Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିଜସ୍ୱ ଶୈଳୀରେ ‘ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟର’ ଡିଜାଇନ୍ କଲେ ଓଡିଆ ଯୁବକ

କଟକ : କଥାରେ ଅଛି ‘ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ’ ସେହି ଉକ୍ତିକୁ ସଫଳ କରି ଦେଖାଇଛନ୍ତି ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ କାର୍ଯ୍ୟରତ ସନ୍ତୋଷ କୁମାର ଦଳାଇ । ସନ୍ତୋଷ ପରିବେଶ ଉପଯୋଗୀ ଏକ ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟରର ନିର୍ମାଣ କରିଛନ୍ତି । ଯାହା ଖୁବ୍…

ପୁରୀ ଶ୍ରୀମନ୍ଦିର ଦର୍ଶନକୁ ପତ୍ନୀ ମଧୁରିମାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ସୋନୁ ନିଗମ

ଭୁବନେଶ୍ୱର/ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦିନ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ଭାବାବେଗକୁ ପ୍ରକାଶ କରି କହିଛନ୍ତି “ବିଗତ ୧୦ଟି ଶତାବ୍ଦୀ ଧରି କେଟିକୋଟି ଶ୍ରଦ୍ଧାଳମାନଙ୍କର ଶକ୍ତି, ଭକ୍ତି ତଥା ଭାବାବେଗର ଐକ୍ୟଭାବନା…

ଚନ୍ଦ୍ରଭାଗା: ପବିତ୍ର ମାଘସପ୍ତମୀରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ମଙ୍ଗଳବାର ଦିନ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ନିକଟରେ ଭୋର ୩ଟା ୫୦ରେ…

ସ୍ୱନାମଧନ୍ୟ ପାଲା ଗାୟକ ଲକ୍ଷ୍ମଣ ଚରଣ ରାଉତ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଅମଳିନ ପ୍ରତିଭା ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ । ୧୯୫୧ ମସିହା ଏପ୍ରିଲ ୨୦ ତାରିଖରେ ଭଦ୍ରକ ଜିଲ୍ଲା ବନ୍ତ ନିକଟସ୍ଥ ହାସିନୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମଣ । ବାପା ଚିନ୍ତାମଣି ରାଉତ ଏବଂ ମାଆ ସାଗିରି । ଜେଜେବାପା ଫକୀର ରାଉତ ଗାୟକ ଥିଲେ ।…

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ନୃତ୍ୟରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସନ୍ଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ବାଦ୍ୟଯନ୍ତ୍ର, ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ…

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଗ୍ରହଣ କଲେ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଦିନ ରାଷ୍ଟ୍ରପତି ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ମାନଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ…

ଡ଼ିଏଭି ସ୍କୁଲରେ ସଡ଼କ ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ସ୍କୁଲ ଓ କଲେଜର ଛାତ୍ରଛାତୀଙ୍କ ଆନ୍ତରିକତାପୂର୍ଣ୍ଣ ସଂପୃକ୍ତି ଓ ସହଯୋଗ ବଳରେ ସଡ଼କ ସୁରକ୍ଷା ଅଭିଯାନ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜଧାନୀ ଚନ୍ଦ୍ରଶେଖରପୁରସ୍ଥିତ ଡ଼ିଏଭି ସ୍କୁଲରେ ଆୟୋଜିତ ‘ସଡ଼କ ସୁରକ୍ଷା ସଚେତନତା’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ଏହି ସଚେତନତାମୂଳକ…

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଫେବୃଆରୀ ୨୨ରେ ପୁରୀ ପହଞ୍ଚିବେ ଆମିକସ୍ କ୍ୟୁରି

ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସୋଲିସିଟର୍ ରଞ୍ଜିତ କୁମାର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ତଦାରଖ କରିବାକୁ ଆସନ୍ତା ଫେବୃଆରୀ ୨୨ ତାରିଖରେ ଏକ ଦୁଇଦିନିଆ ଗସ୍ତରେ ପୁରୀ ଆସୁଛନ୍ତି । ଆମିକସ୍ କ୍ୟୁରି…

ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ମହାପ୍ରଭୁଙ୍କ ରଥକାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୧ମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ଜଙ୍ଗଲରୁ ଟ୍ରକରେ ବୋଝେଇ ହୋଇ ପୁରୀରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ, ୩ଟି ଟ୍ରକରେ ସୋମବାର ସନ୍ଧ୍ୟାରେ ମୋଟ ୯୦ ଖଣ୍ଡ କାଠ ଦଶପଲ୍ଲା ବନାଞ୍ଚଳରୁ ପୁରୀରେ ଆସି ପହଞ୍ଚିଛି ।…