Latest Odisha News

BREAKING NEWS

Browsing Category

ଆଲେଖ

ଅସଜଡ଼ା ନିଷ୍ପତ୍ତି

ଅସଜଡ଼ା ନିଷ୍ପତ୍ତି ଜ୍ୟୋତିପ୍ରକାଶ ମହାପାତ୍ର ଅନେକ ନିଷ୍ପତ୍ତି ଏମିତି ନିଆଯାଇଛି । ଯାହା ସଂପର୍କରେ କେହି କେବେ ଭାବି ନାହାନ୍ତି । ଥରୁଟିଏ ଚିନ୍ତା କରି ନାହାନ୍ତି, ଏହାର ପରିଣାମ କଣ ହେବ । ବାସ୍‍, ନିଷ୍ପତ୍ତି ନେଇଗଲେ । ପରେ ପୁଣି ସେଠାରୁ ପଛକୁ ଫେରୁଛନ୍ତି ସରକାର । ଫଳରେ ଲୋକେ…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର... ବିଚିତ୍ର ବିଶ୍ୱାଳ ଯେମିତି ସରକାରଙ୍କ ସବୁ ବିଫଳତା ପାଇଁ ଅତୀତର କଂଗ୍ରେସ ସରକାରକୁ ଦାୟୀ କରାଯାଉଛି (ଏପରିକି ଏଇ ଗତ ପାଂଚ ବର୍ଷ ଭିତରେ ଆରମ୍ଭ ହୋଇଥିବା କୌଣସି ଯୋଜନାର ବିଫଳତା ପାଇଁ ବି କଂଗ୍ରେସ ସରକାରକୁ ଦାୟୀ କରାଯାଉଛି) ସେମିତି…

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ !

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ ! କେଦାର ମିଶ୍ର କବିତାରେ ଅନ୍ଧାର ଓ ଅନ୍ଧାର ଭିତରେ ବିବିଧ ସ୍ୱରର କାନ୍ଦଣା । କବିତା କେବଳ ଲୁହର ଲୁଣି ସମୁଦ୍ର । ସେ ସମୁଦ୍ର ଦେଖିବାକୁ ସୁନ୍ଦର, ହେଲେ ଅକାତକାତ ପାଣି ଶୋଷ ମାରିପାରେନା । ଲୁହର ସମୁଦ୍ର ସବୁ କାଳେ ଆମ କବିତାକୁ ସୁନ୍ଦର କରିଛି ।…

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ !

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ! ବିଚିତ୍ର ବିଶ୍ୱାଳ ସଂପ୍ରତି ସମାଜିକ ଗଣମାଧ୍ୟମରେ, ଫେସବୁକ୍ ହେଉ କି ୟୁ-ଟ୍ୟୁବ୍ ହେଉ ସବୁଠୁ ବେଶୀ ଦେଖାଯାଉଛି ରାନୁ ମଣ୍ଡଳଙ୍କ ‘ତେରୀ ମେରୀ, ମେରୀ ତେରୀ’ ଗୀତ । ସାରା ଦେଶରେ ଏବେ ରାନୁ ମଣ୍ଡଳ ଜଣେ ଚର୍ଚ୍ଚିତ ଚେହେରା । ମାତ୍ର କେଇ ଦିନ ଆଗରୁ…

ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

ପେଟର ଭୋକ ଓ ରୂପର ଭେକ, ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା କେଦାର ମିଶ୍ର ବି. ବର୍ମା ଓରଫ ବିମ୍ବାଧର ଜେନା, ଏ ନାଁ ଟି ବିଷୟରେ ଆମର କିଛି ଧାରଣା ଅଛି କି? ଓଡିଶାର ନୂଆ ପ୍ରଜନ୍ମ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ବିଷୟରେ କିଛି ଜାଣନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତର…

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ ବିଚିତ୍ର ବିଶ୍ୱାଳ ଗୋଟିଏ ସମୟ ଥିଲା ଦେଶପ୍ରେମ ସବୁଠାରୁ ଅଧିକ ମୂଲ୍ୟ ମାଗୁଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ତ୍ୟାଗ କରିବାଠାରୁ ଆରମ୍ଭ କରି ପାଠପଢ଼ା ଛାଡ଼ିବା, ଚାକିରି ପରିତ୍ୟାଗ କରିବା ଓ ଏପରିକି ଜୀବନ ବି ଦେବାକୁ ପଡ଼ୁଥିଲା ଦେଶପ୍ରେମ…

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ କେଦାର ମିଶ୍ର କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ ବାହାର କଲେ, ତାଙ୍କୁ ଶୁଭିଲା ଗୋଟେ ଅଚିହ୍ନା…

ଦେଢଘଣ୍ଟିଆ କ୍ଲାସ

ଦେଢଘଣ୍ଟିଆ କ୍ଲାସ ଜ୍ୟୋତିପ୍ରକାଶ ମହାପାତ୍ର ଅଚାନକ ନୂଆ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା ହୋଇଛି । ଯେଉଁଠି କୁହାଯାଇଛି- ଏଣିକି ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏହିସବୁ କ୍ଲାସ୍‍ ଏକାଥରେ ଦେଢ ଘଣ୍ଟା ହେବ…

ହେ ସ୍ୱାଧୀନତା ଦିବସ, ତୁମେ ଗଲା ପରେ…

ହେ ସ୍ୱାଧୀନତା ଦିବସ, ତୁମେ ଗଲା ପରେ... ବିଚିତ୍ର ବିଶ୍ୱାଳ ଓଡ଼ିଆରେ ଅକ୍ଷୟ ମହାନ୍ତିଙ୍କ ଗୋଟେ ଗୀତ ଥିଲା ‘ହେ ଫଗୁଣ ତୁମେ ଯିବା ପରେ ଅନେକ ଯାତନା ଏଠି’ । ଠିକ୍ ସେମିତି ସ୍ୱାଧୀନତା ଦିବସ ଯିବା ପରେପରେ ଦେଶର ଶାସକ ଓ ଜନସାଧାରଣଙ୍କ ସାମୟିକ ଦେଶଭକ୍ତିର ମୁଖା ତଳୁ ଉକୁଟି ଉଠେ…

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା କେଦାର ମିଶ୍ର ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି ନାହିଁ । ଗପଟି ଯୋଉଠି ସରିଗଲା ପରି ଲାଗେ, ଠିକ୍ ସେଇଠୁ ନୂଆ ଗପଟିଏ ଆରମ୍ଭ ହୁଏ…