Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ସଙ୍କଟ ବେଳେ କଳାକାରମାନଙ୍କ ମନୋବଳ ଦୃଢ କରୁଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’

ଭୁବନେଶ୍ୱର: ନୃତ୍ୟାନୁଷ୍ଠାନ ଲାସ୍ୟକଳା ପକ୍ଷରୁ ପ୍ରତି ରବିବାର ଆୟୋଜିତ ହେଉଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’ । ଲକ୍ ଡାଉନ ଯୋଗୁଁ ଘରେ ରହୁଥିବା ନୃତ୍ୟଶିଳ୍ପୀମାନଙ୍କର ଯେପରି ମନୋବଳ ଦୁର୍ବଳ ନ ହୁଏ ସେଥି ପାଇଁ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏପରି ଉଦ୍ୟମ…

ଭୁବନେଶ୍ୱରରେ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ସମେତ ୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର…

ଖୁସି ଖବର: ସଂକ୍ରମିତଙ୍କ ତୁଳନାରେ ବଢ଼ିଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଥମିବାର ନା ଧରୁନି । ତେବେ ଏହି ସଂକ୍ରମିତଙ୍କ ତୁଳନରେ ଏବେ ବଢ଼ିଛି ସୁସ୍ଥ ହାର । ବୁଧବାର ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦେଶରେ ଥିବା ମୋଟ ସକ୍ରିୟ ମାମଲାକୁ ଅତିକ୍ରମ କରିଛି ।…

ଏକାଥରକେ ସୁସ୍ଥ ହେଲେ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୨୮୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

କ୍ୱାରେଂଟିନ୍‌ରେ ଗଲେ ରାୟଗଡା ସିଡିଏମ୍‌ଓଙ୍କ ସମେତ ଅଫିସ୍ ଷ୍ଟାଫ

ରାୟଗଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୧୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ…

ସ୍ୱାସ୍ଥ୍ୟକର୍ମୀ ଆମ ହିରୋ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ । ସେମାନେ ଆମର ମୂଲ୍ୟବାନ ସମ୍ପତ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗ…

କରୋନା କଟକଣାକୁ ଫୁ’: ରାଉରକେଲାରେ ଶବ ଶୋଭାଯାତ୍ରା, ଭିଡିଓ ଭାଇରାଲ

ରଉରକେଲା: କରୋନା କଟକଣାକୁ ଫୁ’ । ଚୁଲିକୁ ଗଲା ସାମାଜିକ ଦୂରତା । ୬ ଫୁଟ ଦୂରତା କ’ଣ ୬ ଇଂଚ ବି ରହିଲାନି । ହଜାର ହଜାର ଲୋକ ଏକାଠି ହୋଇ ବାହାରିଲେ ଶୋଭାଯାତ୍ରାରେ । ରାସ୍ତା ଉପରେ ଦେଖିବାକୁ ମିଳିଲା ଜନସମୁଦ୍ର । ରାଉରକେଲାର ଏହି ଦୃଶ୍ୟ ଏବେ ଜାତୀୟ ଗଣମାଧ୍ୟମର ହେଡ୍ ଲାଇନ ପାଲଟିଛି ।…

ଭୁବନେଶ୍ୱରର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା: ହୋମ କ୍ୱାରେଣ୍ଟାଇନରେ ୫୦ ପରିବାର

ଭୁବନେଶ୍ୱର: ରାଜଧାନୀର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା । ଭୁବନେଶ୍ୱର ମହାନଗର ନିଗମର ୧୭ନମ୍ବର ୱାର୍ଡ ଅନ୍ତର୍ଗତ ବିଶ୍ୱେଶ୍ୱର ବସ୍ତିରୁ ବୁଧବାର ଦିନ ଚିହ୍ନଟ ହୋଇଛନ୍ତି ଦୁଇ ସଂକ୍ରମିତ। ଉଭୟେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସୂଚନା।ଉଭୟଙ୍କୁ କୋଭିଡ ହସ୍ପିଟାଲକୁ…

୨୪ ଘଣ୍ଟାରେ ୧୧୦ ନୂଆ ମାମଲା ସହ ରାଜ୍ୟରେ ୩୨୫୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ୧୧୦ ଆକ୍ରାନ୍ତଙ୍କ…

ଭୟଙ୍କର ହେଉଛି କରୋନା; ଦେଶରେ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୬୫୮୩ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୪୫ ଛୁଇଁଛି । ଗତ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ…