Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଖସୁଛି କରୋନା ଗ୍ରାଫ: ଆଜି ରାଜ୍ୟରୁ ୫୦୫୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ଦୈନିକ କରୋନା କେସ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫ ହଜାର ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୫ହଜାର ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୯୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୨୫ । ୧୮ ବର୍ଷ ଭିତରେ ଆଉ ୬୬୭ ଜଣ…

ଦେଶରୁ ୨ଲକ୍ଷ ୫୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଅଢ଼େଇ ଲକ୍ଷ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ପ୍ରତିଶତ କମିଛି । ଆଜି ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୧ହଜାର ୨୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ୩୫ ହଜାର କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ପଜିଟିଭ୍…

ଓଡ଼ିଶାରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ !

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମୁଛି । ଆକ୍ଟିଭ କେସ ତଳମୁହାଁ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମଣର ବେସ୍ ଲାଇନ୍ ଆସିବା ଦରକାର । ଏବେ…

ଦେଶରୁ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଅଢ଼େଇ ଲକ୍ଷ ଉପରେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ଲକ୍ଷ ୮୬ହଜାର ୩୮୪ ସଂକ୍ରମିତ । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ…

କରୋନା ପଜିଟିଭ୍ ବାହାରିଲେ ୩ ମାସ ଯାଏ ନେଇ ପାରିବେନି ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ପାଇଁ ନୂ‌ଆ ଗାଇଡଲାଇନ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ ୩ ମାସ ଯାଏ ତାଙ୍କୁ ଟିକା ଦିଆଯିବନି । ଅର୍ଥାତ୍ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ । ପ୍ରିକସନ୍ ଡୋଜ୍ ପାଇଁ…

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନାମନ୍ତ୍ରୀ ତଥା ଜିଡିଏସ୍ ମୁଖ୍ୟ ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ଦେବେଗୌଡାଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛ । ଦେବେଗୌଡ଼ାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୭ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଅନୁଗୁଳରୁ ସର୍ବାଧିକ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ଓ ଯାଜପୁରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । Details of cases confirmed as death due to Covid-19, after due…

ଆଜି ଦେଶରୁ ୩ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ, ଗତକାଲି ଅପେକ୍ଷା ସାମାନ୍ୟ କମିଛି

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୭ହଜାର ୭୦୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୯ହଜାର ୫୫୦ କମ୍ ନୂଆ ମାମଲା ବାହାରିଛି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ ।…

ଓଡ଼ିଶାରେ ଖସୁୁଛି କରୋନା ଗ୍ରାଫ୍: ଆଜି ୮୮୪୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ଖସୁଛି । ଆଜି ୯ ହଜାର ତକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୧୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୧୭ । ୧୮ ବର୍ଷ…

ଆଜି ଦେଶରୁ ୩ଲକ୍ଷ ୪୭ ହଜାର କରୋନା ଆକ୍ରାନ୍ତ, ୭୦୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା କାୟା । ଅଢ଼େଇ ଲକ୍ଷ ତଳକୁ କମିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨୯ହଜାର ୭୨୨ ଅଧିକ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ୍ ୨୪ ଘଣ୍ଟାରେ ସଂକ୍ରମଣ ୯ ପ୍ରତିଶତ ବଢ଼ିଛି । ୨୪…