Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏବେବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ !

ଭୁବନେଶ୍ୱର: ଆଜିକୁ ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରହସ୍ୟ ଘେରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହି ଉକ୍ତିଟିକୁ କହିଥିବା ଭାରତର ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ଆଜି ପୁଣ୍ୟତିଥି । ୧୯୪୫ ମସିହା ଅଗଷ୍ଟ…

ସାମାଜିକ ସଂସ୍କାରର ବାର୍ତ୍ତାବହ: ଗାୟକ ଦତ୍ତକୃଷ୍ଣ ପଣ୍ଡା

ଭୁବନେଶ୍ୱର: ପାଲାକୁ ସାହିତ୍ୟ ସଙ୍ଗୀତଠାରୁ ନେଇ ସାମାଜିକ ସଂସ୍କାର ଓ ବେଦ, ବେଦାନ୍ତ, ଦର୍ଶନ ପାଖରେ ପହଞ୍ଚାଇବାରେ ଯେଉଁ କେତେଜଣ ଗାୟକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଦର୍ଶନ ତରଙ୍ଗ ଦତ୍ତକୃଷ୍ଣ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଷଣ୍ଢପଲ୍ଲୀ…

ଚାଲନ୍ତୁ ବୁଲିଯିବା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାର ମୟୂରଭଞ୍ଜରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏଠାକାର ସୁନ୍ଦର ପରିବେଶ ସାଙ୍ଗକୁ ପ୍ରାକୃତିକ ଶୋଭରାଜି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ । ଭାରତର ଜାତୀୟ ଉଦ୍ୟାନ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ…

ଫୋନ ହଜିଗଲେ ମଧ୍ୟ ହ୍ଵାଟସଆପ୍‌ ଚାଟକୁ ରଖନ୍ତୁ ସୁରକ୍ଷିତ, ଜାଣନ୍ତୁ କେମିତି

ଭୁବନେଶ୍ୱର: ଆଜିକାଲି ପ୍ରାୟତଃ ସମସ୍ତେ ମେସେଜ କରିବା ପାଇଁ ହ୍ଵାଟସଆପକୁ ବ୍ୟବହାର କରୁଛନ୍ତି। ଏହି ଆପ୍‌ ମାଧ୍ୟମରେ ବହୁତ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ହେବା ସହ ଅନ୍ୟ ସବୁ ଡାଟା ମଧ୍ୟ ଷ୍ଟୋର କରି ରଖୁଛନ୍ତି । ଯଦି କେବେ ଆପଣଙ୍କ ଫୋନ ହଜିଯାଏ ତେବେ କିପରି ଆପଣଙ୍କ ଚାଟ୍‌ ଏବଂ…

ଜାଣନ୍ତିକି, ଆମେରିକାର ଜାତୀୟ ପତାକା ଡିଜାଇନ କରିଥିଲା ଏକ ସ୍କୁଲପିଲା!

ଜାତୀୟ ପତାକା ଗୋଟେ ଦେଶର ପରିଚୟ ହୋଇଥାଏ । ଏହାସହ ଯୋଡି ରହିଥାଏ ଦେଶର ଗୌରବମୟ ଇତିହାସ । ନିଜ ଦେଶର ଜାତୀୟ ପତାକା ପାଇଁ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଭରିଥାଏ ଅଜସ୍ର ସମ୍ମାନ ଓ ଶ୍ରଦ୍ଧା । ମାତ୍ର ଆପଣ ଜାଣନ୍ତି କି ଆମେରିକା ଭଳି ଏକ ବିଶାଳ ରାଷ୍ଟ୍ରର ଜାତୀୟ ପତାକା ଡ଼ିଜାଇନ…

ନୈନା ଦେବୀଙ୍କ ଦର୍ଶନ କଲେ ଭଲ ହେବ ଚକ୍ଷୁ ସମସ୍ୟା !

ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିଟିକୁ ଯଥାର୍ଥତା ଦେଇଛନ୍ତି ମା ନୈନା ଦେବୀ । ଉତ୍ତରାଖଣ୍ଡସ୍ଥ ନୈନା ହ୍ରଦର ଉତ୍ତର କୂଳରେ ଅବସ୍ଥିତ ମାଆ ନୈନା ଦେବୀଙ୍କ ମନ୍ଦିର । ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି…

ଗୁରବାରରେ ମାନନ୍ତୁ ଏହିସବୁ କଥା, ଧନଧାନ୍ୟରେ ଘର ପୁରି ଉଠିବ

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ। ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। -ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ।…

ପୂଜା କରନ୍ତୁ ବଜରଙ୍ଗବାଲିଙ୍କୁ, ଦୂରେଇ ଯିବ ଏହି ସବୁ ସମସ୍ୟା

ଅସାଧ୍ୟ ରୋଗରୁ ମୁକ୍ତି ପାଇଁ ପ୍ରାତଃକାଳରେ ନାଲି ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ଭଗବାନ ହନୁମାନଙ୍କୁ ନାଲି ଫୁଲମାଳା ଚଢାଇ, ଦୀପ ଲଗାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହା ସହ 'ସଙ୍କଟମୋଚନ ହନୁମାନ ପାଠ' ୧୧ ଥର ଜପ କରନ୍ତୁ । ଋଣରୁ ମକ୍ତି ପାଇବା ପାଇଁ…

ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ, ଗୁଗୁଲ୍ ଜାରି କଲା ଡୁଡୁଲ୍

ନୂଆଦିଲ୍ଲୀ: ସାରା ଦେଶରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡୁଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ଶୈବାଲିନୀ କୁମାର ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧୫…

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଓଡିଆ ସିନେମା

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ। ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଏହି…