Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀରେ ଧୋକାବାଜ୍ ପ୍ରେମିକ: ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନ । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ । ଏଭଳି…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ସୁଞ୍ଜୱାନ ସିଆଇଏସଏଫ ଉପରେ ଆକ୍ରମଣ; ଏନଆଇଏ କରିବ ତଦନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଗୁରୁବାର ସିଆଇଏସଏଫ ଉପରେ ହୋଇଥିବା ଆକ୍ରମଣ ମାମଲା ଏନଆଇଏକୁ ହସ୍ତାନ୍ତର କରିଛି । ଗତ ଏପ୍ରିଲ ୨୨ରେ ସୁଞ୍ଜୱାନ ଠାରେ ୧୫ ଜଣ ସିଆଇଏସଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଗୁରୁବାର ଗୃହ ମନ୍ତ୍ରାଳୟ ଠାରୁ ନିର୍ଦ୍ଦେଶ…

ପୁଲୱାମାରେ ଦୁଇ ଆତଙ୍କବାଦୀ ନିହତ; ପ୍ରବାସୀ ଶ୍ରମିକ ହତ୍ୟା ରେ ଥିଲେ ସାମିଲ୍

ଶ୍ରୀନଗର: ବୁଧବାର ରାତି ଅଧରେ ପୁଲୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ଙ୍କୁ ନିହତ କରିଛି ଭାରତୀୟ ସେନା। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ଆସିଥିଲା । ସେନା ପକ୍ଷରୁ ଆଗୁଆ କିଛି ଆକ୍ରମଣ ହୋଇନଥିବା ବେଳେ ଦୁଇ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା…

ଜୈଶ୍-ଇ-ମହମ୍ମଦର ଧମକ: ମେ ୨୧ରେ ପଞ୍ଜାବରେ ସିରିଜ ବିସ୍ଫୋରଣ ଏବଂ ୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା

ଜଲନ୍ଧର: ପଞ୍ଜାବ ରେ ଆସନ୍ତା ମେ ୨୧ରେ ସିରିଜ ବୋମା ବିସ୍ଫୋରଣ ହେବ । ଜଲନ୍ଧର, ସୁଲତାନପୁର ଲୋଧି, ଫିରୋଜପୁର, ଲୋହିଆନ ଖାସ୍, ଫଗଓ୍ବାରା ଏବଂ ତରନ ତରନ ରେଳ ଷ୍ଟେଶନ ରେ ସିରିଜ ବୋମା ବିସ୍ଫୋରଣ ହେବ । ବୁଧବାର ଅପରାହ୍ନରେ ଜୈଶ୍-ଇ-ମହମ୍ମଦ ନାମ ଲିଖିତ ଏକ ଚିଠି ସୁଲତାନ ପୁର ଲୋଧି…

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଚାଞ୍ଚଲ୍ୟ : ୧୫ମାସର ଶିଶୁକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର  : ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ୧୫ମାସର ଶିଶୁକନ୍ୟାକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା । ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ ନିଲା ତୁଷାର ଜଗତପ୍‌ । ଥିବା ବେଳେ ଶିଶୁର ବୟସ ୧୫ ମାସ ବୋଲି ଜଣାପଡିଛି । ଖବର…

ବରଯାତ୍ରୀରେ ନଚେଇଲେ ବିଷାକ୍ତ ନାଗ, କରଞ୍ଜିଆ ରେ ୫ ଜଣ ଗିରଫ

ଭୁବନେଶ୍ୱର: ବରଯାତ୍ରୀ ରେ ନାଗ ସାପ ଧରି ନାଚୁଥିଲେ । ଭିଡିଓ ଭାଇରାଲ ହେଲା । କରଞ୍ଜିଆ ବନ ବିଭାଗ ଆସି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏନେଇ ସ୍ନେକ୍ ହେଲପଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ୍ ସୂଚନା ଦେଇଛନ୍ତି । ବୁଧବାର କରଞ୍ଜିଆ ସହରରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଜଣେ ସାପୁଆ ଏକ…

ବାହାଘର ମଜା ଫିକା କରିଦେଲା ଡକାୟତି

ସୋନପୁର: ଘରୁ ବାହାରିଥିଲେ ବାହାଘର ଭୋଜି ଖାଇ । ବିବାହରେ ବି ପହଂଚିଥିଲେ, ଭୋଜି ବି ଖାଇଥିଲେ । ହେଲେ ପେଟରେ ପଡିଥିବା ଭୋଜି ଭାତକୁ ହଜମ କରିବାକୁ ଦେଲାନି ଏକାକି ଡକାୟତ । ଶୁଣି ଅଡୁଆ ଲାଗୁଥିଲେ ବି ବିବାହ ସମାରୋହରେ ସାମିଲ ହୋଇ ଜଣେ ବ୍ୟକ୍ତି ଡକାୟତିର ଶିକାର ହେବା ଘଟଣା ସୁବର୍ଣ୍ଣପୁରରେ…

ପୋଲିସ ଜାଲରେ “ଉଁ ଆଁ” ଗ୍ୟାଙ୍ଗ, ଟାର୍ଗେଟ୍‌ରେ ଥିଲେ ବ୍ୟାଚଲର୍ ଓ କଲେଜ ପଢୁଆ

ଭୁବନେଶ୍ୱର: ରାଜଧାନୀରେ ବେଶ କିଛି ଦିନ ଧରି ଚାଂଚଲ୍ୟ ଖେଳାଇଥିଲେ “ଉଁ ଆଁ” ଗ୍ୟାଙ୍ଗ । ଧାରଣ କରିଥିଲେ ମୁକ ଓ ବଧିର ପରିଚୟ । ହେଲେ ଅସଲ କାମ ଥିଲା ଲୁଟ୍ କରିବା ଓ ଆଖି ପିଛୁଳାକେ ଚମ୍ପଟ୍ ମାରିବା । ଧରାପଡିଲେ ମୁକ ଓ ବଧିର ପରିଚୟ ଦେଇ ଖସିଯିବା ଲାଗି ମଧ୍ୟ ଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ ।…

[ଦେଖନ୍ତୁ ଭିଡିଓ] ଗୁଣୁପୁର ସହରରେ ଗହଣା ଦୋକାନରୁ ୩କେଜି ଗହଣା ଲୁଟ୍: ସିସିଟିଭିରୁ ଫୁଟେଜ

ରାୟଗଡ଼ା: ସିସିଟିଭରେ କଏଦ ହୋଇଛି ଲୁଟର ଭିଜୁଆଲ। ଦିନ ଦିପହରରେ ଲୁଟେରା ଲୁଟିନେଲ ସୁନାଗହଣା। ଗୁଣୁପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । ଦୋକାନ ଖୋଲିବାକୁ ଆସିବା ସମୟରେ ଏକ ବାଇକରେ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଠାରୁ ଲୁଟି ନେଇଥିଲେ ସୁନାଭରା…