Latest Odisha News

BREAKING NEWS

Browsing Category

ଆଲେଖ

ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ

 କଥାଟିଏ କହୁଁ : 2  ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ ପରଂବ୍ରହ୍ମ ତ୍ରିପାଠୀ ବ୍ରାହ୍ମଣ ହୋଇ ପଇତା ପିନ୍ଧୁ ନଥିବା, ବିନା ଆମିଷରେ ଖାଉନଥିବା, ମନ୍ଦିର ଯାଉ ନଥିବା, ପ୍ରଥା ପରମ୍ପରାକୁ ନେଇ ସବୁବେଳେ ଯୁକ୍ତିତର୍କ କରୁଥିବା, ବ୍ୟକ୍ତି ଜଣଙ୍କୁ ତାଙ୍କ ବନ୍ଧୁ ଲଘୁ ପରିହାସରେ…

ଆତ୍ମ ସମୀକ୍ଷାର ବେଳ

 ଯବକାଚ 2  ଆତ୍ମ ସମୀକ୍ଷାର ବେଳ ସନ୍ଦୀପ ସାହୁ ନିର୍ବାଚନ ସରିଯାଇଛି । ଫଳ ବାହାରି ସାରିଛି । ଦେଶରେ, ରାଜ୍ୟରେ କିଏ ସରକାର ଗଢିବେ, ଜଣା ପଡ଼ି ସାରିଛି । ବିଜୟ ଲାଭ କରିଥିବା ରାଜନୈତିକ ଦଳ ଓ ନେତାଙ୍କ ପାଇଁ ଏବେ ଉତ୍ସବର ବେଳ । ପରାଜିତଙ୍କ ପାଇଁ ଆତ୍ମ ସମୀକ୍ଷାର ସମୟ । ଗଣମାଧ୍ୟମ…

ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା

 ପଲିଟିକସ ଫଲିଟିକସ : 1  ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା ଜ୍ୟୋତି ପ୍ରକାଶ ମହାପାତ୍ର ଫନି ବାତ୍ୟା ଓଡ଼ିଶାରୁ ଗଲା ପରେ ଏକଥା ଜୋରଦାର ଢଙ୍ଗରେ ଉଠିଛି । ବାତ୍ୟା ପୂର୍ବରୁ ମୁକାବିଲା କରିବାରେ ସରକାର ବେଶ ସଫଳ ହେଲେ । ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଗଲା । ଫଳରେ…

ସାମାଜିକ ଭୂତ

 କଥାଟିଏ କହୁଁ 1  ସାମାଜିକ ଭୂତ ପରଂବ୍ରହ୍ମ ତ୍ରିପାଠୀ ଛୋଟ ବେଳେ ଆଇମା କାହାଣୀରୁ ଭୂତ ବିଷୟରେ ଶୁଣି ଶୁଣି ମୋର ଛୋଟବେଳେ ଗୋଟେ ଧାରଣା ହେଇ ଯାଇଥିଲା ଯେ ଭୂତର ପାଦ ନଥାଏ। ବଡ଼ ହେଲି, ଧୀରେ ଧୀରେ ଭୂତ ଓ ସେମାନଙ୍କ କାହାଣୀ ମୋ ପାଖରେ ନିଜ ପ୍ରାସଙ୍ଗିକତା ହରେଇ ଚାଲିଲେ। ହେଲେ…

ପ୍ରସଙ୍ଗ ଅପ୍ରସଙ୍ଗ ହୋଇ ରହିଗଲା…

ନିର୍ବାଚନ ଶେଷ ପର୍ଯାୟ ଏମିତିରେ ସରିଯିବ । ଆଉ ଦିନ କେତୁଟା । ତା’ପରେ ମତଗଣନା । ନୂଆ ସରକାର । ହୁଏତ ନୂଆ ସରକାର ଆସିବେ କିମ୍ବା ପୁରୁଣା ସରକାର ନୂଆ ହୋଇ ଆସିବେ । ଯେଉଁ ୨୦୨୦କୁ ନେଇ ବେଶ ଉତ୍ସାହୀ ଥିଲେ ଏ ଦେଶର ଲୋକେ, ସେହି ସମୟ ଓ ତା’ ପରବର୍ତ୍ତୀ ସମୟରେ ସେ ସରକାର ଆସନ୍ତା ୫…

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ ସଂଦୀପ ସାହୁ ସାମ୍ବାଦିକ ଜୀବନରେ ନିର୍ବାଚନ ଏକ ବହୁ ପ୍ରତୀକ୍ଷିତ ଅବସର । ଗଣତନ୍ତ୍ରର ଏ ମହାନ ପର୍ବରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହେବାର ଏକ ମହାର୍ଘ ମୁହୂର୍ତ୍ତ । ନିଜର ସାମ୍ବାଦିକୀୟ ପରାକାଷ୍ଠା ଦେଖାଇବାର ଏକ ଅପୂର୍ବ ସୁଯୋଗ । ଅପର ପକ୍ଷରେ…

ଅନନ୍ୟା ନାରୀ: ଲେଡ଼ି ହକର୍ ଶୋଭାରାଣୀଙ୍କ ଜୀବନ ଓ ଯନ୍ତ୍ରଣାର କାହାଣୀ

ଭୁବନେଶ୍ୱର: କେବେ କେବେ ସାଇକେଲରେ ତ କେବେ ସ୍କୁଟି ଚଳାଇ ପେଟପାଟଣା ଲାଗି ସମସ୍ତଙ୍କ ଲାଗି ଆଦର୍ଶ ପାଲଟିଥିବା ଏହି ମହିଳା ରାତିର ଅନ୍ଧାରରେ ହଜିଯାଆନ୍ତି । ଏକୁଟିଆଅନ୍ଧାର ନିଛାଟିଆ ରାତି ତିନିଟାରୁ ଉଠି ଏକୁଟିଆ ସାଇକେଲ୍ରେ ବାହାରି ପଡନ୍ତି ଶୋଭାରାଣୀ, ସହିଦ ନଗରରେ ଥିବା ତାଙ୍କ ଘରଠୁଁ…

ବୟସର ସାୟାହ୍ନରେ ଗୋମାତା ସେବା ସମର୍ପିତ ଜୀବନ…

ସେମାନେ କଥା କହିପାରନ୍ତି ନାହିଁ । କଷ୍ଟ, ଯନ୍ତ୍ରଣା ହେଲେ ଜଣାଇପାରନ୍ତି ନାହିଁ । ହେଲେ ସେମାନଙ୍କ ବେଦନା ବୁଝିପାରନ୍ତି ଶଙ୍କର । ସେଥିପାଇଁ ତ ବୟସର ଅପରାହ୍ଣରେ ବି ଗାଈ, ଗୋରୁଙ୍କ ସେବାରେ ଲାଗିଛନ୍ତି । ଏବେ ବୃଦ୍ଧାବସ୍ଥାରେ ମଧ୍ୟ ବିଶ୍ରାମ ପରିବର୍ତ୍ତେ ଶଙ୍କର ଦିନରାତି ଗାଈ,…

ମହାପ୍ରଭୁଙ୍କ ମହାପ୍ରସାଦ: ଅବଢା ଅନ୍ନରୁ ନିର୍ମାଲ୍ୟର ମହିମା

ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ସେଇ ଜୀବନ୍ତ ପ୍ରତିମା ତଥା ଦାରୁବ୍ରହ୍ମ ରୂପୀ ସ୍ୱୟଂ ପରମାତ୍ମା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉପନିଷଦ ବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମ ସ୍ୱରୂପ । ସେ ଜୀବନ୍ତ ଏବଂ ଦାରୁମୂର୍ତ୍ତି ରୂପେ ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା…

ଜାଲିକାଟ୍ଟୁ: ପ୍ରଥା ଓ ପରମ୍ପରାରେ ନୃଶଂସତା !

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ୍ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଘମାଘୋଟ ଲଢେଇ ହେବାର ଖେଳ ହେଉଛି ଜାଲିକାଟ୍ଟୁ । ପୂର୍ବରୁ ସୁପ୍ରିମକୋର୍ଟ୍ ଏହି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ପୂର୍ବରୁ ଏହି…