Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଦୀପ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି । ମିଳିଥିବା ସୂଚନାନୁସାରେ ମନ୍ଦିର ନୀତି ଅନୁଯାୟୀ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବାର ଧାର୍ଯ୍ୟ ହୋଇଥିଲା । ମାତ୍ର ଏବର୍ଷ ନିର୍ଦ୍ଧାରିତ ସମୟର ପ୍ରାୟ…

‘ଗିନିଜ୍ ବିଶ୍ୱ ରେକର୍ଡ଼ସ’ରେ ସ୍ଥାନ ପାଇଲା ପ୍ରୟାଗରାଜ କୁମ୍ଭମେଳା…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳା ତିନୋଟି କ୍ଷେତ୍ରରେ ୨୦୧୯ ମସିହା ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ…

ଓଡିଶାର ପ୍ରମୁଖ ଶୈବପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରୀ ଲାଗି ସୋମବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ…

ସୋମବାର ଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ସୋମବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ସମସ୍ତ ପ୍ରସିଦ୍ଧ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ଦେବ ଦେବ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିଲାଗି ରାଜ୍ୟର ବଡ଼ ଶୈବପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ସରିବା…

ପରିବେଶ ପ୍ରେମୀଙ୍କୁ ଘାରିଲା ଡଲଫିନ୍ ମୃତ୍ୟୁ, ୨୦୧୯ରେ ୪ଟି ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ଚଳିତ ବର୍ଷ ଆରମ୍ଭରୁ ତଥା ଜାନୁୟାରୀ ଓ ଫେବୃୟାରୀ ମାସରେ ଚିଲିକା ହ୍ରଦରେ ୪ଟି ବିରଳ ପ୍ରଜାତିର ଇରାୱାଡି ଡଲଫିନର ପ୍ରାଣହାନୀ ଘଟିଛି। ଫଳରେ ଏଭଳି ଘଟଣା ବନବିଭାଗ ଅଧିକାରୀ, ପରିବେଶବିତ୍ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏକପ୍ରକାର ଚିନ୍ତାର ବିଷୟ ପାଲଟିଛି । ପୁରୀ ଜିଲ୍ଲାର…

ଗହୀରମଥାରେ ୨.୫ ଲକ୍ଷରୁ ଅଧିକ କଇଁଛଙ୍କ ସମୂହ ଅଣ୍ଡାଦାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାର ଗହୀରମଥାରେ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରାୟ ୨.୫ ଲକ୍ଷରୁ ଅଧିକଅଲିଭ ରିଡଲେ କଇଁଛ ଗତ ୩ ଦିନ ହେଲାଣି ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଏହି ଅଣ୍ଡାଦାନ ପ୍ରକ୍ରିୟା…

ଶିରୁଳି ମହାବୀରଙ୍କ ମସ୍ତକରେ ବସିଲା ଲକ୍ଷ୍ମୀ ପେଚା, ଶୁଭ ଲକ୍ଷଣ ଦେଖିବାକୁ ମନ୍ଦିରରେ ଭିଡ଼

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶିରୁଳି ଗ୍ରାମରେ ଗୁରୁବାର ଦିନ ଏଠାରେ ଥିବା ପ୍ରସିଦ୍ଧ ମହାବୀର ହନୁମାନଜୀଙ୍କ ବିଗ୍ରହ ମସ୍ତକରେ ଏକ ଧଳା ପେଚା ବସିଥିବାର ଜଣାପଡ଼ିବା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୁରୀ ଜିଲ୍ଲା…

ସ୍ପାଇସ୍ ଜେଟ୍: ଝାରସୁଗୁଡ଼ାରୁ ଦିଲ୍ଲୀ ୩,୭୦୧ ଟଙ୍କା, କଲିକତାକୁ ୨,୫୬୦ ଟଙ୍କା

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ ।…

ଆତଙ୍କବାଦ ବିରୋଧରେ ଯୁଦ୍ଧ: ଭାରତୀୟ ବାୟୁସେନାକୁ ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ: ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ଦିନ ସକାଳେ ଆକ୍ରମଣ କରାଯାଇ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବା ଲାଗି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ବାୟୁସେନାର ଯବାନଙ୍କୁ ଧନ୍ୟବାଦ ଜ୍ଞାପନ…

ଆରମ୍ଭ ହେଲା ମୟୂରଭଞ୍ଜର ପ୍ରସିଦ୍ଧ ହିଙ୍ଗୁଳା ପୂଜା ଓ ମେଳା ଉତ୍ସବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାରେ ଥିବା ହିଙ୍ଗୁଳା ମନ୍ଦିରରେ ଶନିବାର ଦିନ ଆରମ୍ଭ ହୋଇଛି ପ୍ରସିଦ୍ଧ ହିଙ୍ଗୁଳା ମାଆଙ୍କ ପୂଜା ଓ ମେଳା ଉତ୍ସବ । ମିଳିଥିବା ସୂଚନାନୁଯାୟୀ, ବଡ଼ସାହି ବ୍ଲକର ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାର ମଧ୍ୟଭାଗ…