Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଖଣ୍ଡାଧାର ଜଳପ୍ରପାତ: ଖଣ୍ଡା ଧାର ପରି ଜଳ ସ୍ରୋତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ରାଜ୍ୟ ଓଡ଼ିଶା। ପ୍ରକୃତି ଏଠାରେ ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି ଦେଇଥିବା ପରି ମନେହୁଏ। ଆଉ ଏହି ଓଡିଶାରେ ଅନେକ ଜିଲ୍ଲା ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ। ଏହି…

କୋଣାର୍କ ମନ୍ଦିର ଲାଗି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହେଲେ ‘ଆମିକସ କ୍ୟୁରୀ’

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବରିଷ୍ଠ ଆଇନଜୀବୀ ଏନ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ଲାଗି ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଏଥିସହିତ ତାଙ୍କୁ ଏହି ପୁରାତନ ମନ୍ଦିର ସମ୍ପର୍କୀତ ଏକ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବେ । ଏସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲା…

ଆଜି ନାଗପଞ୍ଚମୀ, ୧୨୫ ବର୍ଷ ପରେ ଶ୍ରାବଣ ସୋମବାରର ପବିତ୍ର ଯୋଗ…

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଓଡ଼ିଶା ସମେତ ଆଜି ସମଗ୍ର ଭାରତରେ ପାଳିତ ହେଉଛି ନାଗପଞ୍ଚମୀ । ଜ୍ୟୋତିଷଙ୍କ ମତରେ ଏହି ଯୋଗ ୧୨୫ ବର୍ଷରେ ପଡୁଥିବାରୁ ଆଜିର ଦିନ ଅତ୍ୟନ୍ତ ପବିତ୍ର । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ମହାଦେବ ଶିବଙ୍କୁ ଆଜି ଜଳାଭିଷେକ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ମହାଦେବଙ୍କ ପୂଜାର୍ଚ୍ଚନା ଲାଗି ସାରା ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା କାଉଡିଆମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ,…

ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ମହୋତ୍ସବ

ପୁରୀ: କଥାରେ ଅଛି ଜଗନ୍ନାଥ ଧାମ ପୁରୀରେ ବାର ମାସରେ ତେର ପର୍ବ ପାଳନ ହୁଏ। ରଥଯାତ୍ରାକୁ ଦିନ କେତେଟା ନବିତୁଣୁ ପୁଣି ଉତ୍ସବ ମୁଖର ବଡ଼ଦାଣ୍ଡ । ପୁରୀରେ ଆଜି ଠାରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ । ପୁରୀ ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବ ।…

ଶ୍ରାବଣର ପ୍ରଥମ ସୋମବାର ପାଇଁ ପ୍ରସ୍ତୁତ ଲିଙ୍ଗରାଜ ମନ୍ଦିର, ଜାଣନ୍ତୁ କ’ଣ ରହିଛି ନିର୍ଘଣ୍ଟ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ଶନିବାର ଅପରାହ୍ନରୁ କାଉଡିଆ ମାନେ ପ୍ରଭୁଙ୍କ ଜଳାଭିଷେକ ନିମନ୍ତେ ଏଠାରେ ଭିଡ଼ ଜମାଇଲେଣି । ଶାନ୍ତି ଶୃଙ୍ଖଳାରେ ଦର୍ଶନ କାର୍ଯ୍ୟ କରାଇବା ପାଇଁ ମନ୍ଦିର ପ୍ରଶାସନର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ।…

ଜାଣନ୍ତୁ, ଶ୍ରାବଣର ସୋମବାର କଲେ କଣ ମିଳିବ ଫଳ

ଭୁବନେଶ୍ୱର: ଆରମ୍ଭ ହୋଇଗଲା ଶ୍ରାବଣ ମାସ । ଏବେ କାଉଡିଆ ମାନେ ମହାଦେବ ଶଙ୍କରଙ୍କୁ ଜଳାଭିଷେକ କରାଇବା ନିମନ୍ତେ ସଜବାଜ ହେବେଣି । ମାନ୍ୟତା ରହିଛି ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କୁ ଜଳାଭିଷେକ କରାଇଲେ ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ । ପୁରାଣ ଅନୁସରର ମଧ୍ୟ ଶ୍ରାବଣ ମାସର…

ପୃଥିବୀ ପୃଷ୍ଠକୁ ଖସି ପଡିଛି ନୀଳ ଗଗନର ପରୀ

ଭୁବନେଶ୍ୱର: ପରୀ ରାଇଜର କାହାଣୀ ଆମେ ପ୍ରାୟ ସମସ୍ତେ ଶୁଣିଥିବା । କିଛି ନହେଲେ ବି ପରୀମାନଙ୍କ ବିଷୟରେ ବହିରେ ପଢ଼ିଥିବା, ନହେଲେ ସିନେମାରେ ଦେଖିଥିବା। କିନ୍ତୁ ସତରେ କଣ କେହି କେବେ ପରୀକୁ ଦେଖିଥିବ, ନା ଖାଲି ଏହା ମନଗଢ଼ା କାହାଣୀ? ସାରା ଦୁନିଆରେ ବର୍ତ୍ତମାନ ଏହି ଖବର ଏବେ ନିଆଁ…

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର: ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରିବାର ଚିରାଚରିତ ପରମ୍ପରାକୁ ନେଇ ପୁନଃଶ୍ଚ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଚଳିତ ମାସ ୨୦ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ହୋଟେଲ୍ କ୍ରାଉନଠାରେ ଆୟୋଜନ କରାଯାଇଥିଲା ।…