Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର

ବାଲେଶ୍ବର : ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର । କୋଭିଡ୍ କଟକଣା ଭିତରେ ୫ ଦିନର ବିଶାଳ ଓ ଆକର୍ଷଣୀୟ ଉତ୍ସବକୁ ୫ ଘଣ୍ଟାରେ ସାରିଲା ବାଲେଶ୍ବର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି । ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ…

କେନ୍ଦ୍ରୀୟ ପ୍ରତିନିଧି ଦଳର ବାତ୍ୟା ସମୀକ୍ଷା

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ସମୀକ୍ଷା । ଏ ନେଇ ପାଇଁ ବାଲେଶ୍ଵରରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ସକାଳେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚି ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥାରୁ ନେଇ ଚାନ୍ଦିପୁର, ବଳରାମଗଡ଼ି…

ପରଲୋକରେ ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସ

ବାଲେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ଅନୁଷ୍ଠାନର ପୃଷ୍ଠପୋଷକ ହିମାଂଶୁ ଦାସ ଗତକାଲି ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର…

୨ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କମୁନି ବ୍ରାଉନସୁଗର କାରବାର । ଲକଡାଉନ୍ ରାତିରେ ଧଳା ଜହର ବେପାର । ଗ୍ରାହକ ବେଶରେ ଯାଇ ଅଚାନକ ଚଢ଼ାଉ କଲା କ୍ରାମଇମବ୍ରାଞ୍ଚ ଏସଟିଏସ୍ । ଜଳେଶ୍ୱରରୁ ୨ କିଲୋରୁ ଅଧିକ ଓଜନର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍…

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ…

ଜଉ କଣ୍ଢେଇ ବାହାଘରର ଲଗ୍ନଧରା ସମ୍ପନ୍ନ

ବାଲେଶ୍ୱର: ପ୍ରତିବର୍ଷ ପବିତ୍ର ଚନ୍ଦନ ପୂର୍ଣ୍ଣିମାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ଜଉ କଣ୍ଢେଇ ବାହାଘରର ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରାଯାଏ । ଚଳିତ ବର୍ଷ ଚନ୍ଦନ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୭ ଟାରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ…

ରେମୁଣା-ବାହାନଗା ଭିତରେ ଲାଣ୍ଡଫଲ୍ କରୁଛି ୟାସ୍, ବାଲେଶ୍ୱର ପରେ ମୟୂରଭଞ୍ଜ ଯିବ

ଭୁବନେଶ୍ୱର: ଧାମରାରୁ ଉତ୍ତର ଆଡ଼କୁ ଗତି କରି ବାଲେଶ୍ୱର ଉପକୂଳର ଦକ୍ଷିଣରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ବାହାନଗା ସଦରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଦିନ ଗୋଟାଏ ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ…

ବାଲେଶ୍ୱର ଜିଲ୍ଲାର ଏହି ସ୍ଥାନରେ ହିଟ୍ କଲା ୟାସ୍

ବାଲେଶ୍ୱର: ଆରମ୍ଭ ହୋଇଛି ବାତ୍ୟା ୟାସର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା । ସକାଳ ୯ଟାରୁ ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଦକ୍ଷିଣକୁ ବାହାନଗା ବ୍ଲକ ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା…

ବଡ଼ ଖବର: ବାଲେଶ୍ୱର ଉପକୂଳରେ ବାତ୍ୟା ୟସର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଧାମରା ପାଖରୁ ଦୂରେଇ ଯାଇଛି ବାତ୍ୟା ୟସ୍ । ଏବେ ବାଲେଶ୍ୱର ଉପକୂଳ ପାଖାପାଖି ପହଞ୍ଚିଛି । ଆରମ୍ଭ ହୋଇଛି ୟସର ଲାଣ୍ଡଫଲ୍ ପ୍ରକ୍ରିୟା । ସକାଳ ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଛି ଲାଣ୍ଡଫଲ୍ ପ୍ରକ୍ରିୟା । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାଖାପାଖି ୩-୪ ଘଣ୍ଟା…

ଉଗ୍ର ହେଉଛି ସମୁଦ୍ର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସ୍ଥଳ ଭାଗକୁ ମାଡ଼ି ଆସିଛି

ବାଲେଶ୍ୱର: ଆଜି ରାତିରୁ ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି । ଏବେ ଭଦ୍ରକ ଓ ବାଲେଶ୍ୱର ଉପକୂଳ ମୁହାଁ ହୋଇଛି । ସ୍ଥଳଭାଗ ଆଡ଼କୁ ଯେତିକି ଅଗ୍ରସର ହେଉଛି, ସେତିକି ଉଗ୍ର ରୂପ ଦେଖାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଉତ୍ତାଳ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିଛି । ଘୂ ଘୂ…