Latest Odisha News

BREAKING NEWS

Browsing Category

ଆଲେଖ

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ' ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ…

ଚାଲ, ଚନ୍ଦ୍ରର ଖଣି ସମ୍ପତ୍ତି ଚଳୁ କରିବା !

ମାୟାଧର ନାୟକଙ୍କ ସ୍ତମ୍ଭ ‘ଶବ୍ଦ ତୂଣୀର’ ଏବେ ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ମିଳିଲାଣି ବୋଲି ଚନ୍ଦ୍ରାୟନ-୩ ଜରିଆରେ ‘ଇସ୍ରୋ’ କହୁଛି । ସେଠାକୁ ଯାଇ ଖଣିଖୋଳିଲେ ମୃତ୍ୟୁ ହେବନି । ସେହି ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ (ସଲଫର), ଆଲୁମିନିୟମ୍‍, କ୍ୟାଲସିୟମ୍‍, ଲୌହ, କ୍ରୋମିୟମ୍‍ ଓ…

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ…

ବର୍ବରତାର ନଗ୍ନତା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଗତ 'ମେ' ମାସର ଘଟଣା  । ଆଜି ଭିଡ଼ିଓ ଭାଇରାଲ ହେଉଛି  । କି ଭୟଙ୍କର ସେ ଦୃଶ୍ୟ  । କି କଷ୍ଟ ସେ ଦୁଇ ମହିଳାଙ୍କ ଯନ୍ତ୍ରଣା  । ତା'ଠାରୁ ବେଶି ବଳିଯାଇଥିବ ପରିବାର ସଦସ୍ୟଙ୍କ ସ୍ଥିତି  । ଯେତେ ନିନ୍ଦା କଲେ କମ ପଡ଼ିଯିବ  । ବରଂ ଯେତେ…

ଗୁପ୍ତକ୍ଷେତ୍ର ସଖୀବଟ: ଏହି କ୍ଷେତ୍ରରେ ୧୨ଦିନ କାଳ ଲୁଚିଥିଲେ ଶ୍ରୀବଳଦେବଜୀଉ..

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତର ବିଲବଳରାମପୁର ଗାଁରେ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଲୀଳା ସ୍ଥଳୀ; ଗୁପ୍ତକ୍ଷେତ୍ର ଭାବେ ପରିଚିତ ସଖୀବଟ ଅବସ୍ଥିତ । ଏହି କ୍ଷେତ୍ରଟିରେ ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ…

ଜାଣିବା ନିହାତି ଜରୁରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଏବେ ଗୋଟିଏ ଖବରକୁ ନେଇ ଆମେ ସବୁ ଆଡ଼େ ଚର୍ଚ୍ଚା କରୁଛେ ।  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଆଉ କେହି ନୁହଁନ୍ତି ଆମ ଓଡ଼ିଆ ଝିଅ ମଧୁସ୍ମିତା ଜେନା ।  ସୁଦୂର ବ୍ରିଟେନର ମlଞ୍ଚେଷ୍ଟରରେ…

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…

ସାବଧାନ : ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ବିଶ୍ୱ ବନ୍ୟ ସପ୍ତାହ ଉପଲକ୍ଷେ ବିଭୂତି ପତିଙ୍କ ଆଲେଖ୍ୟ  ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ…

ଟିବି ହାରିବ, ଦେଶ ଜିତିବ

ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଅନୁଜ ଦାସଙ୍କ ଆଲେଖ୍ୟ ସମୟ ବଦଳିଛି ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ରହିଛି । କେଉଁଠି ରୋଗୀ ଗାଁରୁ ବାସନ୍ଦ ହେଉଛି ତ ଆଉ କେଉଁଠି ଅଲୋଡା ପାଲଟିଯାଉଛି । ସରକାରୀ ସ୍ତରରେ ସଚେତନ କରାଗଲେବି ଏବେବି ଏହାକୁ ମହାମାରି…

ଆନନ୍ଦେ ଏକ ବାର ହରିବୋଲ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ  ମଣିଷ ଜୀବନରେ ସୁଖ, ଆନନ୍ଦ ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ଅନୁଭବ କରିବା ଏବଂ ଏହା ଉପରେ ରୀତିମତ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଖୁସି ଦିବସ ବା ଅନ୍ତର୍ଜାତୀୟ ଆନନ୍ଦ ଦିବସ। ଏମିତି ଏକ ଦିନର…