Latest Odisha News

BREAKING NEWS

Browsing Category

ଆଲେଖ

ଘେନି ନୂଆ ସଜବାଜ

ଘେନି ନୂଆ ସଜବାଜ ଜ୍ୟୋତି ପ୍ରକାଶ ମହାପାତ୍ର ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି । ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ…

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି ସମ୍ପଦ ମହାପାତ୍ର ଆମ ଚାରିପଟେ ଯୁଆଡେ ଚାହିଁବ ସିଆଡେ ପ୍ଲାଷ୍ଟିକ । କେବଳ ସେତିକି ନୁହେଁ, ଏହା ଆମ ଖାଦ୍ୟ ଶୃଂଖଳ ଭିତରେ ପଶି ସାରିଲାଣି । ଏମତିକି ଅଜାଣତରେ ଖାଦ୍ୟ ସହ ପ୍ରତି…

ଦୋଳି ଡାକ କଟକଟ

ଦୋଳି ଡାକ କଟକଟ ପାର୍ଥସାରଥୀ ସାମଲ ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ଘେନି ନୂଆ ସଜବାଜ। ଆଜି ପହିଲି ରଜ। ତା ପାଇଁ କେତେ ସଜବାଜ। କି ଉଦ୍ଦୀପନା ! କିନ୍ତୁ ଆଜିର ଏ ରଜ ଦେଖିଲେ ଲାଗୁଛି ନା ସେ ସଜବାଜ ଅଛି ନା ସେ ରଜ। ସଜବାଜ ରଜ ଥିବ ଆଠ ଦିନ କି ମାସେ। ଘରର ଯେତେକ କୁନି କୁନି…

ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

 ପଲିଟିକସ ଫଲିଟିକସ  ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ ଜ୍ୟୋତି ପ୍ରକାଶ ମହାପାତ୍ର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବେଶ ବିବାଦରେ ରହିଥିଲା । ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା । କୌଣସି ଠୋସ ପଦକ୍ଷେପ…

ମୌସୁମୀର ଘର

ମୌସୁମୀର ଘର ସଂପଦ ମହାପାତ୍ର ମୌସୁମୀର ଜନ୍ମ କୋଉଠି? କାହିଁକି ପ୍ରତିବର୍ଷ ଠିକଣା ବେଳେ ଆସୁଛି? କେବେଠୁ ଏମିତି ଆସୁଛି? କେମିତି ଆସୁଛି? ମୌସୁମୀର ଶେଷ ଠିକଣାା କୋଉଠି? ଜୁନ ଆସିଲା ମାତ୍ରେ ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ । ସାଧାରଣତଃ ଜୁନ ପ୍ରଥମ ସପ୍ତାହରେ କେରଳକୁ…

ଚୋରା ପକେଟ

 କଥାଟିଏ କହୁଁ  ଚୋରା ପକେଟ ପରଂବ୍ରହ୍ମ ତ୍ରିପାଠୀ ଯେ ଯାଏଁ ସଞ୍ଚୟ କରିବା ଶିଖିନ, ମାସକୁ ଦଶ ଲକ୍ଷ ରୋଜଗାର କଲେ ବି ସିଏ କେଉଁ କାମକୁ ନୁହେଁ। ଗୋଟିଏ ଟଙ୍କା ସଞ୍ଚୟ ଗୋଟିଏ ଟଙ୍କା ଅଧିକ ରୋଜଗାର ଠାରୁ ଅଧିକ ମୂଲ୍ୟବାନ ଓ ମହତ୍ୱପୂର୍ଣ୍ଣ। କଥାଟି ମୋର ନୁହେଁ, ବରଂ କୃପାସିନ୍ଧୁ…

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା ବିଭୁ ପ୍ରସାଦ ତ୍ରିପାଠୀ ସାମୁଦ୍ରିକ ଝଡ ‘ଫଣୀ’ ଗ୍ରୀଷ୍ମଋତୁରେ ଓଡ଼ିଶାରେ ତାର ଯେଉଁ ତାଣ୍ଡବଲୀଳା ଦେଖାଇଲା, ତାର ପ୍ରଭାବରେ ଆଜି ରାଜ୍ୟରେ ଚଉଦଟି ଜିଲ୍ଲା ଵିଧ୍ଵଂସ| ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ସରକାରୀ କଳର ସହାୟତାରେ…

ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ

 ବିଶ୍ୱ ପରିବେଶ ଦିବସ  ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଜେନା ଏହି ଉତ୍ତମ ପୃଥିବୀ ପୃଷ୍ଠରେ ଯେତେବେଳେ ପ୍ରଥମ କରି ଜୀବଜଗତ ଓ ତା’ର ବହୁଯୁଗ ପରେ ମନୁଷ୍ୟ ବସବାସ କଲେ, ସେତେବେଳର ଜୀବନଯାପନ, ପ୍ରାଚୁର୍ଯ୍ୟ ସମ୍ପଦ…

ଯୁକ୍ତ ଦୁଇ ପରୀକ୍ଷା ଫଳ

 ପଲିଟିକସ ଫଲିଟିକସ  ଯୁକ୍ତ ଦୁଇ ପରୀକ୍ଷା ଫଳ ଜ୍ୟୋତି ପ୍ରକାଶ ମହାପାତ୍ର ଆମ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଏଇ ସପ୍ତାହରେ ପ୍ରକାଶିତ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଏ ବର୍ଷ ପାସ ହାର ସବୁଠାରୁ କମ ଆସିଛି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୭୨ ପ୍ରତିଶତ ପିଲା ପାସ କରିଥିବା…

ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ

 କଥାଟିଏ କହୁଁ : 2  ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ ପରଂବ୍ରହ୍ମ ତ୍ରିପାଠୀ ବ୍ରାହ୍ମଣ ହୋଇ ପଇତା ପିନ୍ଧୁ ନଥିବା, ବିନା ଆମିଷରେ ଖାଉନଥିବା, ମନ୍ଦିର ଯାଉ ନଥିବା, ପ୍ରଥା ପରମ୍ପରାକୁ ନେଇ ସବୁବେଳେ ଯୁକ୍ତିତର୍କ କରୁଥିବା, ବ୍ୟକ୍ତି ଜଣଙ୍କୁ ତାଙ୍କ ବନ୍ଧୁ ଲଘୁ ପରିହାସରେ…