ଶକ୍ତିଶାଳୀ ଭୂକମ୍ପ ୭.୧ ତୀବ୍ରତାରେ ଥରିଲା ଏହି ଦେଶ;ସୁନାମି ସତର୍କତା ଜାରି
ନୂଆଦିଲ୍ଲୀ: ଜାପାନର କ୍ୟୁଶୁ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଲୋକ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ଜାପାନ ପାଣିପାଗ ବିଭାଗ (JMA) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା। ଏହା ପରେ ସୁନାମି ସତର୍କତା…