Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା

ଭୁବନେଶ୍ୱର: ମଦନ ମୋହନ ଜେନା ସଂପ୍ରତି ଓଡିଶାର ଜଣେ ପ୍ରତିଷ୍ଠିତ ପାଲା ଗାୟକ । ୧୯୬୧ ମସିହା ଫେବ୍ରୁଆରୀ ୯ ତାରିଖରେ କଟକ ଜିଲ୍ଲାର ନିଆଳୀ ନିକଟସ୍ଥ ଦହିଜଙ୍ଗ ଗ୍ରାମରେ ଜନ୍ମ କରନ୍ତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା । ବାପା ଗନ୍ଧର୍ବ ଜେନା ଓ ମାଆ ହାରାମଣି ଜେନାଙ୍କ ତିନି ପୁଅ ଓ…

ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ସଠିକ୍ ଗୁରୁତ୍ୱ ଦେଇନାହାନ୍ତି: ପୁରୀ ଗଜପତି

ପୁରୀ: ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଠିକ୍ ଭାବେ ଦୃଷ୍ଟି ଦେଇନାହାନ୍ତି ବୋଲି ଶନିବାର ଦିନ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନବନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାରଙ୍କ ସହିତ ରାଜପ୍ରାସାଦରେ ଆଲୋଚନା ପରେ ଗଣମାଧ୍ୟମର…

ମୟୂରଭଞ୍ଜ ପାଉଁଶିଆରେ ଆରମ୍ଭ ହେଲା ପ୍ରସିଦ୍ଧ ଭୀମ ମେଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପାଉଁଶିଆ ଗ୍ରାମରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଭୀମ ମେଳା । ଦୀର୍ଘ ୪୧ ବର୍ଷ ଧରି ଚାଲୁଥିବା ଏହି ପ୍ରସିଦ୍ଧ ମେଳା ଭୀମ ଏକାଦଶୀଠାରୁ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି । ବଡ଼ସାହି ପାଉଁଶିଆ ଗ୍ରାମରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚର ସୁନ୍ଦର…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଓଡିଶାକୁ ମିଳିବ ଟୁରିଜିମ୍ ଆୱାର୍ଡ

ଭୁବନେଶ୍ୱର : ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ଲାଗି ଓଡ଼ିଶା ପର୍ଯ୍ୟଟନକୁ ମନୋନୀତ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ‘ଫେଷ୍ଟିଭାଲ’ କାଟେଗୋରୀରେ ଓଡ଼ିଶା ପର୍ଯ୍ୟଟନକୁ ପ୍ରଥମ ରନର୍ସଅପ୍ ପୁରସ୍କାର ପ୍ରଦାନ କରାଯିବ।…

ପହଞ୍ଚିଲେ ଆମିକସ୍ କ୍ୟୁରି, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଜି ଆଲୋଚନା

ପୁରୀ: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ୍ ରଞ୍ଜିତ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ଲାଗି ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହେବା ପରେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶନିବାର ଦିନ ପୁରୀରେ ପହଞ୍ଚି ଗଜପତି ମହାରାଜା, ସେବାୟତ ଏବଂ…

ଓଡିଶାର ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ହାସଲ

ଭୁବନେଶ୍ୱର/ମୁମ୍ବାଇ : ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଏମଆଇସିଇ ଆଣ୍ଡ୍ ଲକଜୁରି ଟ୍ରାଭେଲ୍ କଂଗ୍ରେସ୍ ଉତ୍ସବରେ ଓଡ଼ିଶା ପର‌୍ୟ୍ୟଟନକୁ ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦେଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ…

ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଆଜିଠୁ ଆରମ୍ଭ ହୋଇଛି । ଏହି ଯୋରନ୍ଦା ମେଳା ମଧ୍ୟ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଭାବେ ମଧ୍ୟ ପରିଚିତ । ଏହି ମେଳା ପୂର୍ଣ୍ଣିମା ବା ମାଘ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଏହା…

ବାଲୁକାକଳାରେ ସହିଦ ଯବାନଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସହିଦ ସିଆରପିଏଫ୍ ଯବାନଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶମାତୃକା ଲାଗି ନିଜ ପ୍ରାଣବଳୀ ଦେଇଥିବା ଯବାନଙ୍କ ପାଇଁ ସୁଦର୍ଶନ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ବ୍ରହ୍ମପୁରରୁ ଭେଲକାନୀ ଓ ତାଞ୍ଜୋର୍ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବରିଷ୍ଠ ନାଗରିକ ମାନେ ଆଜି ତୀର୍ଥଯାତ୍ରାରେ ବ୍ରହ୍ମପୁରରୁ ଭେଲକାନୀ ଓ…

ଭାଲେଣ୍ଟାଇନ୍ ଡେ: ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି । ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ ଦୁଃଖରେ ଭରି ଯାଇଛି । କିନ୍ତୁ ବାସ୍ତବିକ…