ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାରରେ ଗଜପତି ଶ୍ରେଷ୍ଠ, କେନ୍ଦୁଝର ସବୁଠୁ ପଛରେ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ (HSC) ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷର ମୋଟ ପାସ୍ ହାର ୯୫.୩୩% ରହିଥିବା ବେଳେ ଜିଲ୍ଲାୱାରୀ ପ୍ରଦର୍ଶନରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଚଳିତ ବର୍ଷର ପରୀକ୍ଷା ଫଳରେ ଦକ୍ଷିଣ…