ଜେଲ୍ ଗଲେ ସରପଞ୍ଚ ଚାମେଲି
କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଫିସରେ ଘଟିଥିବା ହାଇଡ୍ରାମାରେ ନୂଆ ମୋଡ। ଜେଲ୍ ଗଲେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି। ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଚାମେଲିଙ୍କ ନାଁରେ…