Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

କରୋନା ଭୟ, ନାଇଜରରୁ ୩୧ଜଣ କରୋନା ପଜିଟିଭ ଚିହ୍ନଟ

ଜଟଣୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ାଇଛି । ଆଜି ଜଟଣୀସ୍ଥିତ ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ…

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ…

ଭୁବନେଶ୍ୱର: ଗତ ୨୭.୧୨.୨୦୨୧ରିଖ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ…

ଓଡିଶା ରାଜ୍ୟ କୃଷି ବିଭାଗରେ କେନ୍ଦ୍ରୀୟ ଅନୁଦାନର ୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା: ପ୍ରଦୀପ

ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା ଘୋଟାଲା ଏକ ଜ୍ୱଳନ୍ତ ଉଦାହରଣ । ରାଷ୍ଟ୍ରୀୟ ବିକାଶ ଯୋଜନା ଅଧିନରେ ଏବଂ ବିଭିନ୍ନ…

ଖୋର୍ଦ୍ଧାରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଖୋର୍ଦ୍ଧା: ହାତୀ ପଲ ରେଳ ଲାଇନ୍ ପାର ହେବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭୁଷଣ୍ଡପୁର ରେଲଓ୍ୱେ ଷ୍ଟେସନ ନିକଟରେ ଗତକାଲି ରାତିରେ ହାତୀଙ୍କୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍…

୩୩ ତମ ରାଜ୍ୟ ସବ୍-ଜୁନିଅର କ୍ୟାଡେଟ୍ ଏବଂ ଜୁନିଅର କରାଟେ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲରେ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୩୩ତମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୧୮ଟି ଜିଲ୍ଲାରୁ ୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କୁ ଦୁଇ ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳରେ ସବ୍-ଜୁନିଅର କ୍ୟାଡେଟ୍…

ବିଲରେ ପଡ଼ିଛି ଶହ ଶହ ବିଦେଶୀ ପକ୍ଷୀଙ୍କ ମୃତ ଦେହ

ଖୋର୍ଦ୍ଧା: ବିଲରେ ପଡ଼ିଛି ବିଦେଶୀ ପକ୍ଷୀଙ୍କ ମୃତ ଦେହ । ଆଜି ସକାଳୁ ସକାଳୁ ରାସ୍ତାକଡ଼ରେ  ଶହ ଶହ ମୃତ ବିଦେଶୀ ପକ୍ଷୀ ମାନଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପ୍ରାୟ ୨ ଶହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।…

କଟକଣାରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର: ବଡ଼ଦିନ ଏବଂ ନୂଆବର୍ଷ କଟକଣାରେ ପରିବର୍ତ୍ତନ । ବଡ଼ ଦିନରୁ ଜାନୁଆରୀ ୨ପର୍ଯ୍ୟନ୍ତ କଟକଣା ଘୋଷଣା କରିଥିଲେ ରାଜ୍ୟ ସରକାର । ଏଥିରେ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ କେବଳ ଡିସେମ୍ବର ୨୫, ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ପାଇଁ କଟକଣା ଲାଗୁ…

ପୋଲିସ କମିଶନରେଟ୍ ପକ୍ଷରୁ ବସ୍ତିବାସୀଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନରେ ପୋଲିସ ପକ୍ଷରୁ ବୁଧବାର ଠାରୁ ଗରିବ ତଥା ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି କ୍ରମରେ ଏୟାରଫିଲ୍ଡ ଥାନା ଅଧିନରେ ଥିବା ଲେପ୍ରୋସି ବସ୍ତି, ବଡ଼ଗଡ଼ ଥାନା ଅଧିନରେ ଥିବା ହରିନଗର…

ଗାଁରେ ୨୦ ଟିକିଆ ହାତୀ ପଲ ଆତଙ୍କ

ଟାଙ୍ଗୀ : ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଦିନ ଦିପହରରେ ବି ହାତୀ ପଲ ଗାଁ ଗଣ୍ଡାରେ ପଶି ଆତଙ୍କ ଖେଳାଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ସବୁ ନଷ୍ଟ କରିଚାଲିଛନ୍ତି । ସେହିଭଳି ଟାଙ୍ଗୀ ଅଞ୍ଚଳରେ ରାତି ହୋଇଗଲେ ହାତୀ ଉପଦ୍ରବ ଜାରି ରହିଛି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ…

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ…