Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବ ‘ମୋ ସହାୟ’ ଆପ୍‌

ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କୁ ଏଣିକି କାମ ଯୋଗାଇ ଦେବ ବ ‘ମୋ ସହାୟ’ ଆପ୍ । ଶ୍ରମିକଙ୍କ କାର୍ଯ୍ୟଦକ୍ଷତା ଓ ସେମାନଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ କାମ ମିଳିବ । ଓଡିଶାର କିଛି ପ୍ରଫେସର, ଇଂଜିନିଅରିଂ ଛାତ୍ର ଓ କମ୍ପାନୀର ମାଲିକ ମିଶି ଦେଶର କୋଣ…

ସଟ୍‌ଡାଉନ ବୃଦ୍ଧି ନେଇ ଗୁଜବକୁ ଖଣ୍ଡନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ବ୍ୟତୀତ ସଟ୍‌ଡାଉନ୍ ବୃଦ୍ଧି କରାଯିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ୍ତ ଜେନା । ଅନ୍ୟଦିନ ସଟ୍‌ଡାଉନ୍ ବୃଦ୍ଧି ହେବା ନେଇ…

ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲର ୪ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତରଙ୍କ ମଧ୍ୟରେ ୩ ଜଣ ସିନିୟର ରେସିଡେଂଟ ଡାକ୍ତର ଥିବା ବେଳେ ଜଣେ ଜୁନିଅର ରେସିଡେଂଟ ଡାକ୍ତର ଅଛନ୍ତି। ଏନେଇ ଏମ୍ସର…

କରୋନା ସହ ଲଢେଇ: ସେବାୟତଙ୍କ ଲାଗି ହୋମିଓପ୍ୟାଥି

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ସଫଳତାର ସହିତ ସମାପନ ହେବାପରେ ଏବେ ଶ୍ରୀଜୀଉମାନଙ୍କର ଅଣସର ପିଣ୍ଡିରେ ଚାଲିଛି ଅଣସର ନୀତି । କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଗରେ ରହିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।…

କେଜ୍ରିୱାଲଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । ତାଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ । କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ଗତକାଲି ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ନିଆ…

ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ପଶିଲା କରୋନା । ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଉଭୟଙ୍କ କୌଣସି କରୋନା ଲକ୍ଷଣ ନଥିଲା । ତଥାପି ଦୁହିଁଙ୍କ କରୋନା ଟେଷ୍ଟ…

ଗଞ୍ଜାମରେ ‘ଓଏସ୍‌ଏସ୍‌ଏଫ୍‌’ର ଯବାନଙ୍କୁ କରୋନା

ଗଞ୍ଜାମ: ଓଏସ୍ଏସ୍ଏଫ୍ ଯବାନଙ୍କୁ କରୋନା । ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ହୁମା ଅଂଚଳରେ ଥବବା ସଂଗରୋଧ କେନ୍ଦ୍ରର ପେଟ୍ରୋଲିଂ ଦାୟିତ୍ୱରେ ଥିବା ଓଏସ୍ଏସ୍ଏଫ୍ର ଜଣେ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ ପାରଳା…

ଏବେ ଟ୍ରେଣ୍ଡରେ ‘ମାସ୍କ’ ଫ୍ୟାସନ

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଭୟରେ ବାହାରକୁ ବାହାରିବା ଉପରେ କଟକଣା । ମଲ, ସିନେମା ହଲ ସବୁ ବନ୍ଦ । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ବ୍ୟବହାରକୁ ଦୃଷ୍ଟିରେ ରଖି ବଜାରରେ ଭଳିକି ଭଳି ମାସ୍କ ମିଳୁଛି । ତେବେ ଏବେ ଟ୍ରେଣ୍ଡରେ ରହିଛି ଫ୍ୟାସନେବଲ ମାସ୍କ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା…

ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା ହୋଇଛି । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇ୍‌ଥିବା ଅଭିଯୋଗ ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ…