Latest Odisha News

BREAKING NEWS

Browsing Category

ଆଲେଖ

ଋଣ : ଗରିବଙ୍କୁ ମାଡ଼, ଧନୀଙ୍କୁ ଛାଡ଼

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଜଣେ ଲୋକ ତା ସ୍ତ୍ରୀ’ ଓ ପିଲାକୁ ଧରି ନିଜ ମୋଟର ସାଇକେଲ୍‌ରେ ଶ୍ୱଶୁର ଘର ବୁଲିବାକୁ ଯାଇଥିଲା । ଶ୍ୱଶୁର ଘର ବୁଲାବୁଲି ସାରି ଫେରିବା ବେଳକୁ ଲୋକଟିକୁ ବାଟରେ ତିନି ଚାରୋଟି ଟୋକା ଅଟକାଇଲେ ଓ ତାକୁ ଓହ୍ଲାଇଦେଇ ତା ଗାଡ଼ି ନେଇ…

ଦେଶ ସାମ୍ପ୍ରଦାୟିକ ଫାସିବାଦ ଆଡ଼କୁ ମୁହାଁଇଛି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଭାରତବର୍ଷର ନାଭିକେନ୍ଦ୍ରରେ ଆଜି କମ୍ପନ ! ଗଣତନ୍ତ୍ର ଆଜି ରକ୍ତାକ୍ତ ! ଯୁଦ୍ଧ, ସାମ୍ପ୍ରଦାୟିକ ଦଙ୍ଗା, ଦୁର୍ନୀତି, ଅନୀତି, ଧର୍ଷଣ, ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟ ଆଡକୁ ନେଇ ଯିବା ପାଇଁ…

ଦୁର୍ଗା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋବିନ୍ଦ ବଲ୍ଲଭ ବାବୁ ଚାକିରିରୁ ଅବସର ନେବାର ପ୍ରାୟ ବାର ବର୍ଷ ହୋଇଗଲାଣି । ଏହାରି ଭିତରେ ଜୀବନ ତମାମ ସମ୍ପୂର୍ଣ୍ଣ ସକ୍ରିୟ ଓ ଚଳଚଞ୍ଚଳ ଥିବା ଗୋବିନ୍ଦ ବଲ୍ଲଭ, ଏବେ କେତେବର୍ଷ ହେଲା ଟିକିଏ ମାନ୍ଦା ହୋଇଯାଇଛନ୍ତି । ମୋଟା ମୋଟି…

ପୁନର୍ମୂଲ୍ୟାୟନର ସମୟ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଧୂଳିଆ ବାବା ଓରଫ ବାନ୍ଦର ଦାସ ମହନ୍ତ ମହାରାଜଙ୍କ ବିଷୟରେ ଫକୀରମୋହନ ଲେଖିଛନ୍ତି, "ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ। ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ; ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ…

ଚକା ତଳେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଏଇ କିଛିଦିନ ତଳେ ଲଖିମ୍‌ପୁର୍ ଖେରୀରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭରତ କୃଷକମାନଙ୍କ ଉପରେ ଯେପରି ଭାବେ ଗାଡ଼ି ଚଢ଼େଇ ହତ୍ୟା କରାଗଲା ଓ ଘଟଣାର ଚାରି ଦିନ ଯାଏ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କରାଗଲା ନାହିଁ,…

ଏକାମ୍ରରେ ଶକ୍ତି ପୂଜାର ପରମ୍ପରା

ସୁକାନ୍ତ ପଣ୍ଡା କେବଳ ଓଡ଼ିଶା ନୁହେଁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଏପର୍ଯ୍ୟନ୍ତ ଜଣାଯାଇଥିବା ପୁରୁଣା ସଭ୍ୟତା ମହେଞୋଦାରୋ ହରପ୍ପାରେ ଏହାର ପ୍ରମାଣ ମିଳିଥାଏ। ଆମ ଓଡ଼ିଶାରେ ଏମିତି ଗାଁ ନାହିଁ , ଯେଉଁଠାରେ କି ଗ୍ରାମଦେବତୀ ମନ୍ଦିରଟିଏ ନ ଥିବ ।…

ଗଙ୍ଗାଧର : ଗଙ୍ଗାଧାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ , ଏଇ ଓଡ଼ିଶାରେ ଦିନେ ମୁକୁନ୍ଦଦେବ ଗଙ୍ଗାନଦୀକୁ ଓଡ଼ିଶାକୁ ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ଖଣ୍ଡ କରିଦେବି । ରାଜାଙ୍କ ତପସ୍ୟା ଦିନପରେ ଦିନ…

ଚାରିଫୁଟରେ ପାର୍ବଣ

ପରମ୍ପରା କେବଳ ଏକ ବାହାନା ଆମ ସଂସ୍କୃତିକୁ ବିଶୃଙ୍ଖଳିତ କରିବା ଏବଂ ଶୃଙ୍ଖଳିତ ହେବାର ମାଧ୍ୟମ ନଖୋଜିବା। ହେଲେ କିଛି ବର୍ଷ ହେଲା ଆମ ପରମ୍ପରା କହିଲେ ଦୁର୍ଗା ପୂଜାରେ ମୀନାବଜାର, ସାଂସ୍କୃତିକ ରଙ୍ଗାରଙ୍ଗୀ କାର୍ଯ୍ୟକ୍ରମ, ରାଜ ରାସ୍ତାରେ ମତୁଆଲା ଭସାଣି ଉତ୍ସବ ଏବଂ ନାହିଁ ନଥିବା ଭିଡ଼…

ଅବକ୍ଷୟମାନ ମଠ ସଂସ୍କୃତି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ତଥା ସୁପରିଚାଳନା କ୍ଷେତ୍ରରେ ବହୁ ପୁରାକାଳରୁ ମଠଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛନ୍ତି । ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀକ୍ଷେତ୍ରରେ ଦୁଇଟି ବୈଦିକ ଆଶ୍ରମ ଓ…

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …