Latest Odisha News

BREAKING NEWS

Browsing Category

ସାମ୍ପ୍ରତିକୀ

Sampratiki

ମା’ ଆସୁଛନ୍ତି ହେଲେ ସୁନା ଚାନ୍ଦି ମଧ୍ୟରେ ଚଣ୍ଡିପାଠ ଆଉ ଶୁଭୁନି

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଚାନ୍ଦି ମେଢ଼, ସୁନା ମୁକୁଟ, ବିଶାଳ ତୋରଣ, ଅହରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁଲ ଦାଲ ଭଷାଣି ଉତ୍ସବ ; ଇତ୍ୟାଦି ଇତ୍ୟାଦି। ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର ଅର୍ଥ ଆଦାୟର ଭୟାନକ କାହାଣୀ ? ଦୁର୍ଗାପୂଜା ଆଉ ସେକାଳର ଆରମ୍ଭ…

ପ୍ରଗତିଶୀଳ ନାମରେ ବୌଦ୍ଧିକ ଅପରାଧ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଏକ ୱେବ୍ ସିରିଜ୍ ର ଟପ୍ ପ୍ଲାଟଫର୍ମ ଉପରେ ବିବାଦ ଲାଗି ରହିଛି । ବିବାଦକୁ କେନ୍ଦ୍ର କରି ପୁନର୍ବାର ତାହା ଉପରେ ହେଉଛି ନେଟଫ୍ଲିକ୍ସ ଏବଂ ଏଥିରେ ପ୍ରଦର୍ଶିତ ସିରିଜ୍ ହେଉଛି 'ଏ ସୁଟେବଲ୍ ବୟ ' । ୧୯୯୩ ରେ ବିକ୍ରମ ସେଥଙ୍କ ପ୍ରକାଶିତ ଉପନ୍ୟାସ…

ଛାଡ଼ପତ୍ର ନୁହେଁ ଶେଷ ବିକଳ୍ପ

ନମ୍ରତା ଚଢାଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଛାଡପତ୍ର ଆବେଦନକୁ ଖାରଜ କରି କେରଳ ହାଇକୋର୍ଟ ତାଙ୍କ ବକ୍ତବ୍ୟରେ ବିବାହ ପ୍ରତିଷ୍ଠାନର ପବିତ୍ରତା ଏବଂ ଭାରତୀୟ ସାମାଜିକ ସଂସ୍କୃତିର ଉତ୍ତମ ଅଂଶ ବୋଲି ବର୍ଣ୍ଣନା କରିଛନ୍ତି। ଏହାର ଅର୍ଥ ହେଉଛି ଯେ ଯେତେ ପର୍ଯ୍ୟନ୍ତ ସମ୍ଭବ ହେଉଛି ଛାଡପତ୍ର ହେବା…

ଚାରି ଫୁଟରୁ ପଚାଶ ଫୁଟ, ତଥାପି ବହୁଦୂରେ ମୋ ସହର

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ପୁରୁଣା ଏବଂ ଆଧୁନିକ ଭୁବନେଶ୍ୱର ମଧ୍ୟରେ ଫରକ ଏତକି ପରମ୍ପରା ସହିତ ପାର୍ବଣ। ପୁରୁଣା ଭୁବନେଶ୍ୱରରେ ସାଇକେଲ ଧରି ସୁରୁଖୁର ଭାବେ ଦର୍ଶନ କରିହଉଥିବା ବେଳେ ଆଧୁନିକ ଭୁବନେଶ୍ୱରରେ ଦର୍ଶନ ଦୂରେଇ ଦୂରେଇ ଯାଉଛି। ଯଥା ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ…

ଆମ ଶିକ୍ଷା ବ୍ୟବସ୍ଥାର ହାଲ ଚାଲ, ଅଟ୍ଟାଳିକାରେ ସୀମିତ

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ବିଭିନ୍ନ ସମୟରେ ଦେଶ ବିଦେଶ ଭ୍ରମଣ କରିବାର ସୁଯୋଗ ମିଳିଛି। ଏହା ସହିତ ସେଠାକାର ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଗବେଷଣାଗାର ବୁଲିବାର ଏବଂ ଏଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଗବେଷଣାରତ ଅଧ୍ୟାପକମାନଙ୍କ ସହିତ କଥା ବାର୍ତ୍ତା ହେବାର…

ଶ୍ରୀମନ୍ଦିରର କିଛି ଶୃଙ୍ଖଳା ଅଛି କି?

ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ଅନ୍ତର୍ଦ୍ୱନ୍ଦ୍ୱରେ କାଶ୍ମୀର ଫାଇଲ୍ସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ରିଲିଜ୍ ହେଇଛି 'ଦି କାଶ୍ମୀର ଫାଇଲ୍ସ' ସିନେମା । ସିନେମାଟି ନିଚ୍ଛକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ରହିଛି ଦଳେ କ୍ରୁର, ହିଂସ୍ର ରାକ୍ଷସ କିଭଳି ଦାଦାଗିରି କରି ଲକ୍ଷାଧିକ କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ଦମନ ଲୀଳା ଚଳେଇ ତାଙ୍କୁ ନିଜ…

ଚାରିଫୁଟରେ ପାର୍ବଣ

ପରମ୍ପରା କେବଳ ଏକ ବାହାନା ଆମ ସଂସ୍କୃତିକୁ ବିଶୃଙ୍ଖଳିତ କରିବା ଏବଂ ଶୃଙ୍ଖଳିତ ହେବାର ମାଧ୍ୟମ ନଖୋଜିବା। ହେଲେ କିଛି ବର୍ଷ ହେଲା ଆମ ପରମ୍ପରା କହିଲେ ଦୁର୍ଗା ପୂଜାରେ ମୀନାବଜାର, ସାଂସ୍କୃତିକ ରଙ୍ଗାରଙ୍ଗୀ କାର୍ଯ୍ୟକ୍ରମ, ରାଜ ରାସ୍ତାରେ ମତୁଆଲା ଭସାଣି ଉତ୍ସବ ଏବଂ ନାହିଁ ନଥିବା ଭିଡ଼…

ମରୀଚିକା ପଛେ ଆଉ କେତେ ଧାଇଁବ ଧାଉଁ ଭୁବନେଶ୍ୱର

ଭୁବନେଶ୍ୱରରେ ଜିଜିପି କଲୋନୀରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଜଣେ ଛାତ୍ର କିଛି ବର୍ଷ ତଳେ  ପ୍ରଥମେ ଭାସିଯାଇଥିଲା । ତାହା ପରେ ଆଉ ଜଣେ ଛାତ୍ର ରାତ୍ରରେ ଭାସିଗଲେ । ଏହା ମଧ୍ୟରେ ଜଣେ ଗାଈ ଚରଉଥିବା ପିଲା ମଧ୍ୟ ଗଙ୍ଗୁଆରେ ଭାସିଗଲା । ଆଉ ଶୁଣିବାକୁ ପାଇଲି ଆଉ ଜଣେ ପିଲା ଆଜି…