ଥାନରେ ବହୁତ ପ୍ରାସାଦ ଏବଂ ଦୁର୍ଗ ରହିଛି ଓ ସେମାନଙ୍କର ନିଜସ୍ୱ କାହାଣୀ  ମଧ୍ୟ ଅଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବିକାନେରର ଜୁନାଗଡ ଦୁର୍ଗ । ଏହି ଦୁର୍ଗରେ…

ଆରମ୍ଭ ହେଲା ଡଲଫିନ ଗଣନା, ସଂଖ୍ୟା ବଢିବା ନେଇ ଆଶା

ପଟ୍ଟାମୁଣ୍ଡାଇ: ଆରମ୍ଭ ହୋଇଛି ଡଲଫିନ ଗଣନା । ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ୍ ଗଣନା କରାଯିବ । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିବ ଡଲଫିନ୍‌…

ଫୁଲକୋବିର ନାଡ ଖାଇଲେ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର:ଶୀତ ଦିନରେ ହାଟମାନଙ୍କରେ ଫୁଲକୋବି ଅଧିକ ପରିମାଣରେ ମିଳେ । ଏହି ସମୟରେ ଫୁଲକୋବି ଭଜା, ତରକାରୀ, ଚିଲି, ପକୁଡି ରାନ୍ଧି ଖାଇଥାଉ । ତେବେ ଜାଣିଛନ୍ତି କି ଏହି ଫୁଲକୋବି ନାଡ, ପତ୍ରରେ ମଧ୍ୟ ଅନେକ ପୋଷକତତ୍ତ୍ବ ଭରି ରହିଛି । ଏଥିରେ ଭିଟାମିନ୍ ଏ , ଫାଇବର୍ , ପ୍ରୋଟିନ୍ ,…

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ବିଜେଡି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର-ରବିବାର ରାତିରେ ବଡ଼ଧରଣର ଚୋରି ମାମଲାରେ ରବିବାର  ସାମ୍ବାଦିକ ସମ୍ମିଳନୀ କରିଛି ବିଜୁ ଜନତା ଦଳ। ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ମଧ୍ୟରେ ଯଦି ବରିଷ୍ଠ…

ଏବେ ବିନା ଇଣ୍ଟରନେଟରେ ୟୁଟ୍ୟୁବରେ ଦେଖିପାରିବେ ସର୍ଟସ

ନୂଆଦିଲ୍ଲୀ: ୟୁଟ୍ୟୁବ ବିଶ୍ବର ସବୁଠାରୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ । ୟୁଟ୍ୟୁବ ୟୁଜରମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଗୁଗଲ ସମୟ ସମୟରେ ନୂଆ ଫିଚର ଆଣିଥାଏ  । ବର୍ତ୍ତମାନ ୟୁଟ୍ୟୁବ୍ ପ୍ରିମିୟମ୍ ୟୁଜରଙ୍କ ପାଇଁ ପାଞ୍ଚଟି ନୂଆ ଦମଦାର ଫିଚର ଆଣିଛି । ଏହି ଫିଚର ମନୋରଞ୍ଜନକୁ ସହଜ…

ସୈଫ ଆକ୍ରମଣକୁ ନେଇ ପୁଣି ଏକ ଦ୍ବନ୍ଦ୍ବ, ସନ୍ଦେହ ବଢ଼ାଉଛି ସାମ୍ପଲ୍

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ପୁଣି ଏକ ଦ୍ବନ୍ଦ୍ବ । ମେଳ ଖାଉନି ଆଙ୍ଗୁଠି ଚିହ୍ନ । କ୍ରାଇମ ସିନ୍‌ରୁ ତଦନ୍ତକାରୀ ଟିମ୍ ସଂଗ୍ରହ କରିଥିବା ସାମ୍ପଲ୍ ସହ ଅଭିଯୁକ୍ତ ସରିଫୁଲ୍ ଇସଲାମ୍ ଶେହଜାଦର କୌଣସି ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉ ନଥିବା ଜଣାପଡ଼ିଛି । ତଦନ୍ତକାରୀ…

ମହିଳା ସୈନିକଙ୍କୁ ଛାଡ଼ିବା ସମୟର ଛାତିଥରା ଦୃଶ୍ୟ, ଶକ୍ତି ପ୍ରଦର୍ଶନ କଲା ହମାସ

ନୂଆଦିଲ୍ଲୀ : ହମାସ କବଳରୁ ମୁକ୍ତ ହେଲେ ୪ ମହିଳା ଇସ୍ରାଏଲ ସୈନିକ । ଯାହାଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଏହି ମହିଳା ସୈନିକଙ୍କୁ ପ୍ରାୟ ୧୫ ମାସ ଧରି ପଣବନ୍ଦୀ କରି ରଖିଥିଲା ହମାସ। ଏବେ ଇସ୍ରାଏଲ ସହ ଜାରି ରହିଥିବା ଅସ୍ତ୍ରବିରତି ମଧ୍ୟରେ, ପୁଣି ୪ ଜଣ ପଣବନ୍ଦୀଙ୍କୁ ମୁକ୍ତ…

ମାଛରୁ ମନୁଷ୍ୟ ପାଇଛି କାନ !

ନୂଆଦିଲ୍ଲୀ: କାନ ବିନା ମଣିଷ ଜୀବନର କଳ୍ପନା କରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । ତେବେ ଏହି କାନର ସଂରଚନା ଆମ ପାଖକୁ କିପରି ଆସିଛି ? ଏକ ଷ୍ଟଡି ଅନୁସାରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମାଛଙ୍କ ଯୋଗୁ ଆମେ କାନ ପାଇଛେ । ବିଶ୍ୱାସ ହେଉ ନ ଥିଲେ ବି ସତ । ମାଛଙ୍କ ଗାଲିସରୁ କାନର କଣ ସମ୍ପର୍କ…