Latest Odisha News

BREAKING NEWS

Yearly Archives

2025

ଚାମ୍ପିୟନ୍ସ ଟ୍ରଫି: ସୁଯୋଗ ପାଇଲେନି ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ଆଶା ରଖିଥିବା ଏହି ୫ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଏମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର…

ଓଡ଼ିଶା ପୋଲିସ ବିଭାଗରେ ୯୩୩ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ପକ୍ଷରୁ ପୋଲିସ ଏସ୍ଆଇ, ଏସ୍ ଆଇ ଅଫ୍ ପୋଲିସ (ସଶସ୍ତ୍ର), ଷ୍ଟେସନ୍ ଅଫିସର (ଅଗ୍ନିଶମ ସେବା) ଓ ଆସିଷ୍ଟାଣ୍ଟ ଜେଲର୍ ପାହ୍ୟାର ୯୩୩ଟି ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ମୋଟ ୯୩୩…

ଆରଜି କର ରେପ- ମର୍ଡର ମାମଲାରେ ଦୋଷୀ ସଞ୍ଜୟକୁ ଫାଶୀ ନା ଆଜୀବନ କାରାଦଣ୍ଡ ?

କୋଲକାତା : କୋଲକାତା ଆରଜି କର ରେପ- ମର୍ଡର ମାମଲାରେ ସିୟାଲଦହ କୋର୍ଟର ବିଚାରପତି ଅନିର୍ବାଣ ଦାସ ଶନିବାର ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏନେଇ ସୋମବାର ସଜ୍ଜା ଶୁଣାଇବେ କୋର୍ଟ । ମୋବାଇଲ ଟାୱାର ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ କୋର୍ଟ ସଞ୍ଜୟକୁ ଦୋଷୀ…

୭ ମାସ ପରେ ଆଇଏସଏସରୁ ବାହାରିଲେ ସୁନିତା ୱିଲିୟମ୍ସ୍

ୱାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ନିକ୍ ହେଗ୍ ଗୁରୁବାର ପ୍ରାୟ ୬-୭ ଘଣ୍ଟା ଧରି ସ୍ପେସୱାକ୍ କରିଛନ୍ତି। ଉଭୟ ମହାକାଶଚାରୀ ୨୦୨୫ ମସିହା ଜାନୁଆରୀ ୧୬ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ବାହାରକୁ ବାହାରିଥିଲେ। ଯାହାର ଏକ ଭିଡିଓ ନାସା…

ବିସିସିଆଇର କେତେକ ନିଷ୍ପତି ନେଇ ଖେଳାଳି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ନିକଟରେ ବିସିସିଆଇ କେତେକ କଠୋର ନିୟମ ଲାଗୁ କରିଛି । ଏହା ମଧ୍ୟରେ ପରିବାର ସଦସ୍ୟଙ୍କୁ ନେବା ଉପରେ ବିସିସିଆଇର ଲଗାଇଥିବା କଟକଣା…

ରାସନ୍ କାର୍ଡ: ସମ୍ପୂର୍ଣ୍ଣ ଇ-କେୱାଇସି ପରେ ନୂଆ ଆବେଦନ ପାଇଁ ଖୋଲିବ ପୋର୍ଟାଲ 

ଭୁବନେଶ୍ଵର: ଇ-କେୱାଇସି ପୂରଣ ପରେ ନୂଆ ରାସନ କାର୍ଡ ପାଇଁ ଖୋଲିବ ପୋର୍ଟାଲ। ରାସନ୍ କାର୍ଡ ସମ୍ପର୍କରେ ସୂଚନା ଦେଇ କିଛି ଏପରି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହିତାଧିକାରୀମାନେ ନୂଆ ରାସନ୍ କାର୍ଡ ଆବେଦନ ପାଇଁ ଅପେକ୍ଷା କରିଥିବା ବେଳେ ଏହି ମତ ରଖିଛନ୍ତି…

୨ଲକ୍ଷ ଜମା କରନ୍ତୁ; ୩୨,୦୪୪ ଟଙ୍କା ସୁନିଶ୍ଚିତ ସୁଧ ପାଆନ୍ତୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବର୍ଗ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ସଞ୍ଚୟ ଯୋଜନା ଆଣିଛନ୍ତି। ତେବେ କେନ୍ଦ୍ର ସରକାର ମଧ୍ୟ ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି, ଯେଉଁଥିରେ ନିବେଶ ଦ୍ୱାରା ଅଧିକ ସୁଧ ମିଳିଥାଏ । ମୋଦୀ ସରକାର ଏପ୍ରିଲ ୧, ୨୦୨୩ରେ ମହିଳାମାନଙ୍କ…

ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ତେବେ ୭ କେଜିର ମାରିଜୁଆନା ଜବତ କଲା କଷ୍ଟମ ଡିପାର୍ଟମେଣ୍ଟ। ଯାହାର ମୂଲ୍ୟ ୭ କୋଟି ଟଙ୍କା ହେବ। ବ୍ୟାକଂକରୁ ଭୁବନେଶ୍ବର…

ଦିଲ୍ଲୀ ଭୋଟ୍ ପରେ ଭାଙ୍ଗିଯିବ ଇଣ୍ଡିଆ ମେଣ୍ଟ !

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମୁହାଁମୁହିଁ । ୮ମାସ ତଳେ ଦିଲ୍ଲୀରେ ଆପର ହାତ ଧରି ନିର୍ବାଚନ ଲଢିଥିଲା କଂଗ୍ରେସ। ହେଲେ ଏବେକାର ସ୍ଥିତି ଭିନ୍ନ । ପରସ୍ପର ବିରୋଧରେ ବିଷ ଓଗାରୁଛନ୍ତି ନେତା । ଲାଗୁଛି ଦୁଇ ଦଳ ମଧ୍ୟରେ ସଂଘର୍ଷ ବିରାମ ଶେଷ ହୋଇଥିବା ବେଳେ ନିର୍ବାଚନୀ…

ଆସନ୍ତାକାଲି ଆସିବ ଜେଇଇ ମେନ୍ ଆଡମିଟ କାର୍ଡ

ଭୁବନେଶ୍ଵର: ଜେଇଇ ମେନ୍ ପାଇଁ ଆସନ୍ତାକାଲି ଆସିବ ଆଡମିଟ କାର୍ଡ। ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି। ଆଡମିଟ କାର୍ଡ ଜାରି…