ଜୀବନ ଚକ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ବିନୟାର ପରିବାରରେ ଆଉ କାହାର କୌଣସି ଅସ୍ତିତ୍ୱ ନାହିଁ । ଏପରିକି ତା ସ୍ୱାମୀ ବୈରିଗଞ୍ଜନ ବି ଆପାତତଃ ଜଣେ ପ୍ରଖ୍ୟାତ ସ୍ତ୍ରୈଣ । ମାନେ ସ୍ତ୍ରୀ କହିଲେ ଉଠିଲା, ଆଉ ସ୍ତ୍ରୀ କହିଲେ ବସିଲା । ବିନୟାର ତିନିଟା ପୁଅ ଆଉ ଦୁଇଟା ଝିଅ । ବଡ଼…