Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜଳବନ୍ଦୀରେ ସାରା ଓଡ଼ିଶା: ଟ୍ୱିନସିଟିରେ ପ୍ରବଳ ବର୍ଷା ଜାରି, ଆହୁରି ବର୍ଷିବା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ସାରା ଓଡ଼ିଶାରେ ଦୀର୍ଘ ୧୨ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହିତ ଜୀବନ ଯାପନ ବ୍ୟାହତ ହୋଇଛି । ଦୀର୍ଘ ୧୨ ଘଣ୍ଟାର ଲଗାଣ ବର୍ଷାରେ ଟ୍ୱିନସିଟି ବେହାଲ ହୋଇପଡ଼ିଛି ।…

ଶ୍ରୀଜଗନ୍ନାଥଙ୍କ ଦେହରେ ଶ୍ରୀରାମଙ୍କୁ ଦର୍ଶନ କଲେ ସନ୍ଥ ତୁଳସୀ

ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ସ୍ୱୟଂ ପରଂବ୍ରହ୍ମ ତାହା ଅନେକଥର ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ପ୍ରମାଣିତ ହୋଇଛି । ଏହି ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜିତ ହୋଇ ମାନବୀୟ ଲୀଳାଖେଳା କରୁଛନ୍ତି ଦାରୁବ୍ରହ୍ମରୂପୀ ସ୍ୱୟଂ ପରଂବ୍ରହ୍ମ । ପରଂବ୍ରହ୍ମଙ୍କର…

ଭଦ୍ରକ: ଗୋଟିଏ ମଶାଣିରେ ଜଳିଲା ୫ଟି ନିଷ୍ପାପ ପିଲାଙ୍କ ଜୁଇ, ଗାଁ’ରେ ଶୋକାକୂଳ ପରିସ୍ଥିତି

ଭଦ୍ରକ : ବୁକୁଫଟା କାନ୍ଦରେ ମଶାଣି ଭୁଇଁ ଥରିଉଠିଛି । ସାଙ୍ଗସାଥି, ବନ୍ଧୁ କୁଟମ୍ବ ଏବଂ କୋମଳମତୀ ପିଲାମାନଙ୍କର ଶେ।।କାତୁର ବାପାମାଆଙ୍କର କାନ୍ଦୁରା ମୁହଁ ଶ୍ମଶାନରେ ଏକ ଶୋକାକୂଳ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଶ୍ମଶାନରେ ଗୋଟିଏ ଗାଁ’ର ୫ଟି ସାଙ୍ଗପିଲାଙ୍କର ଶବକୁ ୫ଟି…

ହେରାପଞ୍ଚମୀ ଓ ରଥର ଦକ୍ଷିଣମୋଡ଼: ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଛେଦ ବେଦନା ଓ ମାନ ଅଭିମାନର ଦିନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ , ନିଜ ଭକ୍ତମାନଙ୍କୁ ଦେଖାଦେବା ସହ ମାଉସୀ ମା…

ବିଲେଇ ବଞ୍ଚେଇଲା ମାଲିକକୁ , ବିଷାକ୍ତ ନାଗସାପ ପଶିଲାନି ଘରକୁ

ମାଲକାନଗିରି/ଭୁବନେଶ୍ୱର : ଏଯୁଗରେ ମଣିଷ ମଣିଷକୁ ଧୋକା ଦେଇ ଚାଲିଛି । ପାଦେ ପାଦେ ପଦେ ପଦେ ବିଶ୍ୱାସଘାତକତାର ସନ୍ତକ ଆମକୁ ପ୍ରତିଦିନ ଦୃଷ୍ଟିଗୋଚର ହେବାରେ ଲାଗିଛି । ତେବେ ଜୀବଜନ୍ତୁ ମାନଙ୍କ ମଧ୍ୟରେ ବନ୍ଧୁତା ତଥା ବିଶ୍ୱସନୀୟତାର ଅନେକ ଜ୍ୱଳନ୍ତ ଉଦାହରଣ ଆମେ ଦେଖିଚାଲିଛନ୍ତି । ସେହିପରି…

ଧରାକୋଟ ରାଣୀ ସୁକନ୍ୟା ଦେବୀଙ୍କ ଦିବ୍ୟ ଛେରା ପହଁରା: ଦିନକ ପରେ ଦିଗପହଣ୍ଡିରେ ଗଡ଼େ ରଥ

ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ପୁରୀ ସମେତ ସମଗ୍ର ବିଶ୍ୱରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହି ପବିତ୍ର ଘୋଷଯାତ୍ରାରେ ବ୍ରାହ୍ମଣ-ଚଣ୍ଡାଳ, ଧନୀ-ଗରୀବ ତଥା ରଜା-ପ୍ରଜା ସମସ୍ତଙ୍କ ହୃଦୟରେ ଥାନ୍ତି କେବଳ ସେହି ଦାରୁବ୍ରହ୍ମ ରୂପୀ…

ବିଶ୍ୱ ପାଳିଲା ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ, ବାଲୁକାକଳାରେ ସୁଦର୍ଶନ ଦେଲେ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର: ସାରା ବିଶ୍ୱ ପାଳନ କରିଛି ଦିବଂଗତ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ । ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ ନେଲସନ୍ । ଅକଥନୀୟ ଅତ୍ୟାଚାର ସହି ଲଢି ଚାଲିଥିଲେ ମାଣ୍ଡେଲା । ଶେଷରେ ସତ୍ୟର ବିଜୟ ହେଲା । ପୁରୀ…

୧୨ ଫୁଟର ବିଶାଳକାୟ ଅଜଗର ଉଦ୍ଧାର, ବିଲୁଆକୁ ଖାଇ ବଗିଚାରେ ଶୋଇଥିଲା ସାପ

ଭୁବନେଶ୍ୱର : ବିରାଟକାୟ ଅଜଗର ଧରାପଡ଼ିଛି ଗ୍ରାମବାସୀଙ୍କ ହାତରେ । ଗୋଟିଏ ବିଲୁଆକୁ ଗିଳିଦେଇ ଜଣେ ବ୍ୟକ୍ତିଙ୍କ କଦଳୀ ବଗିଚାରେ ଶୋଇଥିଲା ଏହି ବିଶାଳକାୟ ଅଜଗର ସାପ । କାଠ ଭାବି ମାଡ଼ିଦେବା ପୂର୍ବରୁ ହିଁ ଗ୍ରାମବାସୀ ଜାଣି ପାରିଲେ ଯେ, ଏହା କାଠଗଣ୍ଡି ନୁହେଁ ବରଂ ଏକ ବିଶାଳକାୟ ମାରାତ୍ମକ…

ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ରାତି ୮ଟାରୁ ଦର୍ଶନ ବନ୍ଦ, ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଆଡ଼ପମଣ୍ଡପରେ ଅନୁଷ୍ଠିତ ହେଉଥିବା ବନକଲାଗି ନୀତି ହେଉଛି । ଭକ୍ତମାନେ ସାହାଣମେଲା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଆଡ଼ପମଣ୍ଡମରେ ସମସ୍ତ ସକାଳ ନୀତି ସୂଚାରୁରୂପେ ଚାଲିଛି । ଇତିମଧ୍ୟରେ ଭୋର୍ ୫ଟା ସମୟରେ ମଙ୍ଗଳଆଳତୀ, ସକାଳ ୬:୩୦ରେ…

ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୁରୁପ୍ରୀୟା ସେତୁ ଉଦଘାଟନ ସ୍ଥଗିତ ହେଲା

ମାଲକାନଗିରି : ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ନବନିର୍ମିତ ଗୁରୁପ୍ରୀୟା ସେତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ଦିନ ଉଦଘାଟିତ ହେବାକୁ ଥିଲା । କିନ୍ତୁ ପ୍ରତିକୂଳ ପାଗ ତଥା ପ୍ରବଳ ବର୍ଷା ଯୋଗୁଁ ଏହି ଉଦଘାଟନ କାର୍ଯ୍ୟକ୍ରମ…