Latest Odisha News

BREAKING NEWS

Yearly Archives

2026

ପାୱାର ବ୍ୟାଙ୍କରୁ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଚଣ୍ଡିଗଡର ସହିଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା। ଯାହାକୁ ନେଇ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା। ସୂଚନାନୁଯାୟୀ, ଅବତରଣ କରିବାର କିଛି ସମୟ ପରେ ଇଣ୍ଡିଗୋ ବିମାନ 6E108 ର ଭିତର ଭାଗ ହଠାତ୍ ଧୂଆଁରେ…

ଆଇପିଏଲ: ବେଙ୍ଗାଲୁରରେ ଫାଇନାଲ ଖେଳାଯିବା ନେଇ ସୃଷ୍ଟି ହେଲା ସଂଶୟ

ବେଙ୍ଗାଲୁର: ଆଇପିଏଲ ୨୦୨୬ର ରୋମାଂଚ ବଢ଼ିବାରେ ଲାଗିଛି । ଆଉ କିଛି ମ୍ୟାଚ ପରେ କେଉଁ ଦଳ ପ୍ଲେ ଅଫରେ ପ୍ରବେଶ କରି ତାହା ସ୍ପଷ୍ଟ ହୋଇଯିବ । ମେ ୩୧ରେ ଫାଇନାଲ ମ୍ୟାଚ ଖେଳାଯିବ । ଗତ ସଂସ୍କରଣର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଘରୋଇ ପରିବେଶରେ ଫାଇନାଲ ମ୍ୟାଚ ଖେଳିବା ନେଇ ଆଶାୟୀ…

OpenAI ଆଣୁଛି AI ସ୍ମାର୍ଟଫୋନ, ଫିଚର୍ସ ଲିକ୍

ନୂଆଦିଲ୍ଲୀ: ChatGPT ପଛରେ ଥିବା AI କମ୍ପାନୀ OpenAI ଏବେ Apple ଏବଂ Samsung କୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ପ୍ରଥମ AI ଫୋନ ଉପରେ କାମ କରୁଛି। ଏକାଧିକ ଆପ୍ ମଧ୍ୟରେ ନେଭିଗେଟ୍ କରିବା ପରିବର୍ତ୍ତେ ୟୁଜର୍ସ ଏବେ AI ଉପରେ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି; ସୁପ୍ରିମକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬ ଆଗତ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ବିଲ୍…

‘ଜନତାଙ୍କ ରାୟକୁ ସମ୍ମାନ କରାଯିବା ଉଚିତ, ଧର୍ମନିରପେକ୍ଷ ଦଳଗୁଡ଼ିକ ବିଜେପିକୁ ଅଟକାଇ ପାରିବେ ନାହିଁ’

ହାଇଦ୍ରାବାଦ: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ଓୱେସି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (BJP) ସପକ୍ଷରେ ପଶ୍ଚିମବଙ୍ଗ ଭୋଟରଙ୍କ ନିଷ୍ପତ୍ତିକୁ…

ପଶ୍ଚିମବଙ୍ଗର ସରକାରୀ କାଗଜପତ୍ର ଯେପରି ବାହାରକୁ ନଯାଏ ସେନେଇ ମୁଖ୍ୟ ସଚିବଙ୍କ କଡ଼ା ନିର୍ଦ୍ଦେଶ

କୋଲକତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ମଧ୍ୟରେ, ମମତା ବାନାର୍ଜୀ ସରକାର ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛନ୍ତି । ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବିନା ଅନୁମତିରେ କୌଣସି ସରକାରୀ ଫାଇଲ୍ କିମ୍ବା କାଗଜପତ୍ର ସ୍ଥାନାନ୍ତର ନକରିବାକୁ, ଫଟୋ…

ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଥାଲାପତି ବିଜୟ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟଙ୍କ ଦଳ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ସର୍ବାଧିକ ଆସନ ଜିତିଛି। ଏପଟେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ମଧ୍ୟ ତାଙ୍କ ଆସନ ବଜାୟ ରଖିପାରିଲେ ନାହିଁ। ରିପୋର୍ଟ ଅନୁଯାୟୀ, ଟିଭିକେ ମୁଖ୍ୟ ବିଜୟ ଗୁରୁବାର ଅର୍ଥାତ୍…

ଆଇପିଏଲରେ ଗର୍ଲଫ୍ରେଣ୍ଡ କଲଚର ନେଇ କଠୋର ହେବ ବିସିସିଆଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କେତେକ ଖେଳାଳି ଗର୍ଲଫ୍ରଣ୍ଡ ସହ ସମ୍ମୁଖକୁ ଆସିବା ଏବଂ ଅଶୋଭନୀୟ ଆଚରଣ ଯୋଗୁ ବିସିସିଆଇ କ୍ଷୁବ୍ଧ ହୋଇଛି । ଏ ନେଇ ଖୁବ ଶୀଘ୍ର ଏକ କଠୋର ନିୟମ ଲାଗୁ କରାଯିବ ବୋଲି ଜଣାପଡିଛି । କେତେକ ଖେଳାଳିଙ୍କ ବାନ୍ଧବୀ ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ବେଟିଂ ଆପ୍ପର…

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

କଟକ: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସମସ୍ତ ଉପ ପରିବହନ ଆୟୁକ୍ତ (ଡିସିଟି), ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଓ ଅତିରିକ୍ତ ଆଞ୍ଚଳିକ…

ଇସ୍ତଫା ଦେବେନି ମମତା, ରୋକଠୋକ୍ ମନା କଲେ…

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ରାଗି ଯାଇଛନ୍ତି ସୁପ୍ରିମୋ ମମତା ବାନାର୍ଜୀ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ କହିଛନ୍ତି । ବିଜେପିର ବିଜୟ ଓ ଟିଏମସିର ପରାଜୟ ପରେ ସେ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଶହେରୁ ଉର୍ଦ୍ଧ୍ୱ ସିଟରେ ଭୋଟ…