Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରରୁ ଅହମ୍ମଦାବାଦ ଓ ହାଇଦ୍ରାବାଦ ଉଡ଼ିବ ବିମାନ, ସେପ୍ଟେମ୍ବର ୨ରୁ ଇଣ୍ଡିଗୋ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରୁ ଗୁଜରାଟ ସିଧା ବିମାନ । ଭୁବନେଶ୍ୱରରୁ ଉଡ଼ିବ ବିମାନ ଅହମ୍ମଦାବାଦକୁ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ହାଇଦ୍ରାବାଦ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ବିମାନ ଚଳାଚଳ ସୁବିଧା ଯାତ୍ରୀମାନଙ୍କ ଲାଗି କରାଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ‘ଗୁରୁପ୍ରିୟା ସେତୁ’ ଉଦଘାଟିତ: ବିଚ୍ଛିନ୍ନାଞ୍ଚଳକୁ ବାଟ ଫିଟିଲା, ବହୁ…

ମାଲକାନଗିିରି : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସକାଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଜାନବାଇ ନଦୀ ଉପରେ ନିର୍ମିତ ହୋଇଥିବା ବହୁ ଚର୍ଚ୍ଚିତ ‘ଗୁରୁପ୍ରିୟା ସେତୁ’କୁ ଉଦଘାଟନ କରିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ…

ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ପତ୍ନୀପ୍ରେମର ନିଚ୍ଛକ ଉଦାହରଣ

ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସବୁପ୍ରକାର ମାନ, ଅଭିମାନ, ସୋହାଗ, ପ୍ରେମ,…

ଆୟକର ଦିବସରେ ‘ସୋଆ’ ଛାତ୍ରଛାତ୍ରୀ କ୍ଷୁଦ୍ର ନାଟକ ପାଇଁ ପୁରସ୍କୃତ

ଭୁବନେଶ୍ୱର : ଆୟକର ଦିବସ ଅବସରରେ ଏଠାରେ ଅନୁଷ୍ଠିତ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ସୋଆ (ଡିମ୍ଡ ଟୁ ବି ୟୁନସିଭର୍ସିଟି)ର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । “ଇନକମ୍ ଟ୍ୟାକ୍ସ ରେଡ୍” ନାମକ କ୍ଷୁଦ୍ର ନାଟକକୁ ରୋହନ ଯାଦବ ଓ ଶ୍ରୀ ସଂଗ୍ରାମ କୋଚିଆରୀ ମିଳିତ ଭାବେ…

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ରତ୍ନବେଦୀରେ ବିଜେ କରିବେ ତିନିଠାକୁର

ପୁରୀ : ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରୁ ମହାପ୍ରଭୁ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଯିବେ । ବଡ଼ଦାଣ୍ଡର ସିଂହଦ୍ୱାରରୁ ରଥ ଗଡ଼ିଥିଲା ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିର । ବାହୁଡ଼ି ଆସିଲା ପରେ ଗତକାଲି ତିନିଠାକୁର ରଥରେ ମହାମୃତ ଅଧରପଣା ସେବନ କଲେ । ଦୀର୍ଘ ଦିନ ଧରି ଜାତି, ଧର୍ମ, ବର୍ଣ୍ଣ…

ରୱାଣ୍ଡାରେ ଭାରତୀୟ ଗୋଧନ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ…

ମହାପ୍ରଭୁଙ୍କ ପ୍ରିୟ ବନ୍ଧୁ – ଭକ୍ତ ବନ୍ଧୁ ମହାନ୍ତି

ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ଭଗବାନ । ଭକ୍ତର ପ୍ରଚୁର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି । ଦାରୁରୂପୀ ପରଂବ୍ରହ୍ମ…

ଆଜି ଅଧରପଣା ନୀତି, ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଉତ୍ସୁକତା

ପୁରୀ : ବାହୁଡ଼ା ଯାତ୍ରାର ଅବସାନ ପରେ ଏକାଦଶୀ ତିଥିରେ ସୂଚାରୁରୂପେ ସମ୍ପନ୍ନ ହେଲା ତିନିଠାକୁରଙ୍କ ସୁନାବେଶ । ଆଜିର ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ତିନୋଟି ରଥରେ ସଜା ହେବ ୯ଟି ଲମ୍ବା ଲମ୍ବା ମାଟି ପାତ୍ର । ତିନିଠାକୁର ତାଙ୍କର ଅଧର ନିକଟରୁ ପିଇବେ ମଧୁର ପଣା…

ସୁନାବେଶ: ସୁନାରେ ଚମକିଲେ ତିନିଠାକୁର, ଲକ୍ଷାଧିକ ଭକ୍ତଙ୍କ ଦର୍ଶନ

ପୁରୀ: ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି । ରଥ ଉପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡ ଜନସମଦ୍ର ପାଲଟିଥିଲା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ବହୁ ପ୍ରତିକ୍ଷୀତ ସୁନାବେଶ ଅତ୍ୟନ୍ତ…

ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ

ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ । ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ…