୬୬ ହଜାର ୪୫୧ଟି ଅଲିଭ୍ ରିଡ୍ଲେ ଛୁଆ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡି ସର୍ବକାଳୀନ ରେକର୍ଡ କଲା ବ୍ରହ୍ମଗିରି ରେଞ୍ଜ୍
ବ୍ରହ୍ମଗିରି: ବିରଳ ଅଲିଭ୍ ରିଡଲେ ଅଣ୍ଡା ସଂଗ୍ରହ ଓ ଛୁଆ ଛାଡ଼ିବାରେ ସର୍ବକାଳୀନ ରେକର୍ଡ କରିଛି ବ୍ରହ୍ମଗିରି ରେଞ୍ଜ୍ । ୬୪୬ଟି ବସାରୁ ସଂଗ୍ରହ ହୋଇଥିବା ୭୪ ହଜାରରୁ ଅଧିକ ଅଣ୍ଡା ମଧ୍ୟରୁ ୬୬ ହଜାର ୪୫୧ଟି ଛୁଆ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡ଼ାଯାଇଛି । ୮୪୬୯ଟି ଅଣ୍ତା ନଷ୍ଟ ହୋଇଛି ।…