Latest Odisha News

BREAKING NEWS

Browsing Category

ଅପରାଧ

ଛତ୍ରପୁର ଇଣ୍ଡିଆ ବ୍ୟାଙ୍କ ATM ତାଡି ଲୁଟ୍ ଉଦ୍ୟମ

ଛତ୍ରପୁର: ବିଳମ୍ବିତ ରାତିରେ ମାତିଲେ ଲୁଟେରା । ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଲୁଟ୍ ଉଦ୍ୟମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ATMରୁ ଟଙ୍କା ଚୋରି ଉଦ୍ୟମ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ATM ସର୍ଟର ଓ ମେସିନ୍ ତାଡ଼ି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ…

ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ସମ୍ପର୍କୀୟଙ୍କ ହଙ୍ଗାମା, ୪ ଗିରଫ

ଭବାନୀପାଟଣା: ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ହଙ୍ଗାମା କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ସୋମବାର ଦିନ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ଜଣକୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ସ୍ଥାନୀୟ କମଠଣା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କର…

ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ୍ ଡିଲ୍, ବେପାରୀ ବେଶରେ ୨ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ…

ଦିଅର ଲାଠି ମାଡରେ ଭାଉଜ ଲହୁଲୁହାଣ !

କାମାକ୍ଷାନଗର: ଅବିଶ୍ୱାସ ଲାଗୁଥିଲେ ବି ସତ । କଥାରେ ଅଛି ଭାଉଜ ମାଆ ସମାନ, ଦିଅର ପୁଅ ସମାନ । ହେଲେ ଢେଙ୍କାନାଳ ଯମୁନାକୋଟ ଗାଁରେ ଏଭଳି ସଂପର୍କରେ ଲାଗିଛି ଅବିଶ୍ୱାସର ଛିଟା । ସୁଭଦ୍ରା ସାହୁ ନାମକ ଜଣେ ମହିଳାଙ୍କୁ ଖୋଦ ତାଙ୍କ ଦିଅର ବିଦ୍ୟୁତ ସଂଯୋଗକୁ ନେଇ ନିସ୍ତୁକ ମାଡ ମାରି…

ପୁରୀରେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସହରର ବାଲିଆପଣ୍ଡା ଥାନା ଅନ୍ତର୍ଗତ ମାତା ମଠ ଲେନ ନିକଟରୁ ଶନିବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯିବା ପରେ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ଖୋର୍ଦ୍ଧା: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧା ଅଞ୍ଚଳରୁ ଏତେ ପରିମାଣର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରୁଛି ଏସଟିଏଫ୍ । ଏତେ ପରିମାଣର ବ୍ରାଉନସୁଗର ସେମାନ ଆଣିଲେ କେଉଁଠୁ ? ରାଜ୍ୟର କେଉଁ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ…

ବହୁ ଚର୍ଚ୍ଚିତ ସିମାଞ୍ଚଳ ହତ୍ୟାକାଣ୍ଡ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

କଳାହାଣ୍ଡି:ସିମାଞ୍ଚଳ ହତ୍ୟାକାଣ୍ଡ, ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି । କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ସୀମାଞ୍ଚଳ ମହାପାତ୍ର ହତ୍ୟାକାଣ୍ଡ ଘଟଣା । ଦିର୍ଘ କୋଡ଼ିଏ ଦିନ ଉପରେ ବିତି ଯାଇଥିଲେ ସୁଦ୍ଧା ଅପରାଧୀ କୁ ଠାବ କରି ପାରିନାହିଁ ଜୟପାଟଣା ପୋଲିସ।…

ଭୁବନେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ୧୨୫ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଡ୍ରଗ୍ସ ବେପାରିକୁ ଗିରଫ କରାଯାଇଛି। ଏହି ବ୍ରାଉନ ସୁଗାରର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ବିଭାଗ। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ଖୋଳତାଡ଼…

ଝରାଫୁଲ ମୃତ୍ୟୁ ମାମଲା: ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ର ଝରାଫୁଲ ମୃତ୍ୟୁ ମାମଲାରେ ଫେରାର୍ ଅଭିଯୁକ୍ତ ଗିରଫ । ଅନ୍ୟ ଜଣେ ସହଯୋଗୀ ଶକ୍ତି ଶେଖର ସ୍ୱାଇଁକୁ ଗିରଫ କରିଛି ଯାଜପୁର ପୋଲିସ । ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଝରାଫୁଲଙ୍କ…