Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାଣନ୍ତୁ, ଆଉ କେଉଁବର୍ଷ ଅଗଷ୍ଟ ୧୫ରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଥିଲା !

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଯାହାକୁ ସାରା ଦେଶରେ ବଡ ଧୁମଧାମ୍ ଓ ଆନନ୍ଦ ଉଲ୍ଲାସର ସହ ପାଳନ…

ରାଶି ଅନୁସାରେ ବାନ୍ଧନ୍ତୁ ଭାଇଙ୍କୁ ରାକ୍ଷୀ

ଆସନ୍ତା କାଲି ରାକ୍ଷୀପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଦିନ । ଭାଇ ହାତରେ ଭଉଣୀ ବାନ୍ଧିବ ସେନେହର ଡୋର । ନିଜ ଭାଇର ଶୁଭ ମନାସୀ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାଇଙ୍କ ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ । ଜାଣନ୍ତୁ କେଉଁ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ରାଶି ପାଇଁ ଶୁଭ ହେବ । ମେଷ: ଏହି…

ବୁଲି ଯାଆନ୍ତୁ, ପ୍ରାକୃତିକ ନୈସର୍ଗିକତାରେ ଭରା କୁଲ୍ଲୁ-ମନାଲି

ଆପଣ ବହୁତ ସ୍ଥାନ ପରିଭ୍ରମଣ କରିଥିବେ । କିନ୍ତୁ ଥରେ କୁଲ୍ଲୁ-ମନାଲିରେ ପାଦ ପଡିଲେ, ଆଉ ସେଠାରୁ ଫେରିବାକୁ ମନ ଚାହିଁବନି । ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମଧ୍ୟରେ କୁଲ୍ଲୁ-ମନାଲି ହେଉଛି ଅନ୍ୟତମ। ହିମାଚଳ ପ୍ରଦେଶରେ ଅବସ୍ଥିତ ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ…

ପୂର୍ବରୁ ‘କମଳା’ର ରଙ୍ଗ ଥିଲା ସବୁଜ !

କମଳା ଏକ ଲୋଭନିୟ ଫଳ । ଏହାକୁ ଦେଖିଦେଲେ ପାଟିରୁ ଲାଳ ବୋହିଆସିଥାଏ । ପୂର୍ବରୁ ଏହା କେବଳ ଶୀତଦିନେ ମିଳୁଥିଲା । କିନ୍ତୁ ଏବେ ଏହା ପ୍ରାୟତଃ ସବୁ ସମୟରେ ବଜାରରେ ମିଳୁଛି । ଆଜକୁ ପ୍ରାୟ ୪ହଜାର ବର୍ଷ ପୂର୍ବେ ସାଉଥ ଇଷ୍ଟ ଏସିଆରେ ପ୍ରଥମଥର ପାଇଁ ଏହାକୁ ଚାଷ କରାଯାଇଥିଲା । ପରେ ଏହା…

ସୁରମଣି ପଣ୍ଡିତଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ନମାମି…

ପ୍ରକୃତି ଓ ସଂସ୍କୃତି ଯେଉଁଠି ହୋଇଛନ୍ତି ଏକାକାର: ବରଗଡ଼ର ନୃସିଂହ ନାଥ ପୀଠ

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ କଳା ସଂସ୍କୃତିରେ ଭରା ଉତ୍କଳର କୋଣ ଅନୁକୋଣ । ସତେ ଯେପରି ଏଇଠି ପ୍ରକୃତି ଖୋଲି ବସିଛି ତାର ଅସୁମାରୀ ରୂପର ପସରା । କୁଳୁକୁଳୁ ଝରଣାର ନାଦ ସାଙ୍ଗକୁ, ବଣଜଙ୍ଗଲର ସଁ ସଁ ଶବ୍ଦ ଉଲ୍ଲସିତ କରାଇଦିଏ ମନପ୍ରାଣ । ସେହିପରି ଏକ ସ୍ଥାନ ହେଉଛି ପଶ୍ଚିମ ଓଡ଼ିଶା…

ବର୍ଷାଦିନେ ବୁଲି ଯାଆନ୍ତୁ କର୍ଣ୍ଣାଟକର ‘ଯୋଗ ଜଳପ୍ରପାତ’

କର୍ଣ୍ଣାଟକର ସାଗର ନାମକ ସ୍ଥାନରେ ଥିବା ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ ଜଳପ୍ରପାତ ନାଁରେ ପରିଚିତ। ସରାବତୀ ନଦୀଧାରରୁ ସୃଷ୍ଟି ହୋଇଥିବା ଏହି ଜଳପ୍ରପାତ ୨୫୩ ମିଟର ଉଚ୍ଚତା ବିଶିଷ୍ଟ । ସ୍ଥାନୀୟ ଯୋଗ ନାମକ ଏକ…

ଅଗଷ୍ଟ କ୍ରାନ୍ତି ଦିବସ: ଆଜିର ଦିନରେ ସ୍ୱାଧୀନତା ଲାଗି ଶଙ୍ଖନାଦ କରିଥିଲେ ଗାନ୍ଧିଜୀ

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ଖାସକରି ଏହିଦିନକୁ ମନେ ରଖିବା ତଥା ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି…

ନିଜ ବାଡ଼ିରେ ଲଗାନ୍ତୁ ଏହି ସବୁ ଗଛ, ଘରେ ଭରିଯିବ ସୁଖ, ଶାନ୍ତି ଓ ସମୃଦ୍ଧି

ପରିବାରର ସୁଖଶାନ୍ତି ବଜାୟ ରହୁ ବୋଲି କିଏବା ନଚାହେଁ ! ଘର ଧନଧାନ୍ୟରେ ପୁରି ଉଠୁ, ଘରକୁ ସମସ୍ୟା ନ ଆସୁ ବୋଲି ସମସ୍ତେ ଚାହାଁନ୍ତି । ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ…

ଦିଲ୍ଲୀ ଗଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଚାହାନ୍ତି । ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର ସଂସ୍କୃତି, ପରମ୍ପରା ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଆମ ଦେଶ ଭାରତ ଏକ ଐତିହ ଓ ପରମ୍ପରା ସମ୍ପନ୍ନ ରାଷ୍ଟ୍ର । ଏହାର ପ୍ରତ୍ୟେକଟି ସ୍ଥାନ ପ୍ରତିପାଦନ କରେ ଏହି…