Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ସମ୍ପର୍କୀୟ କହି ଜିତିଲେ ବିଶ୍ଵାସ, ଶେଷରେ ଚୂନା ଲଗାଇ ଚୋରି କରିନେଲେ ଗାଡି

ଉଦଳା: ପ୍ରଥମେ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟ ସାଜିବାର ଅଭିନୟ କଲେ । ପରେ ପରିବାର ସଦସ୍ୟଙ୍କୁ ସାହାର୍ଯ୍ୟ କଲେ । ଶେଷରେ ଚିତା କାଟି ରୋଗୀଙ୍କ ସମ୍ପର୍କୀୟଙ୍କ ଗା଼ଡି ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଚିକିତ୍ସାଳୟରେ । ଆଉ ଏ ସବୁ ଘଟଣାର କଏଦ…

ଭିଜିଲାନ୍ସ ଜାଲରେ ଫସିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ…

ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ

ମୟୁରଭଞ୍ଜ: ରାଜ୍ୟରେ ମାତିଛନ୍ତି ଶିକାରୀ । ଦିନ କୁ ଦିନ ଅସୁରକ୍ଷିତ ହୋଇପଡୁଛି ଶିମିଳିପାଳ । ଶିମିଳିପାଳ ପାଦ ଦେଶରୁ ପୁଣି ହାତୀ ଦାନ୍ତ ଜବତ ସହ ୪ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ହାତୀ ଦାନ୍ତ ଡିଲ ଚାଲିଥିବା ବେଳେ…

ଉତ୍ତରକାଶୀ ଟନେଲ ଟ୍ରାଜେଡି, ମିଳିଲା ଫସିଥିବା ଓଡିଆ ଶ୍ରମିକଙ୍କ ପରିଚୟ

ମୟୁରଭଞ୍ଜ: ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୩ ଶ୍ରମିକଙ୍କ ପରିଚୟ ମିଳିଛି । ଟନେଲ ଭିତରେ ମୟୁରଭଞ୍ଜର ୩ ଜଣ ଯୁବକ ଫଶି ରହିଛନ୍ତି । ସେମାନେ ହେଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାୟକ, ବେଡ଼ାକୁଦ ଗ୍ରାମର ଧୀରେନ ନାୟକ ଓ…

ଘର କାମ ପାଇଁ ମିଳୁନି ବାଲି: ପ୍ରତିବାଦରେ ବିଡିଓ ଅଫିସ ଘେରାଉ କଲେ ଗ୍ରାମବାସୀ

ମୟୁରଭଞ୍ଜ : ସାଧାରଣତଃ ଘର ତିଆରି ଲାଗି ବାଲି , ଗୋଡି , ମାଟି , ସିମେଣ୍ଟ ଆଦିର ଆବଶ୍ୟକତା ପଡିଥାଏ  । ଏସବୁ ନହେଲେ ଘର କାମ ମଧ୍ୟ ସମ୍ଭବପର ନୁହେଁ  । କିନ୍ତୁ ମୟୁରଭଞ୍ଜ ଗୋପବନ୍ଧୁ ନଗର ବ୍ଲକବାସୀ ବାଲି ପାଇଁ ହନ୍ତସନ୍ତ ହେଉଛନ୍ତି । ଘର କାମ ପାଇଁ ୱାର୍କ ଅର୍ଡର ମିଳିଛତ । ହିତାଧିକାରୀ…

ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଶେଷ ପର୍ଯ୍ୟାୟ ବାଘ ଗଣନା , ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ରିପୋର୍ଟ

ବାରିପଦା: ଆସନ୍ତା କାଲିଠୁ ରାଜ୍ୟରେ ଶେଷ ପର୍ଯ୍ୟାୟ ବାଘ ଗଣନା କରାଯିବ । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାଘ ଗଣନା କରାଯିବ । ଗଣନା କରାଯିବା ପରେ ଜାନୁଆରୀ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦ଟି ବାଘ ଥିବା କେନ୍ଦ୍ର…

ଦ୍ବାରଶୁଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର : ଚମ୍ପଟ ମାରିଲା ଡ୍ରାଇଭର

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଅଭାବନୀୟ ଘଟିଛି  । ଗୋରୁ ବୋଝେଇ କଣ୍ଟେନର ଓଲଟି ୩୦ ଗୋରୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଣ୍ଟେନରରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବାବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ…

ଶିମିଳିପାଳ ପାଦଦେଶରୁ ପୁଣି ଜବତ ହେଲା ୭୧ଟି ଦେଶୀ ବନ୍ଧୁକ

ବାରିପଦା: ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ସକ୍ରିୟ ହୋଇ ଉଠିଛି ପୋଲିସ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…

ଫୋକସରେ ୨୪ ନିର୍ବାଚନ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ “ପଥ ଉତ୍ସବ “

ବାରିପଦା: ସାରା ରାଜ୍ୟରେ ଏବେ ୨୪ ନିର୍ବାଚନ କ୍ରେଜ । ୨୦୨୪ ସାଧାରଣ ନିର୍ବାଚନକୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ସାରା ଭାରତ ବର୍ଷରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାରି ଭିତରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା…

ଟଙ୍କା ଦେଲାନି ମାଆ : ଲୁହା ଶାବଳରେ ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ

କରଞ୍ଜିଆ: ଜନ୍ମକଲା ମାଆକୁ ଶାବଳର ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ । ତାହା ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି । ଏମିତି କିଛି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଁରେ । ମୃତକ ଫୁଲମଣି ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଅ…