Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ରାଜ୍ୟରେ ଆଜି ଆକ୍ରାନ୍ତ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ୧୭୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୫୩ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ହଜାର ୩୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ଟାଙ୍ଗୀ: ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ । ଟାଙ୍ଗୀ ରେଞ୍ଜରେ ବି ହାତୀ ଆତଙ୍କ ଦେଖିବାକୁ ମିଳିଛି । ନରମାନବୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ଜଣକ ଗୋପାଳ ରାଉତ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗୋପାଳ ରାଉତ ଘରୁ ବାହାରକୁ…

ଆଜି ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ୨୮୭୩

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ୧୦ ହଜାର ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୧ ଲକ୍ଷ ୫୨ ହଜାର ୨୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଖୋର୍ଦ୍ଧାରୁ ବ୍ରାଉନସୁଗର ଜବତ, ଜଣେ ଅଟକ

ଖୋର୍ଦ୍ଧା: କିଛି ଦିନ ବ୍ୟବଧାନ  ପରେ ଖୋର୍ଦ୍ଧାରୁ ଜବତ ହୋଇଛି ବ୍ରାଉନସୁଗର । ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ କଟକ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।…

[ଭିଡ଼ିଓ] ୩୦ ଦିନ ଧରି ଚିକିତ୍ସା ପରେ ଶେଷରେ ଜଙ୍ଗଲକୁ ଫେରିଲା ଆହତ ଅହିରାଜ

ଭୁବନେଶ୍ୱର: ୩୦ ଦିନ ଧରି ଚିକିତ୍ସା ପରେ ଶେଷରେ ଜଙ୍ଗଲକୁ ଗଲା ଅହିରାଜ । ଶୁକ୍ରବାର ଅହିରାଜର ପ୍ଲାଷ୍ଟର୍ ଖୋଲାଯାଇଥିିବା ବେଳେ ସାପଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିଲା । ୩ ଦିନ ଅବଜରଭେସନରେ ରଖିବା ପରେ ଆଜି ସ୍ନେକ ହେଲ୍ପ ଲାଇନର ଏକ ୪ ଜଣିଆ ଟିମ ବାଲୁଗାଁ ରେଞ୍ଜ ଅଫିସକୁ ସୁସ୍ଥ…

ଖୋର୍ଦ୍ଧାରୁ ବିପୁଳ ପରିମାଣର ଦେଶୀ ମଦ ଜବତ ,ଜଣେ ଗିରଫ

ଖୋର୍ଦ୍ଧା : ପୁଣି ଅବକାରୀ ବିଭାଗ ହାତରେ ଦେଶୀ ମଦ । ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗୋଟିଏ କାର ,ଗୋଟିଏ ବାଇକ ଓ ଟ୍ରକକୁ ଜବତ କରାଯାଇଛି ।ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା ।ଏହି ଚଢାଉ ସମୟରେ ୮ଶହ…

ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଖୋର୍ଦ୍ଧା: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । କର୍ମଚାରୀଙ୍କୁ ମାଉଜର ଦେଖାଇଲେ । ଫାଙ୍କା ଗୁଳି ଚଳାଇ ଭୟଭୀତ କଲେ । ଏହାପରେ ୨ ଲକ୍ଷରୁ ଅଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ସଶସ୍ତ୍ର ଡକାୟତି…

ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫ ଜଣ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୫୯୬୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର…

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର…

ଟାଙ୍ଗୀ ଅଞ୍ଚଳରେ ୧୬ ଟିକିଆ ହାତୀପଲ ଆତଙ୍କ, ନଷ୍ଟ କଲେ ଫସଲ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ହାତୀ । ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀପଲ । କାଲି ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ଉଦୟଗିରି ଜଙ୍ଗଲରୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ରାତିରେ ହାତୀପଲ ଉପରେ ବନ ବିଭିଗ ଟିମ୍ ନଜର ରଖିଥିଲେ ।…