Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ତଦନ୍ତ ଜାରି

ବରଗଡ଼ : ଝୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାନିଛତର ଗାଁ ରାସ୍ତାକଡରେ ଥିବା ଏକ ପରିତ୍ୟକ୍ତ ଦୋକାନ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାନିଛତର ଗାଁର ବୋଲି ବୋଲି ଜଣାପଡ଼ିଛି । ତାଙ୍କୁ ୨୨ ବର୍ଷ ବୟସ ହେବ ।ଯୁବକ ଜଣକ ଆତ୍ମହତ୍ୟା…

ହାରିଗଲା ମାନବିକତା, ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ

ବରଗଡ: ହାରିଗଲା ମାନବିକତା । ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ । ପର୍ଵ ପାଳନ ଉପରେ ଗୁରୁତ୍ୱ ଦେଲା କିନ୍ତୁ ନିଜ ମୃତ ମାଆର ଶବ ସତ୍କାର କରିବା ପାଇଁ ମନାକଲା। ଦୀର୍ଘ ୧୫ଘଣ୍ଟା ମୃତ ଦେହ ପଡ଼ିରହିଲା ପରେ ସମାଜସେବୀ ସଂଗଠନ ସଂକଳ୍ପ ପରିବାର କଲା ସଂସ୍କାର । ଘଟଣା ଘଟିଛି ବରଗଡର…

ଧରାପଡ଼ିଲା ଗଞ୍ଜେଇ ଗାଡି, ମହାରାଷ୍ଟ୍ର ପୋଲିସ ବରଗଡ଼ରେ ଅଟକ

ବରଗଡ଼:ବରପାଲି ପୋଲିସକୁ ସଫଳତା ।୨୨କିଲୋ ଗଜେଇ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମହାରାଷ୍ଟ୍ର ନମ୍ବର ଥିବା ଗାଡିରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଧରିଥିଲା । ଏଥିରେ ଜଣେ ମହାରାଷ୍ଟ୍ର ପୋଲିସର ହେଡ୍ କନେଷ୍ଟବଳ ଥିବା ସୂଚନା ମିଳିଛି।ଗୋଟିଏ ପୋଲିସ ଲୋଗ ସହ ହାତକଡି ଜବତ…

ଥାନା ସମ୍ମୁଖରେ ମନ୍ଦିର, ଲକ୍ଷାଧିକ ଟଙ୍କା ଓ ଗହଣା ଧରି ଚମ୍ପଟ୍ ମାରିଲେ ଲୁଟେରା

ବରଗଡ: କରୋନା କଟକଣା କୋହଳ ହେବା ପରେ ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଅନ୍ୟପଟେ ବରଗଡ ଜିଲ୍ଲାର ଏକ ମନ୍ଦିରରୁ ଚୋରି ମାମଲା ସାମ୍ନାକୁ ଆସିଛି । ଅତାବିରା ଦୁର୍ଗା ମନ୍ଦିରରେ ଚୋରି ମାମଲା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାରେ ଚୋରି, ଡକାୟତି ଓ ନିଶା କାରବାର…

ପିସିଆର୍ ବାଇକର ଶୁଭାରମ୍ଭ ,ଅପରାଧୀ ହୁସିଆର

ବରଗଡ଼: ପିସିଆର୍ ବାଇକର ଶୁଭାରମ୍ଭ । ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନାଙ୍କ ଦ୍ୱାରା ଆଜି ୪ ଟି ପିସିଆର୍ ବାଇକର ଶୁଭ ଉଦ୍ ଘାଟନ କରାଯାଇଛି । ବରଗଡ଼ରେ ଦିନକୁ ଦିନ ଚୋରି ,ଡକାୟତ,ନିଶା କାରବାର ବଢ଼ୁଛି। ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି…

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଭଡ଼ା ଗାଡ଼ିରେ ନେଉଥିଲେ ସାଢ଼େ ୩ ଲକ୍ଷ ଟଙ୍କା

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ।  ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି  । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବରଗଡ଼: ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ରେଡ୍ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ରେଡ୍…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷାଟଣ୍ଟ ସେକ୍ରେଟାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ନାଁ ଘନଶ୍ୟାମ ସାହୁ । ଏକକାଳୀନ ଘର ଓ ଅଫିସରେ ଚଢ଼ାଉ କରିଛି…

ମୁହାଁମୁହିଁ ପିଟି ହେଲା ଦୁଇଟି ବାଇକ୍, ୨ ମୃତ ଓ ୨ ଗୁରୁତର

ବରଗଡ଼: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ପର୍ଥଲା ଛକ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଆହତମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି…