Cattle Mafia:ଗୋ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ୨ପୋଲିସ ନିଲମ୍ବିତ; ରେଡ୍ ପୂର୍ବରୁ ଆଗୁଆ ସୂଚନା ପାଇଥିଲା ମାଫିଆ
ମୟୂରଭଞ୍ଜ: ଗୋ-ମାଫିଆଙ୍କୁ ସହଯୋଗ ଅଭିଯୋଗରେ ୨ ପୋଲିସ କର୍ମଚାରୀ ନିଲମ୍ବିତ। ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କୁ ପୋଲିସ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିବା ଅଭିଯୋଗରେ ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ । ହୋମଗାର୍ଡ…