Latest Odisha News

BREAKING NEWS

‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ…

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” । ଏହି ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମିଳିବ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ । ଏହି ସମ୍ମିଳନୀ ଅବସରରେ ପଦ୍ମଶ୍ରୀ ଡକ୍ଟର…

ପହରିଆପଡ଼ା ପାଇଁ ସାତ ସପନ ପାଲଟିଛି ବିକାଶ, ଯୋଜନ ଦୂରରେ ସରକାରୀ ଯୋଜନା

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରୁ ମାତ୍ର କିଛି ଦୂର ରେ ଅବସ୍ଥିତ ବୋଇରଗାଁ ଗ୍ରାମପଞ୍ଚାୟତର ପହରିଆପଡ଼ା ଗାଁ । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର କିଛି ଦୂର ରେ ରହିଥିବା ଏହି ପଡ଼ା ରେ କାହିଁ କେଉଁ ଅମଳରୁ ବସବାସ କରି ଆସୁଛନ୍ତି ଆଦିମ ଜନଜାତି ପହରିଆ ସମ୍ପ୍ରଦାୟର ୧୦ ରୁ ୧୫ ପରିବାର ।…

ରାୟଗଡାରେ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ

ରାୟଗଡା: ଆଜି ରାୟଗଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ ମନୋଜ ସତ୍ୟବାନ ମହାଜନ । ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ପିଡି ଭାବେ ଥିଲେ । ଆଜି ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ରାମେଶ୍ୱର ପ୍ରଧାନ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।…

ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ପ୍ରଥମ…

ମୋଟା ବରଫର ଚାଦର ତଳେ ହିମାଚଳ ପ୍ରଦେଶ, ଶିମଲାର ଦୃଶ୍ୟ ଦେଖି ଆପଣ ବି ହୋଇଯିବେ ଖୁସ୍

ହିମାଚଳ ପ୍ରଦେଶ: ଦୀର୍ଘ ଦିନର ଅପେକ୍ଷା ପରେ ହିମାଚଳ ପ୍ରଦେଶର ଶିମଲାରେ ତୁଷାରପାତ ଦେଖିବାକୁ ମିଳିଛି । ଶିମଲାର ଉଚ୍ଚସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ବରଫର ଏକ ମୋଟା ଚାଦର ତଳେ ଲୁଚି ଯାଇଛି ସେଠାକାର ଘର । ଯାହା ଏକ ମୋଟା ଧଳା ପାହାଡର ଭ୍ରମ ସୃଷ୍ଟି କରୁଛି । ଯାହାକୁ ଦେଖି…

ନୂଆ ସଂସଦରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ: ‘ନୂଆ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ’

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ…

କିଏ କରିଥିଲେ ବଟର୍ ଚିକେନର ଆବିଷ୍କାର, ରାୟ ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । ଆଉ କଥା ଯେତେବେଳେ ଚିକେନ୍ ଉପରକୁ ଆସେ ତ ଲୋକେ କହିବେ ବା କଣ । ଅନେକ ଲୋକ ଆମିଷ ଭିତରୁ ଚିକେନକୁ ବେଶି ଭଲ ପାଇଥାନ୍ତି । ଆଉ ଚିକେନ ଭିତରୁ ଲୋକଙ୍କର ପ୍ରଥମ ପସନ୍ଦ ବଟର୍ ଚିକେନ୍ । ତେବେ କଣ ଆପଣ ଜାଣନ୍ତି କି ବଟର୍ ଚିକେନର ରେସିପିର…

ତୃତୀୟ ବିବାହ ପରେ ମୁହଁ ଖୋଲିଲେ ଶୋଏବ

ଲାହୋର: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କଠାରୁ ଅଲଗା ହୋଇ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ଏହି ବିବାହ ନେଇ ଶୋଏବଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କିଛି ଦିନ ଚୂପ ରହିବା ପରେ ସେ ଏ ନେଇ…

ଜଟିଳ ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ: ୩୨ଟି ସିଙ୍ଗଡାର ମୂଲ୍ୟ ୮୦୦ ଟଙ୍କା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଯାହା ପାକିସ୍ତାନର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।…

ମୟଙ୍କଙ୍କ ବିରୋଧରେ ରଚା ଯାଇଥିଲା କି ଷଡଯନ୍ତ୍ର, ପୋଲିସ କରିବ ତଦନ୍ତ

ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିମାନରେ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅଗରତାଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସବୁ କିଛି ଠିକ ଠାକ ଥିବା ବେଳେ ସେ କାହିଁକି ହଠାତ ଅସୁସ୍ଥ ହୋଇ ପଡିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି…