Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଦେଖନ୍ତୁ, କୁମ୍ଭମେଳାର ଚମତ୍କାର ଭିିଡ଼ିଓ: ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୁମ୍ଭ ମେଳା ର ଦ୍ୱିତୀୟ ସାହି ସ୍ନାନ । ଏହି ସାହି ସ୍ନାନ କରିବା ପାଇଁ ପ୍ରାୟ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିଲା ବେଳେ ରେଳପଥରୁ ମହାକୁମ୍ଭର ଏକ ନିଆରା ଝଲକ ଦେଖିବାକୁ ମିଳିଛି ।…

ଅସ୍ତରଙ୍ଗ ଓ କୁଜଙ୍ଗରେ ଆରମ୍ଭ ହେଲା ବାର୍ଷିକ ଡଲଫିନ୍ ଗଣନା

ବ୍ରହ୍ମଗିରି/ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଶନିବାର ଦିନ ଏକାଧାରରେ ବାର୍ଷିକ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ପୁରୀ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଅସ୍ତରଙ୍ଗ ଉପକୂଳର ଅରଖକୁଦ ତଟବର୍ତ୍ତୀ ସ୍ଥାନରେ ଡଲଫିନ୍ ମୁଣ୍ଡ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।…

ହକି ବିଶ୍ୱକପ: ଓଡ଼ିଶାକୁ ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଲାଗି ବେଶ୍ ଭଲ ସମୟ ଚାଲିଛି । ଓଡ଼ିଶାକୁ ୨୦୧୮ ମସିହା ଡ଼ିସେମ୍ବର ମାସରେ ୨୨ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ପ୍ରାୟ ୧୫,୦୦୦ ବିଦେଶୀ ପର୍ଯ୍ୟଟକ ଗତ ୨ ମାସ ମଧ୍ୟରେ ଓଡ଼ିଶା ପରିଦର୍ଶନ କରିଛନ୍ତି । ଭାରତର ଅଗ୍ରଣୀ ବ୍ୟବସାୟ ଭିତ୍ତିକ…

ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । ପକ୍ଷୀ ତଥା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ…

ୟେମେନର ରହସ୍ୟମୟ ଡ୍ରାଗନ ଟ୍ରି …

ଭୁବନେଶ୍ୱର: ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଅନେକ ପ୍ରାକୃତିକ ଗୁଳ୍ମଲତା ଯାହାକି ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି । ୟେମେନ ଦେଶର ଏକ ଦ୍ୱୀପରେ ମିଳୁଥିବା ଡ୍ରାଗନ୍ ଟ୍ରି ବା ଡ୍ରାଗନ୍ ବ୍ଲଡ୍ ଟ୍ରି ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ପ୍ରକୃତିର ରହସ୍ୟମୟ ଡ୍ରାଗନ୍ ବ୍ଲଡ୍…

ଚିଲିକାରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ଆଗମନ

ବାଲୁଗାଁ : ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାରେ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଚିଲିକାରେ ପାଖାପାଖି ୧୮୧ ପ୍ରଜାତି ମଧ୍ୟରେ ସମୁଦାୟ ୧୦,୪୭,୯୬୮ଟି ବିଦେଶୀ ପକ୍ଷୀ ରହିଛନ୍ତି । ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦…

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି । ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ରାଜ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜ୍ୟ ବନବିଭାଗ ପକ୍ଷରୁ ୫ ଏକ୍ସପର୍ଟ, ୩ ଏସିଏଫ ଏବଂ ୭୦ ଜଣ ବନବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୨୬ ଟି ଟିମ୍ ବ୍ରହ୍ମଗିରି, ନନ୍ଦନକାନନ, ଶିମିଳିପାଳ ଏବଂ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ…

ଆସନ୍ତାକାଲିଠୁ ଓଡିଶାରେ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ଆସନ୍ତାକାଲିଠୁ ଅର୍ଥାତ୍ ଜାନୁଆରି ୩ ତାରିଖରୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ବୁଧବାର ଦିନ ପ୍ରିନ୍ସିପାଲ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ ବିିଭାଗ) ସନ୍ଦୀପ ତ୍ରିପାଠୀ କହିଛନ୍ତି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ…