Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ବିଜେପିରେ ସାମିଲ ହେଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜି ଏକ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରୀ ପଞ୍ଚାୟତର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ବର୍ତମାନର ସମିତି ସଭ୍ୟ ଭୂବନାନନ୍ଦ ସାମଲ ଆଜି ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ…

ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଆଜି ଯାଜପୁର ଜିଲ୍ଲାର ବରିଷ୍ଠ ଦେୱାନୀ ମକଦ୍ଦମାର ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ଯାଜପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଓ ପୂର୍ବତନ ସରକାରୀ ଓକିଲ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର…

ବ୍ରହ୍ମଚାରୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯାଜପୁର: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ବ୍ରହ୍ମଚାରୀ ହାଇସ୍କୁଲରୁ । କୋଭିଡ଼ ପାଇଁ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ କରାଯାଉଛି । ହେଲେ ଏହି ବିଦ୍ୟାଳୟରେ…

ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼, ସଠିକ୍ ତଦନ୍ତ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ଗଣପତି ପାଟଣା ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ଛାଡ଼ି ଯାଇଛନ୍ତି ପ୍ରମାଣ । ଏଥିରେ ତୃତୀୟ ବ୍ୟକ୍ତିଙ୍କ ହାତ ଥିବା ଘଟଣା ସାମ୍ନାକୁ ଆସିଛି ।…

ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ଯାଜପୁର: ଯାଜପୁର ଜିଲ୍ଲାରେ ସକାଳୁ ଏକ ଦୁର୍ଘଟଣା ହୋଇଛି । କୁଆଖିଆ ଥାନା ଜାତୀୟ ରାଜପଥ-୨୦ର ବଡ଼ ଗୋବିନ୍ଦପୁର ନିକଟରେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ମୃତକ ଜଣକ ହେଲେ ଅରୁଣ କୁମାର ବିଶ୍ୱାଳ ।…

ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

ଯାଜପୁର: ଭଡ଼ା ଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ଯାଜପୁର ଟାଉନ୍ ଥାନା ସନ୍ଥମାଧବ ଗାଁରେ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ଚନ୍ଦ୍ରମଣି ବଳ ଓ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ ବୋଲି ଜଣା…

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ଜଣଙ୍କ ଜୀବନ

ଯାଜପୁର: ବିଦ୍ୟୁତ ଆଘାତରେ ଚାଲିଗଲା ୩ଜୀବନ । ଏହିପରି ଦୁଃଖଦ ଖବର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସିକନ୍ଦରାବାଦରେ ଏକ କମ୍ପାନୀରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ତାଙ୍କ ପତ୍ନୀ ଓ ସାନ ଝିଅ ବିଦ୍ୟୁତ ଆଘାତରେ ଆଖି ବୁଜିଥିବା ଜଣାପଡ଼ିଛି । ମୃତକମାନେ ହେଲେ ବିଞ୍ଝାରପୁର…

ମର୍ମନ୍ତୁଦ ଦୁର୍ଘଟଣା, ବାଲି ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ଯାଜପୁର: ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କଟିକଟା ଗାଁର ପ୍ରବଜନ ସାମଲ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳୁ ପ୍ରବଜନ ସାମଲ ପାଣିକୋଇଲି ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ବିନ୍ଧାଚନ୍ଦପୁର…

ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବିପତ୍ର ପ୍ରଦାନ

ଯାଜପୁର: ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରହ୍ଲାଦପୁର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରାଯାଇଛି । ଏନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଏକ…

୧୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ , ୨ଗିରଫ

ଯାଜପୁର: ପୁଣି ଜବତ ହୋଇଛି ଗଞ୍ଜେଇ । ଯାଜପୁର କୁଆଖିଆ ଥାନା ପୁଲିସ ଚଢାଉ କରି ୧୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ତା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବଡ଼ମ୍ବା ଥାନା ମାଣିଆବନ୍ଧ ଗାଁର ବଳଭଦ୍ର ବେହେରା ଓ ଆରତ ପାତ୍ର ।…