Latest Odisha News

BREAKING NEWS

Browsing Category

ଆଲେଖ

ଆରତ ସୁରେ ବାରେ

ଆରତ ସୁରେ ବାରେ ସୂର୍ଯ୍ୟ ଦେଓ ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମହମ୍ମଦ ସିକନ୍ଦର ଆଲାମ୍ ଚଳଚ୍ଚିତ୍ର ଗାୟକ ଆରମ୍ଭ କରନ୍ତି । ଏହି ଏକମାତ୍ର ଗୀତ ଗାୟନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସଂଯୋଗକୁ ଆଉ ଏକ ଗୀତ ମଧ୍ୟ ତାଙ୍କ କଣ୍ଠରେ ରେକର୍ଡ କରାଯାଏ ।…

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ କେଦାର ମିଶ୍ର ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପଚାପ୍ ବସିଯାଏ । ନିଜେ ନିଜେ…

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା ଜ୍ୟୋତି ନନ୍ଦ ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ ଅଳ୍ପକିଛି ମେଘ…

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ ବିଚିତ୍ର ବିଶ୍ୱାଳ ଗତ କିଛି ଦିନ ତଳେ ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ଫେସବୁକରେ ଗୋଟେ ପୋଷ୍ଟ ବହୁତ ଲୋକଙ୍କର ପସନ୍ଦ ଆସିଥିଲା । କିଏ ଜଣେ ଫେସବୁକରେ ଲେଖିଥିଲେ ଯେ ଚାଷରେ ମାନ୍ଦାବସ୍ଥା ବେଳେ ଚାଷୀ ଯେମିତି ତା ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଂଚ…

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି ସୂର୍ଯ୍ୟ ଦେଓ ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ ଉନ୍ମାଦକର ମଧ୍ୟ । ଷାଠିଏ ଦଶକର ସିନେମା ‘ଅମଡ଼ବାଟ’ର ‘ଏ ତ କଳିକାଳ…

ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ

ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ କେଦାର ମିଶ୍ର ମହାତ୍ମା ଗାନ୍ଧୀଙ୍କ ପ୍ରିୟ ବହିମାନଙ୍କ ତାଲିକାରେ ଗୋଟେ ବହିର ନାମ ଆପଣ ନିଶ୍ଚୟ ପାଇବେ- "ଶକ୍ତି ଆଣ୍ଡ ଶାକ୍ତ"। ଲେଖକ ସାର ଜନ ଉଡ୍ରଫ ଓରଫ ଆର୍ଥର ଆଭାଲନ। ମହାଯୋଗୀ ଶ୍ରୀ ଅରବିନ୍ଦ ତାଙ୍କର ପ୍ରସିଦ୍ଧ ବହି "ଦ…

ପ୍ରସଙ୍ଗ ସରକାରୀ ବଙ୍ଗଳା

ପ୍ରସଙ୍ଗ ସରକାରୀ ବଙ୍ଗଳା ଜ୍ୟୋତିପ୍ରକାଶ ମହାପାତ୍ର ବିଧାୟକମାନଙ୍କ ସରକାରୀ ଘର ଛାଡ଼ିବାକୁ ନେଇ ରାଜ୍ୟରେ ରାଜନୀତିର କିଛି ଚିତ୍ର ପଦାକୁ ଆସିଛି । ପୂର୍ବତନ ବିଧାୟକମାନେ ଘର ଛାଡ଼ୁ ନଥିବାରୁ ନୂଆ ବିଧାୟକମାନେ ଘର ପାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବତନମାନେ ତୁରନ୍ତ ଘର ଛାଡ଼ନ୍ତୁ…

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା ବିଚିତ୍ର ବିଶ୍ୱାଳ ସିନେମାରେ ଆକର୍ଷଣୀୟ ଷ୍ଟଂଟ୍ ସିନ୍ ପୂରେଇ ସିନେମାକୁ ସୁପରହିଟ୍ କରାଯାଇପାରେ । ଦର୍ଶକଙ୍କୁ ମତୁଆଲା କରି ସିନେମା ହଲ୍ କୁ ଟଣାଯାଇପାରେ । ସେମାନଙ୍କଠାରୁ ପ୍ରଚୁର ଟଙ୍କା ଓ ତାଳିମାଡ଼ ଆଦାୟ କରାଯାଇପାରେ ଓ ପରିଶେଷରେ…

ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’

ଫୁଲ ରସିଆରେ... ଗୋଟିଏ ନୁହେଁ ଦୁଇଟି ଯା’ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ…

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା?

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା? କେଦାର ମିଶ୍ର ୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି…