Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କ ପାଖରେ ନେହୁରା ହେଲେ ତବଲିଗ ଜମାତର ସଦସ୍ୟ

କାନପୁର: କରୋନାର ଭୟାବହ ଓ ବିକଟାଳ ରୂପକୁ ତବଲିଗ ଜମାତର ସଦସ୍ୟମାନେ ଭଲ ଭାବେ ବୁଝିବା ଆରମ୍ଭ କରିଛନ୍ତି । ହ୍ୟାଲେଟ ଡାକ୍ତରଖାନାରେ ଗୁରୁବାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ଡାକ୍ତର ଓ ନର୍ସଙ୍କୁ ସେମାନେ ଖରାପ ବ୍ୟବହାର କରିଥିଲେ ଆଜି କରୋନା କବଳରୁ ବଂଚାଇବା ପାଇଁ…

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କୋଭିଡ-୧୯ ଜରୁରୀକାଳିନ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍…

କରୋନା ଭାଇରସ ସଂକ୍ରମଣରେ ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋଙ୍କ ମୃତ୍ୟୁ

ରୋମ:ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋ ସାବିଏ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ତାଙ୍କ ବାପାଙ୍କ ଜୀବନ ମଧ୍ୟ କରୋନା ଭାଇରସ ନେଇଥିଲା । ୧୯୮୪ ଲସ୍‌ଏଞ୍ଜେଲ୍ସ ଏବଂ ୧୯୮୮ ସିଓଲ ଅଲିମ୍ପିକ୍ସରେ ସେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଥିଲେ।  ଇଟାଲିଆନ…

ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ସୁପାରିଶ

ଭୁବନେଶ୍ୱର: ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖାଯାଉ । ଏନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ ଯାଏଁ ଲକଡାଉନ୍ ଅବଧି ବଢ଼ାଇବା ସହ ଟ୍ରେନ୍ ଓ ବିମାନ ସେବାକୁ ବନ୍ଦ…

କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍‌: ମଧ୍ୟପ୍ରଦେଶ ସରକାର

ଭୋପାଲ: କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍ । ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କଡା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଯଦି କୌଣସି ବ୍ୟକ୍ତି କରୋନା…

ଏମ୍‌କେସିଜି, ବୁର୍ଲା ଓ ଆଇଜିଏଚ୍‌ରେ ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ତିନିଟି ହସପିଟାଲରେ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ଆଣ୍ଡ ହସପିଟାଲ, ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲ ଏବଂ ବୁର୍ଲାର ବୀର ସୁରେନ୍ଦ୍ର ସାଏ…

କରୋନା ସଂକ୍ରମଣ ନେଇ ଆଠ ଜିଲ୍ଲାରେ ଚିନ୍ତା ବଢିଲା

ଭୁବନେଶ୍ୱର : ଗୁରୁବାର ଢେଙ୍କାନାଳ ସହରରୁ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏହା ମହାମାରୀ ରାଜ୍ୟର ଆଠଟି ଜିଲ୍ଲା ଛୁଇଁଛି ।ଏଥି ସହିତ ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱରରେ ଏହି ସଂଖ୍ୟା ୩୪ ଥିବା…

ରାଜ୍ୟରେ ଖୁବଶୀଘ୍ର ୧ଲକ୍ଷ ରାପିଡ୍ କୋଭିଡ-୧୯ ଟେଷ୍ଟିଂ ସୁବିଧା: ନବୀନ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ବ୍ୟାପି ଚାଲିଥିବା ବେଳେ ଏହାର ଚିକିତ୍ସା ସୁବିଧା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଖୁବଶୀଘ୍ର ଏକାଥରକେ ୧ ଲକ୍ଷ କୋଭିଡ-୧୯ ରାପିଡ୍ ଟେଷ୍ଟିଂ ସୁବିଧା କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ନବୀନ ତାଙ୍କ…

ଲକ୍‌-ଡାଉନରେ କେରଳ ପୋଲିସର କ୍ରିକେଟ୍ କମେଣ୍ଟ୍ରି !

କେରଳ: ସୋସିଆଲ୍ ମିଡିଆରେ ଭାଇରାଲ୍ କେରଳ ପୋଲିସର ଲକ୍‌-ଡାଉନ୍ ଭିଜୁଆଲ୍ । ମାଡ କି ଗିରଫ କରି ନୁହେଁ ବରଂ କ୍ରିକେଟ କମେଣ୍ଟ୍ରି ଜରିଆରେ ଲୋକ ହେଉଛନ୍ତି ସଚେତନ । Drone sightings during lockdown... pic.twitter.com/kN3a4YCJ5D — Kerala Police (@TheKeralaPolice)…

ମୁହଁରେ ମାସ୍କ ନଥିଲେ ଗ୍ରୋସରୀ ମନା

ଗଞ୍ଜାମ: ମାସ୍କ ନଥିଲେ ଗ୍ରୋସରୀ ନାହିଁ । ମାସ୍କ ନଥିଲେ ମିଳିବନି ପନିପରିବା । ଖାଲି ସେତିକି ନୁହେଁ ଏଣିକି ମାସ୍କ ପିନ୍ଧିନଥିଲେ ଦୋକାନୀ ଔଷଧ ବି ଦେବେନି । ଗଞ୍ଜାମ ଜିଲ୍ଲାପାଳ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା…