ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର: ଭାଇ ପାଇଁ ୱାୟନାଡ଼ରେ ପ୍ରିୟଙ୍କା ଗାନ୍ଧୀଙ୍କ ଜୋରଦାର ପ୍ରଚାର
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର। ଏଥିଲାଗି ଆସନ୍ତା ୨୬ ଏପ୍ରିଲରେ ଭୋଟଗ୍ରହଣ ହେବ। ଗୋଟିଏ ପଟେ ବିଜେପିର ଷ୍ଟାର ପ୍ରଚାରକମାନେ ନିର୍ବାଚନ ମଇଦାନକୁ ଓହ୍ଲାଇ ଜୋରଦାର ପ୍ରଚାର କରୁଥିବାବେଳେ ଅନ୍ୟପଟେ ମିଶନ ୨୦୨୪କୁ ଜିତିବା ପାଇଁ କଂଗ୍ରେସର…