ଆଇସିସି ହଲ ଅଫ ଫେମରେ ସାମିଲ ହେବେ ଗାଙ୍ଗୁଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଇସିସି ହଲ ଅଫ ଫେମରେ ସାମିଲ ହେବେ । ଜୁଲାଇ ୧୧ରେ ସ୍କଟଲାଣ୍ଡର ଏଡିନବର୍ଗରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଭାରତର ୧୨ତମ ଖେଳାଳି ଭାବେ ସେ ଏହି ସମ୍ମାନର ଅଧିକାରୀ ହେବେ । ୫୪ତମ ଜନ୍ମଦିନ ଅବସରରେ…