ବେଙ୍ଗାଲୁରରେ ଖେଳାଯିବନି ଆଇପିଏଲ ଫାଇନାଲ
ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ଫାଇନାଲ ମ୍ୟାଚ ବେଙ୍ଗାଲୁରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବନି । ପ୍ରାୟତଃ ଆଇପିଏଲ ଚାମ୍ପିୟନ ଟିମର ହୋମଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ ଖେଳାଯାଏ । ଏଥର ଏଥିରେ ବ୍ୟତୀକ୍ରମ ହେବ । ଫାଇନାଲ ମ୍ୟାଚ ବେଙ୍ଗାଲୁର ବଦଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି…