Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନୀଳାମ୍ବୁ ଚିଲିକାରେ ପ୍ରତିଷ୍ଠା ହେବ ବିମାନ ବନ୍ଦର !

ଭୁବନେଶ୍ୱର : ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଖୁବ ଶିଘ୍ର ଉଡ଼ିବାକୁ ଯାଉଛି ବିମାନ । ପର୍ଯ୍ୟଟକ ଏବେ ବିପଦଶଙ୍କୁଳ ଦେଶୀ ଡ଼ଙ୍ଗାରେ ଚିଲିକା ପରିଭ୍ରମଣ କରିବେନି ବରଂ ଚିଲିକାର ନୈସର୍ଗିକ ଦୃଶ୍ୟାବଳୀକୁ ବିମାନରେ ପରିଭ୍ରମଣ କରିବେ । ହଁ...ଏହା ସତ୍ୟ...କାନକୁ ବିଶ୍ୱାସ ହେଉନଥିଲେ ବି ସତ…

ଭୁବନେଶ୍ୱରରେ ଜନଜାତିଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ଲାଗି ଓଡ଼ିଶା ସରକାରଙ୍କ ୧ ଏକର ଜମି ପ୍ରଦାନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ‘ଆଦିମ ଓଆର ଜରପା’ (ଏଓଜେ) ଅନୁଷ୍ଠାନକୁ ସରକାର ୧ ଏକର ଜମି ଦେବାକୁ ଚଳିତମାସ ୨୧ ତାରିଖ ଦିନ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ । ସରକାର ଏହି ଅନୁଷ୍ଠାନ ଉପରୁ ଜମିର…

ବଳ ଫେରୁଛି ମହାବଳର : ସାତକୋଶିଆରେ ବାଘର ଅବସ୍ଥା ଏବେ ସ୍ୱାଭାବିକ

ଅନୁଗୁଳ : ମହାବଳ ବାଘର ବଳ ଏବେ ଫେରି ଆସିଲାଣି । ସୁଦୂର ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଦୁଇଦିନ ହେବ ଆସିଥିଲା ଏକ ମହାବଳ ବାଘ । ଏବେ କିନ୍ତୁ ନିଶ୍ଚେତନ ଅବସ୍ଥାରୁ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଓଡ଼ିଶାକୁ ଆଗନ୍ତ୍ୁକ ଏହି…

ବିଶ୍ୱକପ ଫୁଟବଲ: ସ୍ପେନ, ପର୍ତ୍ତୁଗାଲ ଓ ଉରୁଗୁଏର ବିଜୟ, ଋଷିଆ ପ୍ରି-କ୍ୱାର୍ଟରରେ

ମସ୍କୋ : କ୍ରିଷ୍ଟିଆନୋ ରୋନାଲଡ଼ୋଙ୍କ ଏକ ଚମକ୍ରାର ଗୋଲ ବଳରେ ମରୋକ୍କୋ ବିଶ୍ୱକପରୁ ବାହାର ହେବା ସହିିିତ ପର୍ତ୍ତୃଗାଲ କ୍ୱାର୍ଟର ଫାଇନାଲ ଖେଳିବାର ଆଶାର ଉଜ୍ଜିବିତ ହୋଇଛି । ପ୍ରଖ୍ୟାତ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ୧-୦ରେ ଦଳକୁ ପର୍ତ୍ତୁଗାଲକୁ ବିଜୟୀ କରାଇପାରିଛି ।…

ଘୂର୍ଣ୍ଣିଝଡ଼ ଆଶଙ୍କା: ପାଣିପାଗ ବିଭାଗର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରବାର ଦିନ କେଇ ଘଣ୍ଟା ପରେ ଘୂର୍ଣ୍ଣିଝଡ଼ର ସତର୍କ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ୧୬ଟି ଜିଲ୍ଲାକୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।…

ଓଡ଼ିଶା ଆସୁଛି ମହାବଳ ବାଘ: ମଧ୍ୟପ୍ରଦେଶରୁ ମହାବଳ ବାଘ ଓଡ଼ିଶା ସ୍ଥାନାନ୍ତରୀତ ହେଉଛି

ଭୁବନେଶ୍ୱର : ମହାବଳ ବାଘ ଗାଡ଼ିରେ ଆସୁଛି । ମଧ୍ୟପ୍ରଦେଶରୁ ମହାବଳ ବାଘ ତା’ର ଯାତ୍ରାରମ୍ଭ କରିସାରିଛି । ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ସ୍ଥାନାନ୍ତରିତ ହେଉଛି । ଭାରତରେ କୌଣସି ବାଘ ଗୋଟିଏ…

ଯୋଗମୁଦ୍ରାରେ ନରେନ୍ଦ୍ର ମୋଦି: ୫୦ ହଜାର ଯୋଗ ପ୍ରଶିକ୍ଷକଙ୍କ ଗହଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଡ଼େରାଡୁନ : ଆଜି ସମଗ୍ର ବିଶ୍ୱ ପାଳନ କରୁଛି ‘ଆନ୍ତର୍ଜାତିକ ଯୋଗ ଦିବସ’ । ଆନ୍ତର୍ଜାତିକ ଯୋଗଦିବସର ଆଜି ହେଉଛି ୪ର୍ଥ ବର୍ଷ ପୁର୍ତ୍ତି । ଏହି ଦିବସଟିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଡ଼େରାଡୁନରେ ପ୍ରାୟ ୫୦ ହଜାର ଯୋଗ ପ୍ରଶିକ୍ଷକ ଓ…

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’ : ସମଗ୍ର ବିଶ୍ୱ ଯୋଗମୟ

ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ ସେହି…

ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ପାଇବେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ୨୦୧୭ ମସିହା ଲାଗି ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହି ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଗି ଭାରତର ବଛା ବଛା ଶିଳ୍ପୀଙ୍କୁ ନେଇ ନୃତ୍ୟ, ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ଏକାଡ଼େମୀ…

ଜୁନ ୨୭ ପରେ ବୃଦ୍ଧି ପାଇବ ମୌସୁମୀ ଜନିତ ବର୍ଷା

ଭୁବନେଶ୍ୱର : ପ୍ରବଳ ଗରମ ଓ କ୍ରମାଗତ ତାପମାତ୍ରା ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡ଼ାକିଲେଣି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ହେଲା ୪୨ ଡ଼ିଗ୍ରୀରୁ କମୁନଥିବା ବେଳେ ଏପଟେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନା’ଗନ୍ଧ ନାହିଁ । ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ…