Latest Odisha News

BREAKING NEWS

Browsing Category

ଆଲେଖ

ଆହା! ମାଳିନୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଏକଦା ପୁରୀ ବଡଦାଣ୍ଡରେ ପ୍ରବାହିତ ଅବଲୁପ୍ତ ଏକ କ୍ଷୁଦ୍ର ନଦୀର ନାମ ମାଳିନୀ । ପୁରୀ ସହରର ପ୍ରବେଶ ପଥରେ ଅବସ୍ଥିତ ଅଠର ନଳାର ତଳେ ପ୍ରବାହିତ କାଞ୍ଚି ନାଳର ଏକ ଶାଖା ଲୋକମୁଖରେ ମୁଷାନଈ ଭାବେ ଜଣା ତାହାର ଏକ ଉପଶାଖା…

ମାଟିର ଚିତ୍କାର

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ତା ଉପରେ ଧାନ ଫସଲର ପାଚିଲା କେଣ୍ଡା ବେଶ ଆନନ୍ଦରେ ହସୁଥାଏ ଆଉ ତା’ରି ଉପରେ ସୋରିଷର ଭୁରୁଭୁରୁ ବାସ୍ନା ବି ମହକୁଥାଏ । ସେ ସବୁଜିମାର ବାହକ । ସେ ନଥିଲେ ଚାଷ ନଥାନ୍ତା । ତାରି ପାଇଁ କୃଷି ଆଜି ଜନଜୀବନର ଆଦାର ଭାବେ ପରିଗଣିତ…

କୃତଘ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳାପଥର ଗାଁରୁ ଆସି ରାହାସପୁରରେ ଚାକିରି କରୁଥାନ୍ତି ଚନ୍ଦନ ମାଷ୍ଟ୍ରେ । ପୂରା ନାଁ ଚନ୍ଦନ ଜୟପୁରିଆ। ପ୍ରାଥମିକ ବିଦ୍ୟାଳୟରେ ସିନା ଶିକ୍ଷକ, କିନ୍ତୁ ଯୋଗ୍ୟତା ଥିଲା ହାଇସ୍କୁଲ ମାଷ୍ଟ୍ର ହେବାର। ଜୀବନ ତମାମ ସବୁ ଶ୍ରେଣୀରେ ପ୍ରଥମ ।…

ଏକାମ୍ର ପରମ୍ପରା : ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଗଣେଶ ପୂଜା

ସୁକାନ୍ତ ପଣ୍ଡା ହିନ୍ଦୁ ପରମ୍ପରାରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରଥମେ ଗଣନାଥଙ୍କ ଦର୍ଶନ ଓ ପୂଜା ପରେ ଅନ୍ୟ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା କରାଯିବା ଆମର ବିଧି । ଶୈବପୀଠ ଭାବରେ ଲିଙ୍ଗରାଜ ମନ୍ଦିରରେ ଗଣନାଥଙ୍କ ପୂଜା ସ୍ଵତନ୍ତ୍ର ମହତ୍ଵ ରଖେ । ଶ୍ରୀ ଲିଙ୍ଗରାଜ ମନ୍ଦିର…

ଜ୍ଞାନଦାତା ଶ୍ରୀଗଣେଶାୟଂ

ଓଁ ନମୋ ଗଣେଶାୟ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୃ !  ସର୍ବବିଘ୍ନ ନିହତ୍ୟାଶୁ ସର୍ବସିଦ୍ଧ ପ୍ରଦୋଭବ ।" ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ, ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି । ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୃ ଗଣନାଥ…

ସାମାଜିକ ଗଣମାଧ୍ୟମର ଚାପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ସାମାଜିକ ଗଣମାଧ୍ୟମକୁ ନେଇ ଉକ୍ତିଟିଏ ପ୍ରକାଶିତ ହୋଇଥିଲା, କେଉଁ ଏକ ପତ୍ରିକାରେ । ତାହା ହେଉଛି- ‘ଆପଣ ଥାଆନ୍ତୁ ବା ନ ଥାଆନ୍ତୁ, କଥାବର୍ତ୍ତା କିନ୍ତୁ ଚାଲିଛି । ଆପଣଙ୍କୁ ନେଇ ବି ଚାଲିଛି ।’ କ୍ରମଶଃ ଆମେ…

ମୁଦ୍ରୀକରଣର ମାଡ଼

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବୁଢ଼ା ଲୋକ ଜଣକ ଜୀବନ ସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ । ସେହି ସମ୍ପତ୍ତି ମଧ୍ୟରେ ଜମି, ଗାଡ଼ି, ଘର, ଡଙ୍ଗା, ଟେଲିଫୋନ୍‌, ହୋଟେଲ୍ ବ୍ୟବସାୟ ଓ ଆହୁରି ଅନେକ ଜିନିଷ ଥିଲା । ସେହି…

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫  ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ ଚେତନାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଭାଗ ବସାଇବା ଆରମ୍ଭ କରିଥିଲା ।…

ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି- ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ…

ସାବରମତୀ : ଜାତିର ଜୀବନ୍ତ କିମ୍ବଦନ୍ତୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ "ସାବରମତୀକେ ସନ୍ଥ ତୁନେ କର୍‌ଦିୟା କମାଲ୍ " ଆଶା ଭୋନ୍ସଲେଙ୍କ ଏହି ଲୋକପ୍ରିୟ ସଙ୍ଗୀତ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଗୁଣୁଗୁଣେଇବା ସହ ସାବରମତୀର ସନ୍ଥ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତି…