ବଡ଼ ପରଦାରେ ‘ମଧୁବାଲା’: ଏହି ଅଭିନେତ୍ରୀ ପାଲଟିବେ ‘ହୁସନ୍ କି ମଲ୍ଲିକା’
ମୁମ୍ବାଇ: ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦରୀ ଏବଂ ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ଦୀର୍ଘ ଦିନରୁ ଚାଲିଥିବା କଳ୍ପନାଜଳ୍ପନାର ଏବେ ଅନ୍ତ ଘଟିଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବାୟୋପିକ୍ରେ ମଧୁବାଲାଙ୍କ ଭୂମିକାରେ କିଏ ନଜର ଆସିବେ, ତାକୁ ନେଇ ଏକ ବଡ଼ ଖବର…