Latest Odisha News

BREAKING NEWS

Browsing Category

ଆଲେଖ

ଜାଣନ୍ତିକି, ସାମ୍ବାଦିକ ଗୌରୀଶଙ୍କର ରାୟ ଏକଦା ମନିଅର୍ଡର ଏଜେଣ୍ଟ୍‍ ଥିଲେ! ତାଙ୍କ ସମ୍ପର୍କରେ ଆହୁରି କିଛି ରୋଚକ…

ଗୌରୀଶଙ୍କର ରାୟ (୧୮୩୮-୧୯୧୭) କ୍ଷେତ୍ର: ସାମ୍ବାଦିକତା ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନେଇଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସୁଯୋଗ୍ୟ ସଂପାଦକ ଗୌରୀଶଙ୍କର ରାୟ ଥିଲେ ଜଣେ ବହୁମୁଖୀ ପ୍ରତିଭା । ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଓଡ଼ିଆ…

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା କେଦାର ମିଶ୍ର ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ କାଳେ ଭଲ କବିତା ହଜିଯାଇପାରେ !! ସାମାଜିକ…

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ' ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ ହେବ। ଅବଶ୍ୟ…

ବିଜେପି ପାଇଁ ରିସ୍କ

 ପଲିଟିକସ ଫଲିଟିକସ  ବିଜେପି ପାଇଁ ରିସ୍କ ଜ୍ୟୋତି ପ୍ରକାଶ ମହାପାତ୍ର ଏବେ ଏମିତି ହିଁ କଥା ଉଠୁଛି । ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜେପି ଯେତେବେଳେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ, ସେତେବେଳେ ଏହା ରାଜ୍ୟରେ ଶାସକ ଦଳ ବିଜେଡ଼ି ସହ ଅଲିଖିତ ଚୁକ୍ତି କରିବା ପାଇଁ…

ଦୋଷମୁଣ୍ଡିଆ

ଦୋଷମୁଣ୍ଡିଆ ପରଂବ୍ରହ୍ମ ତ୍ରିପାଠୀ ରଜା ବୁଢା ହଉଥିଲେ। ପାଚିଲା ତାଳ, କି ଭରସା? ପୁଅ, ମାନେ ଯୁବରାଜ, ଅକ୍ସଫୋର୍ଡ କି ଷ୍ଟାନଫୋର୍ଡରେ ପଢୁଥିଲେ। ପାଠ ସରି ସାରିଥିଲା, ଖାଲି ଯାହା ଦେଶ ବିଦେଶ ବୁଲା ଚାଲିଥିଲା। ରାଜା ଯୁବରାଜଙ୍କୁ ନିଜ ଇଚ୍ଛା ଜଣେଇଲେ। ଯୁବରାଜ ବି ରାଜି ହେଲେ। ହେଲେ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…

ସେ ଅକୁହା କାହାଣୀସବୁକୁ ଲେଖିବ କିଏ?

ସେ ଅକୁହା କାହାଣୀସବୁକୁ ଲେଖିବ କିଏ? କେଦାର ମିଶ୍ର ସେ ମୁହଁଟି ମୋ ଆଖିରୁ ଯାଉନାହିଁ। ଯେତେଥର ଆଖି ବନ୍ଦ କରୁଛି ସେ ରକ୍ତାକ୍ତ ମୁହଁ ମୋତେ ବିଚଳିତ କରୁଛି। ସେ ସତସତିକା ମୁହଁକୁ ମୁଁ ପ୍ରତ୍ୟକ୍ଷ ଭାବରେ ଦେଖିନି। ଦେଖିଛି ଗୋଟେ ଫଟୋଗ୍ରାଫରେ। କଟକରୁ ଭୁବନେଶ୍ୱର ଫେରୁଥିବାବେଳେ ସେ…

ଗାଁ ଓ ଗପ

ଗାଁ ଓ ଗପ ଜ୍ୟୋତି ପ୍ରକାଶ ମହାପାତ୍ର ଜେଜେମା ଥିବ । ସଂଜ ନଇଁ ଆସୁଥିବ । ବହଳିଆ ଅନ୍ଧାର ଘୋଡେ଼ଇ ଆଣୁଥିବ ଗାଁକୁ । ନଈ ପଠାରୁ କୁହୁଡ଼ି ରକମ ଧୂଆଁ ଢାଙ୍କି ଦେଉଥିବ । ଆଉ ସେଇଠି ଖଞ୍ଜା ଘର ମଝିରେ ଥିବ ଚୂଲିଟେ । ତିଆରି ଚାଲିଥିବ ଚକୁଳି ଆଉ କେତେ ରକମର ପିଠା । ଜେଜେମା ପଣତ ଭିତରେ ପଶି…

ହେରଫେର ମହନୀତିର ମହାର୍ଘ ସୂତ୍ର

ହେରଫେର ମହନୀତିର ମହାର୍ଘ ସୂତ୍ର ପରଂବ୍ରହ୍ମ ତ୍ରିପାଠୀ ବଗଭାଇକୁ ବୋଉ ଯେବେ ବି କହିଛି ପାଞ୍ଚ କିଲୋ ଅଟା କି ଦୁଇ କିଲୋ ଚିନି ଆଣିବାକୁ, ସିଏ କେବେ ବି ରାଜି ହେଇନି। ଘରେ ତ ଗାଏ ମୋଟ ଲୋକ ତିନି ଜଣ, ପାଞ୍ଚ କିଲୋ ଆଣିକି କାହିଁକି ଗମରା କରିବା ଜିନିଷ। ବାବୁଙ୍କୁ ପରା ଡାଇବେଟିସ, ଚିନି…

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

 ମିଶ୍ରରାଗ  ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ କେଦାର ମିଶ୍ର ଲେଖା ନ ମାଡିବା ଯାଏ ଲେଖି ହୁଏନାହିଁ । ଏକଥା ଯେ କହିଥିଲେ, ସେ ଆମ ସାହିତ୍ୟର ସବୁଠୁ ବେଶୀ ଲେଖିଥିବା ଲେଖକଙ୍କ ଭିତରୁ ଅନ୍ୟତମ। ହଁ, ମୁଁ ଗୋପୀନାଥ ମହାନ୍ତିଙ୍କ କଥା କହୁଛି। ଗୋପୀ ବାବୁ ତାଙ୍କର ପ୍ରସିଦ୍ଧ…