Latest Odisha News

BREAKING NEWS

Browsing Category

ଅପରାଧ

ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ରାତିରେ ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଧାରୁଆ ଅସ୍ତ୍ରରେ ଗଣ୍ଡିରୁ ମୁଣ୍ଡକୁ କେହି ଦୁର୍ବୃତ୍ତ ଅଲଗା କରି ବୀଭତ୍ସ ହତ୍ୟା କରିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…

ରେଲୱେ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣ ଗିରଫ

ଭୁବନେଶ୍ବର : ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ ବା ଆରପିଏଫ । ଭୁବନେଶ୍ବର ରେଳ ବିହାରରୁ ଚୋରି କରୁଥିବା ସମୟରେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ୍ । ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ସହ ସିସିଟିଭି ଫୁଟେଜ୍ ଆଧାରରେ ଆରପିଏଫ୍ କ୍ରାଇମ…

ଦାଦନ ଶ୍ରମିକଙ୍କୁ ନିର୍ମମ ହତ୍ୟା, ବେଙ୍ଗାଳୁରୁରେ ପଡିଛି ମୃତଦେହ

ବାରିପଦା: ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଶ୍ରମିକଙ୍କ ଘର ମୟୁରଭଂଜ ଜିଲ୍ଲା ଶରତ ଗାଁ । ବେଙ୍ଗାଳୁରୁରେ ତାଙ୍କ ମୃତ୍ୟୁ ହୋଇଥିଲାବେଳେ ମୃତଦେହକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ତାଙ୍କ ପରିବାର ଲୋକେ ।…

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…

ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାକୁ ନୟାଗଡରୁ ଗିରଫ କରିଛି ପୋଲିସ । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା…

ପତ୍ନୀ ଓ ୫ବର୍ଷ ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଜୟପୁର: ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗାଁରେ ଜଣେ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀ ସହ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି କୌଣସି କଥାକୁ କେନ୍ଦ୍ର କରି…

କାର କିଣିବା ପାଇଁ ନବଜନ୍ମିତ ଶିଶୁପୁତ୍ର ବିକ୍ରୀ ଅଭିିଯୋଗ

କନୌଜ(ଉ.ପ୍ର): କରୋନା ସଂକ୍ରମଣଠୁ ବଳିଯାଇଛି ଏହି ଖବର । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରୀ କରିବାକୁ ବି ପଛାଇନାହାଁନ୍ତି । ଉତ୍ତରପ୍ରଦେଶ କନୌଜରେ ଘଟିଥବା ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ଶିଶୁପୁତ୍ର ବିକ୍ରୀ ବିଷୟରେ…

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୂଚନା ଅନୁଯାୟୀ, ଏଥିରେ ଜଣେ କୁଖ୍ୟାତ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ରାମ କଡ଼ତି ବୋଲି ଦାନ୍ତେୱାଡା ଏସପି ଅଭିଶେଖ…

କଟକରେ ସିଏମସି କର୍ମଚାରୀ ଓ ପୋଲିସ ଗାଡ଼ି ଭାଙ୍ଗାରୁଜା ଘଟଣାରେ ୬୭ ବସ୍ତିବାସିନ୍ଦା ଗିରଫ

କଟକ: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିଏମିସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଆକ୍ରମଣ…

ତିନୋଟି ରାଜ୍ୟରେ ଚାଂଚଲ୍ୟ ଖେଳାଇଲା ଧଳା ସ୍କୋର୍ପିଓ

ମାଲକାନଗିରି: ତିନିତିନୋଟି ରାଜ୍ୟର ସୁରକ୍ଷା ବଳୟ ଭାଙ୍ଗିଲା ଏକ ଧଳା ସ୍କୋର୍ପିଓ ଗାଡି । ଆନ୍ଧ୍ରପ୍ରଦେଶ, ଓଡିଶା ଓ ଛତିଶଗଡ ସୀମାକୁ ଭେଦ କରିବା ସହ ପୋଲିସର ସାତଟି ବ୍ୟାରିକେଡ ଭାଙ୍ଗି ଶେଷରେ ସିଆରପିଏଫ୍ ଗୁଳିରେ ଅଟକିଥିଲା । ମିିଳିଥିବା ସୂଚନା ଅନୁଯାୟୀ ଏକ ଅମାନିଆ ସ୍କୋର୍ପିଓ…