Latest Odisha News

BREAKING NEWS

Browsing Category

ଆଲେଖ

ଭିନ୍ନ ବନ୍ୟା ନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବର୍ଷା ଅପେକ୍ଷାରେ ବାଉଳି ଚାଉଳି ହେଉହେଉ ଅଚାନକ ଲଘୁଚାପ ସୃଷ୍ଟି ହୋଇ ଚାରି ପାଞ୍ଚ ଦିନ ଅସରାଅସରା ମେଘ ବର୍ଷିଗଲେ ଅଜଗର ଗର୍ଭ ପରି ଫୁଲିଉଠେ ଓଡ଼ିଶାର ନଈନାଳ । ପାଣିଚାପରେ ଫିଟିଯାଏ ହୀରାକୁଦ ବନ୍ଧର ଗୋଟିଏ ପରେ ଗୋଟିଏ କବାଟ !…

ଚାଷଜମିରେ ମହୁଲାସ୍ତ୍ରର ବ୍ୟବହାର

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ଚାଷଜମିରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ଜମିର ଉର୍ବରତା ହ୍ରାସ କରିବା ସହ ଆଜି ମଣିଷ ସୁସ୍ଥ ପନିପରିବା ମଧ୍ୟ ପାଇପାରୁନାହିଁ । ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା ଭାବେ ବିବେଚନା କରାଯାଉଥିବା ବେଳେ ଏହି ବିଷାକ୍ତ ସାର…

ଅଜାଗ୍ରତ ହେଲେ ସିଂହପରା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅଫିସରେ ଗୋଟିଏ ପରେ ଗୋଟିଏ ମିଟିଂ । ସକାଳୁ କଣ ନା କଣ କାମ ଏମିତି ଆସୁଛି ଯେ, ନିଃଶ୍ୱାସ ମାରିବାକୁ ବେଳ ନାହିଁ । ସେଦିନ ଅପରାହ୍ନରେ ଗୋଟିଏ ଟେକ୍ନିକାଲ ସେସନରେ ବିଶେଷଜ୍ଞ ଭାବେ ଉଦବୋଧନ ଦେବାର ଥିଲା ଆକାଶକୁ । ସେଥିପାଇଁ ପୂର୍ବରୁ…

ସାର୍ ବାଥରୁମରେ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ବଡ ବଡିଆ ମାନେ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖିବା ପାଇଁ ମଳି ମୁଣ୍ଡିଆଙ୍କୁ ଅନେକ ପ୍ରକାର ପ୍ରତିଶୃତି ଦେଇ ଥାନ୍ତି। ସବୁ ପ୍ରତିଶୃତି ତ ରଖି ହୁଏନି, ତଥାପି ଜନତାର ସେବକ ଓ ପ୍ରଶାସକ ମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଥବା…

ହାପି ବାର୍ଥ ଡେ’- ଦୂରଦର୍ଶନ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲ୍‌ବମ୍‌ର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା,…

ମହାମାରୀ ମଧ୍ୟରେ ପାର୍ବଣ ୠତୁ ସୃଷ୍ଟି କରୁ ନୂତନ ପରମ୍ପରା

ପାର୍ବଣ ଋତୁରେ ମୂର୍ତ୍ତି ପୂଜା ପାଇଁ ଅନୁମତି ହେଲେ ସାର୍ବଜନୀନ ହେବନି ଏବଂ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକା ହେବନି , ଯାହା ଦିନେ ଦଶ ଫୁଟରୁ ଅଧିକା ଥିଲା । ପ୍ରଶ୍ନ ଆସୁଛି, ଯଦି ମୂର୍ତ୍ତିର ଉଚ୍ଚତା ଏବଂ କଟକଣା ମହାମାରୀ ବ୍ୟାପିବାରେ ବାଧକ ସୃଷ୍ଟି କରିପାରେ, ତେବେ ପାର୍ବଣ ଋତୁ ଏବଂ…

ପୋଥି ବାହାରେ ଜ୍ଞାନ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଚଳିତ ବର୍ଷ ଆମ୍ବର ପାଳକ ବହୁତ ଭଲ ଥିଲା । ଗଛ ଗୁଡ଼ିକ ଭରି ହୋଇଥିଲା ଆମ୍ବରେ । ଆମେ ପ୍ରଚୁର ଆମ୍ବ ଖାଇଲେ । ଏବେ ଆମେ ସ୍ୱଳ୍ପ ବୃଷ୍ଟିକୁ ଭୋଗୁଛେ । ଚାଷବାସ ପାଇଁ ପାଣି ହେଉନାହିଁ । ଧାନ ରୁଆରୁଇ ବେଳକୁ ଜମିରେ ପାଣି…

ପ୍ରେରଣାର ଉତ୍ସ ବନ୍ଦେ ମାତରମ୍‌

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବନ୍ଦେ ମାତରମ୍‍ ସୁଜଳାମ୍‍ ସୁଫଳାମ୍‍ ମଲୟଜ ଶୀତଲମ୍‍ ଶସ୍ୟ ଶ୍ୟାମଲାମ୍‍ ମାତରମ୍‍..... ସ୍ୱାଧୀନତା ସଂଗ୍ରାମର ଘନଘଟା ମଧ୍ୟରେ ୧୮୮୨ ମସିହାରେ ବଙ୍କିମ୍‍ଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ ‘ଆନନ୍ଦ ମଠ’ରେ ପ୍ରକାଶ ପାଇଥିଲା…

ଆହା! ମାଳିନୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଏକଦା ପୁରୀ ବଡଦାଣ୍ଡରେ ପ୍ରବାହିତ ଅବଲୁପ୍ତ ଏକ କ୍ଷୁଦ୍ର ନଦୀର ନାମ ମାଳିନୀ । ପୁରୀ ସହରର ପ୍ରବେଶ ପଥରେ ଅବସ୍ଥିତ ଅଠର ନଳାର ତଳେ ପ୍ରବାହିତ କାଞ୍ଚି ନାଳର ଏକ ଶାଖା ଲୋକମୁଖରେ ମୁଷାନଈ ଭାବେ ଜଣା ତାହାର ଏକ ଉପଶାଖା…

ମାଟିର ଚିତ୍କାର

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ତା ଉପରେ ଧାନ ଫସଲର ପାଚିଲା କେଣ୍ଡା ବେଶ ଆନନ୍ଦରେ ହସୁଥାଏ ଆଉ ତା’ରି ଉପରେ ସୋରିଷର ଭୁରୁଭୁରୁ ବାସ୍ନା ବି ମହକୁଥାଏ । ସେ ସବୁଜିମାର ବାହକ । ସେ ନଥିଲେ ଚାଷ ନଥାନ୍ତା । ତାରି ପାଇଁ କୃଷି ଆଜି ଜନଜୀବନର ଆଦାର ଭାବେ ପରିଗଣିତ…