Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବ୍ରାଜିଲକୁ ୨୦ ଲକ୍ଷ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ଦେଲା ଭାରତ

ନୂଆଦିଲ୍ଲୀ: ସହାୟତାର ହାତ ବଢ଼ାଇଲା ଭାରତ । ବ୍ରାଜିଲକୁ ଦେଲା କରୋନା ଭ୍ୟାକ୍ସିନର ୨୦ ଲକ୍ଷ ଡୋଜ୍ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ, ବ୍ରାଜିଲକୁ କୋଭିଡ୍ ଭ୍ୟାକ୍ସିନ୍ ପଠାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜୟଶଙ୍କର ଲେଖିଛନ୍ତି- ବିଶ୍ୱର ଫାର୍ମାସୀ ଉପରେ ଭରସା ଅଛି ।…

ଓଡ଼ିଶାରୁ ଗତ ୨୪ ଘଣ୍ଟାରେ ୨୧୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। https://twitter.com/HFWOdisha/status/1352621465477160961?s=19 ଅଧିକ ପଢନ୍ତୁ- ଆଜି…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୫ ଆକ୍ରାନ୍ତ 

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। https://twitter.com/bmcbbsr/status/1352590345356210177?s=19 ଚିହ୍ନଟ…

୬ ଦିନରେ ଦେଶରେ କୋଭିଡ୍ ଟିକା ନେଲେଣି ୧୦.୫ ଲକ୍ଷ ହିତାଧିକାରୀ, ଜାଣନ୍ତୁ ଓଡ଼ିଶାରେ କେତେ ଜଣ ନେଇଛନ୍ତି…

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଜାରି ରହିଛି ଯୁଦ୍ଧ । ଭାରତରେ ଚଳିତମାସ ୧୬ ତାରିଖରୁ ଜାତୀୟ ଟିକାକରଣ ଦିବସରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଦେଶବ୍ୟାପୀ ଜାରି ରହିଥିବା ଟିକାକରଣର ୬ ଦିନ ମଧ୍ୟରେ ପାଖାପାଖି ୧୦ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ କୋଭିଡ୍ ଟିକା…

ଆଜି ରାଜ୍ୟର ୯ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ, ଚିହ୍ନଟ ହେଲେ ୧୫୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୁଇ ଶହ ଭିତରେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫ଟି । ୨୧ ଜିଲ୍ଲାରୁ ନୂଆ…

ସପ୍ତାହେ ଭିତରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭାକ୍ସିନ ଟିକା, ଏଣିକି ସିଏଚସିରେ ତିନି ଦିନ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ୍ ଟିକାକରଣ । ସପ୍ତାହେ ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିବ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ ଟିକା । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬.୫୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନାକୁ ହ୍ରାସ କରିବା ପାଇଁ କରୋନା ଟିକା ଅଭିଯାନ ଜାରି ରହିଥିବା ବେଳେ ଅନ୍ୟପଟେ କରୋନାର ଦୈନିକ ମାମଲାରେ ମଧ୍ୟ ବୃଦ୍ଧି ଘଯୁଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାରେ ଗଲେ ସାରା ବିଶ୍ୱରେ ୬ ଲକ୍ଷ ୫୫ ହଜାର ୨୭୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହି…

ଦେଶରୁ ୨୪ ଘଣ୍ଟାରେ ୧୪ହଜାର ପଜିଟିଭ୍, ମହାମାରୀ ନେଲା ଆଉ ୧୬୩ଜୀବନ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୫୪୫ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୬ଲକ୍ଷ ୨୫ ହଜାର ୪୨୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ମହାମାରୀ…

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଗ୍ନିକାଣ୍ଡ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୁନେ: ପୁନେର ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ଜୀବନ ଯାଇଛି। ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ମାନେ ମଧ୍ୟ ଦୁଖଃ…

ଦିନକରେ ଓଡ଼ିଶାରୁ ୨୨୪ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୦ ହଜାର ୫୪୫ରେ ପହଞ୍ଚିଛି। ଅଧିକ ପଢନ୍ତୁ- ଆଜି ଓଡ଼ିଶାରୁ…