Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

[ଭିଡ଼ିଓ] ଆପଣା ସାଜିଲେ ପର, ପର ସାଜିଲେ ଆପଣା

ଅନୁଗୁଳ: ଗୋହିରାପଶି ଗାଁରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାଖ ମାଡିଲେନି ପରିବାର କି ଗାଁ ଲୋକେ । ଶେଷରେ ଆଗେଇ ଆସିଥିଲେ କିଛି ସରକାରୀ ବାବୁ ଓ ସ୍ଥାନୀୟ ସରପଂଚ । ଦେଖାଇଥିଲେ ମାନବିକତାର ଜ୍ୱଳନ୍ତ ଉଦାହରଣ । ଗତକାଲି ସଂଧ୍ୟା ୮ଟାବଳେ ଗୋବିନ୍ଦ ମାଝୀ ନାମକ ଜଣେ…

ଅନୁଗୁଳର ଏହି ଅଂଚଳ କଣ୍ଟେନେମେଣ୍ଟ ଜୋନ୍ ଘୋଷିତ

ଅନୁଗୁଳ: ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଅନ୍ୟପଟେ ତାଳଚେର ପୌରାଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେବଳ ପୌରାଂଚଳରୁ ହିଁ…

ୱେଲଡିଂ ଦୋକାନରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ !

ଅନୁଗୁଳ: ଝୁଲୁଥିଲା ମୃତଦେହ । ଆଉ ତା ପୁଣି ୱେଲଡିଂ ଦୋକାନରେ । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତଦେହକୁ ପୋଲିସ ଉଦ୍ଧାର କରିଥିଲାବେଳେ ମୃତକଙ୍କ ପରିଚୟ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣାପଡିଛି ।…

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ…

ଟିଟିପିଏସ ବନ୍ଦ ପ୍ରତିବାଦ: ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ତାଳଚେର(ଅନୁଗୋଳ): ଟିଟିସିଏସ୍ ବନ୍ଦକୁ ନେଇ ତେଜୁଛି ବିରୋଧ । ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି । ସମସ୍ତ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଫଲରେ…

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି…

ମାଆ ସାପ ଉଦ୍ଧାରର ୨୧ ଦିନ ପରେ ଫୁଟିଲା ଅଣ୍ଡା, ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗାଁ କେନାଲ ସାହିରୁ ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛପଟ ବାଡିରେ ଏକ ଆଜବେଷ୍ଟସ ତଳୁ ସାପଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗତ ମାସ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ବିଦେଶୀ…

ପୁଅ ସାଜିଲା ପିଶାଚ: ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା, ମାଆ ଗୁରୁତର

ଅନୁଗୁଳ: ପୁଅ ନାଁରେ କଳଙ୍କ । ପିତୃ ହନ୍ତା । ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର କୃଷ୍ଣଚନ୍ଦ୍ର ବେହେରା । ତାଙ୍କ…

ଆଜି ସାତକୋଶିଆରୁ ବାହୁଡ଼ିବ ବାଘୁଣୀ ‘ସୁନ୍ଦରୀ’

ଅନୁଗୋଳ: ସାତକୋଶିଆରୁ ଫେରିଯିବ ସୁନ୍ଦରୀ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାକୁ ବାହୁଡ଼ିବ । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଜଙ୍ଗଲରେ ବନ୍ଦୀ ବାଘୁଣୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ମଧ୍ୟପ୍ରଦେଶରୁ ଆସିଥିବା ୭ ଜଣିଆ…

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସକାଳୁ ଘର ଲୋକ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏହି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତର ସାନଜୋରଡ଼ା ଗାଁରେ । ମୃତକ ହେଲେ ଦୁଃଖବନ୍ଧୁ ସାହୁ ଓ ପତ୍ନୀ ପାଞ୍ଚାଳି ସାହୁ ।…