Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ତୁଳସୀ ବିବାହକୁ ନେଇ କଣ ରହିଛି ପରମ୍ପରା, ଧାର୍ମିକ ଓ ପୌରାଣିକ ମହତ୍ତ୍ୱ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ। ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ। ଯେଉଁ ମହିଳାମାନେ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି, ତାଙ୍କୁ ସୌଭାଗ୍ୟ, ସମୃଦ୍ଧି ଓ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି…

‘ସିବିଏସଇ’ ଓ ‘ଆଇସିଏସଇ’ର ବାର୍ଷିକ ବୋର୍ଡ ପରୀକ୍ଷା ସୂଚୀ ଘୋଷିତ

ଭୁବନେଶ୍ୱର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଓ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ଏହାର ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା ହୋଇଛି । 'ସିବିଏସଇ'ର ଘୋଷଣା ଅନୁସାରେ ଆଗାମୀ ଫେବୃଆରୀ ୧୫ ତାରିଖରୁ ଉଭୟ…

ଶ୍ରୀଜୀଉଙ୍କ ବନକଲାଗି ନୀତି; ଆଜି ୪ ଘଣ୍ଟା ଯାଏଁ ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅର୍ଥାତ ଶୀମୁଖ ସିଂହାର ନୀତି ଯୋଗୁଁ ୪ ଘଣ୍ଟା ଯାଏଁ ଦର୍ଶନ ବନ୍ଦ ରହିବ । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ପରେ…

ଶ୍ରୀକ୍ଷେତ୍ରରେ ଶ୍ରୀରାଧା-ଶ୍ରୀକୃଷ୍ଣ; ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ସାକ୍ଷୀଗୋପାଳ !

ପୁରୀ: ଶ୍ରୀକୃଷ୍ଣ-ଶ୍ରୀରାଧାଙ୍କ ଅତ୍ୟନ୍ତ କମନୀୟ ମୂର୍ତ୍ତି ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି । ଶ୍ରୀମନ୍ଦିରରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଦେଶବିଦେଶରୁ ଆସିଥିବା ହଜାର ହଜାର ଶ୍ରୀକୃଷ୍ଣଭକ୍ତମାନେ ଦର୍ଶନ କରି ନିଜକୁ କୃତାର୍ଥ କରିଥାଆନ୍ତି । ଶ୍ରୀମନ୍ଦିରସ୍ଥ ପଶ୍ଚିମ ପାଶ୍ୱର୍ ଭିତର…

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ‘ପହିଲିଭୋଗ’ ନୀତି…

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି,ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ।ପୌରାଣିକ ମତ ଅନୁଯାୟୀ ଭାରତ ର…

ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣ ମାଳ !

ବାରାଣସୀ: ଦେଶରେ ପିଆଜ ରସୁଣର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ନିକଟ ବାରାଣସୀରେ ଏକ ବିବାହ ଉତ୍ସବରେ ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିଆଜ ଓ ରସୁଣର ମାଳ ପିନ୍ଧାଇଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ବିବାହରେ ସାମିଲ ହୋଇଥିବା…

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର; ଶିମିଳିପାଳ ଓ ସାତକୋଶିଆରେ ହେବ ଜଙ୍ଗଲ ସଫାରୀ !

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଆରମ୍ଭ ହେଉଥିବା ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନର ଗୁଡ଼ଗୁଡ଼ି ଓ ଦେବସ୍ଥଳୀ ମଧ୍ୟରେ ଥିବା ୨୫ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ଏହି ଜଙ୍ଗଲ ସଫାରୀ ନିର୍ମିତ…

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ | ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ କୁତାମଚଣ୍ଡୀ; ଦେବୀଙ୍କ ପ୍ରଭାବରେ ମନ୍ଦିର ଛାଇ ମାଡ଼ିପାରନ୍ତିନି କୁକୁର !

ପୁରୀ: ମୁକ୍ତିମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତା) ଉପରେ ବିରାଜିତା ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ କୁତାମ ଚଣ୍ଡୀ ରୂପରେ ପୂଜିତା । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାଖ କାନ୍ଥରେ (ଜଗମୋହନ ଆଡକୁ ମୁହଁ କରି) ଏକ କୁକୁର…

ଇସ୍ରୋ ଯିବେ ଓଡିଆ ପୁଅ; ଜାଣନ୍ତୁ କାହିଁକି

ମାଲକାନଗିରି: ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ମେଧାବୀ ଛାତ୍ର। ମାଲକାନଗିରି ଜିଲ୍ଲା ବାଲିମେଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀ ଛାତ୍ର…